Home

ସୀତା ନଦୀ ପୋଲ ଉପରେ ପାଣି, ଢେଙ୍କିକୋଟ-ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ବେହାଲ ହୋଇଛି। ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ଲଗାଣ ବର୍ଷା ଫଳରେ ୩ ଫୁଟ ଉଚ୍ଚର ବର୍ଷା ଜଳ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ରହସ୍ୟମୟ ପ୍ରାଣୀ, ବିରଳ ରଙ୍ଗ ସହ ରହିଛି…

ପ୍ରାୟତଃ ସମୁଦ୍ରରେ ଏପରି କିଛି ଦେଖାଯାଏ ଯାହା କଳ୍ପନା କରିବା ମଧ୍ୟ କଷ୍ଟକର। ନିକଟରେ କୋଷ୍ଟାରିକାର ଜଣେ ମତ୍ସ୍ୟଜୀବୀ ଏପରି କିଛି ଦେଖିବାକୁ ପାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ ଏହି ମତ୍ସ୍ୟଜୀବୀମାନେ ନିଜ ଜାଲରେ ଏକ ଅତ୍ୟନ୍ତ ବିରଳ…

କଂଗ୍ରେସ ବିଧାୟକଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ଗହଣା: ବାନ୍ଧିଲା ପୋଲିସ

ବେଙ୍ଗାଲୁରୁ,୨୩।୮: ଅନଲାଇନ ଗେମିଂ ଉପରେ ଆଇନ ହେବା ମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନଲାଇନ ବେଟିଂ ଏବଂ ଗେମିଂ ରାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି କର୍ନାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକରୁ…

ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢିଲା: ED ପରେ CBI ଛାଟ

ନୂଆଦିଲ୍ଲୀ,୨୩।୮: ଆଜିକାଲି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମୁମ୍ବାଇର RCOM ଏବଂ ଅନିଲ ଅମ୍ବାନୀଙ୍କ ପରିସରରେ ଚଢାଉ କରିଥିଲା। CBI ଅଧିକାରୀମାନେ ସକାଳ…

ବିବାହ ପରେ ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ୍‌, ନଚେତ୍‌…

ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ଜଣାଶୁଣା। ଚାଣକ୍ୟ (ଚାଣକ୍ୟ ନୀତି) ଏବଂ ଅର୍ଥଶାସ୍ତ୍ର ସମେତ ଅନେକ ଗ୍ରନ୍ଥ ଲେଖିଛନ୍ତି। ତାଙ୍କ ଦ୍ୱାରା ଲିଖିତ ଚାଣକ୍ୟ ନୀତି ଆଜି ମଧ୍ୟ ବହୁତ ପ୍ରସିଦ୍ଧ। ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଏପରି…

ଗୋଟିଏ ରାତିରେ ଇଞ୍ଜିନିୟର ଜାଳିଦେଲେ ୨୦ ଲକ୍ଷ, ଜାଣନ୍ତୁ ଏହାପରେ ମିଳିଲା କ’ଣ

ପାଟନା,୨୩।୮: ବିହାରର ପାଟନାରେ ଥିବା ଅର୍ଥନୈତିକ ଅପରାଧ ୟୁନିଟ (EOU) ଶୁକ୍ରବାର (୨୨ ଅଗଷ୍ଟ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗମକୁଆଁ ଥାନା ଅଞ୍ଚଳରେ ଅବସ୍ଥିତ ଗ୍ରାମୀଣ ନିର୍ମାଣ ବିଭାଗରେ ନିଯୁକ୍ତ ଅଧୀକ୍ଷକ ଯନ୍ତ୍ରୀ (ଅଧିକ୍ଷକ ଯନ୍ତ୍ରୀ) ବିନୋଦ କୁମାର…

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ଖାଲି ପଡ଼ିଛି ଏହି ଦୁଇ ବଡ଼ ପଦବୀ, ବିନା ଲିଖିତ ପରୀକ୍ଷାରେ ହେବ ଚୟନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଜାତୀୟ ସମବାୟ ବିକାଶ ନିଗମ (NCDC) ନୂତନ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏଥର ନିଗମ ମୁଖ୍ୟ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି।…

