Home

ବୈବାହିକ ଜୀବନକୁ କେମିତି କରିବେ ସୁନ୍ଦର… ଆପଣାନ୍ତୁ ଏହି ଟିପ୍ସ

ଭାବକୁ ନିୟନ୍ତ୍ରଣକରେ ଭାବପ୍ରବଣତା। ଭାଷାକୁ ସୃଷ୍ଟିକରେ ଏହି ଇମୋଶନ। ଏଇ ଭାବ ହିଁ ବୈବାହିକ ଜୀବନକୁ କରିଥାଏ ସ୍ବପ୍ନିଳ, ସୁନ୍ଦର। କିନ୍ତୁ ସମ୍ପର୍କର ପରିଭାଷାରେ ସବୁ ବୁଝାମଣା ଭୁଲ୍‌ଭାଲ୍‌ ହୋଇଯାଏ ସେତେବେଳେ, ଯେତେବେଳେ ଦେଖାଯାଏ ଇମୋଶନାଲ୍‌ ଡିଷ୍ଟାନ୍ସ। ତେଣୁ ଏଭଳି ସ୍ଥିତି…

ପିଲାଙ୍କ ପଢା ଘରେ କ’ଣ ରଖିବେ ନ ରଖିବେ…ଏମିତି କରନ୍ତୁ ଷ୍ଟଡି ରୁମ୍‌

ପଢ଼ା ଘରର ପରିବେଶ ଭଲ ରହିଲେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପଡ଼େ। ତେଣୁ ଘରକୁ କିପରି ସଜାଡ଼ି ରଖିବେ ଜାଣିରଖନ୍ତୁ… ପାଠ ପଢ଼ିବା ପାଇଁ ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ହିଁ ସବୁଠୁ ଭଲ। ତେବେ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ…

ପୁଟିନଙ୍କୁ ହରାଇବାକୁ ‘ସୁନ୍ଦରୀ ମହିଳା’ଙ୍କୁ ପଠାଇଛନ୍ତି ଜେଲନସ୍