କର୍ତ୍ତବ୍ୟ କରିବାକୁ ଯାଇ ଜୀବନକୁ ବାଜି ଲଗାଇଦେଲେ ନର୍ସ, ଡେଇଁପଡ଼ିଲେ ଉଛୁଳା ନଈ, ଭିଡିଓ ଭାଇରାଲ

ଶିମଲା,୨୩।୮: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣ୍ଡି ଜିଲାରେ ଲଗାଣ ବର୍ଷା ଯୋଗୁ ସମସ୍ତ ନଦୀ ଏବଂ ଝରଣା ଭୟଙ୍କର ଭାବେ ପ୍ରବାହିତ ହେଉଛି। ଅନେକ ସ୍ଥାନରେ ଭୂସ୍ଖଳନ, ପୋଲ ଧୋଇଯିବା ଏବଂ ରାସ୍ତା ଭାଙ୍ଗିଯିବାର…

ହଠାତ୍‌ କାହିଁକି କଲ-ଡାଏଲ୍‌ର ସେଟିଂସରେ ହୋଇଗଲା ବଡ଼ ପରିବର୍ତ୍ତନ

ଆଣ୍ଡ୍ରଏଡ ୟୁଜର୍ସଙ୍କ କଲ ଏବଂ ଡାଏଲର୍‌ ସେଟିଂସରେ ହଠାତ୍‌ ପରିବର୍ତ୍ତନ ଆସିଛି। କୌଣସି ଅପଡେଟ କିମ୍ବା ସତର୍କତା ବିନା ଏହି ପରିବର୍ତ୍ତନ ପାଇଁ ଲୋକମାନେ ଟେନସନ ହୋଇପଡ଼ିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ…

ଉଡ଼ାଣ ଆରମ୍ଭ ପୂର୍ବରୁ ଘଟିଲା ଏମିତି, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୨୩ା୮: ବିମାନ ଉଡ଼ାଣ ପୂର୍ବରୁ ହଠାତ୍‌ ଦିଲ୍ଲୀରୁ ଅମୃତସର ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍‌ ଅଟକାଇ ଦେଇଥିଲେ। ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡ଼ିଲା ତାହା ଏୟାରଲାଇନ୍ସ ଏପର୍ଯ୍ୟନ୍ତ ନିଶ୍ଚିତ…

୧ ଶେୟାରରେ ୧ ଶେୟାର ମାଗଣା, HDFC ବ୍ୟାଙ୍କ ବାଣ୍ଟୁଛି ବୋନସ ଶେୟାର

ନୂଆଦିଲ୍ଲୀ,୨୩।୮: ଦେଶର ସର୍ବବୃହତ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ HDFC, ଏହାର ସେୟାରଧାରକମାନଙ୍କୁ ୧:୧ ଅନୁପାତରେ ବୋନସ ଶେୟାର ପ୍ରଦାନ କରିବାକୁ ଘୋଷଣା କରିଛି। ଏଥିପାଇଁ ରେକର୍ଡ ତାରିଖ ଅଗଷ୍ଟ ୨୬ ସ୍ଥିର କରାଯାଇଛି, ତେଣୁ ଏବେ ନିବେଶକମାନେ ବ୍ୟାଙ୍କର ଶେୟାର ଉପରେ…

୨୭ରେ ରାଜ୍ୟ ସଭାପତିଙ୍କ ଜୁନାଗଡ଼ ଗସ୍ତ: ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଜୁନାଗଡ଼,୨୩।୮(ଅଂଶୁମାନ ଯୋଶୀ)-ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ଆସନ୍ତା ୨୬ରେ କଳାହାଣ୍ଡି ଗସ୍ତରେ ଆସିବେ। ତେବେ ୨୭ ତାରିଖ ତାଙ୍କର ଜୁନାଗଡ଼ ଗସ୍ତ ରହିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?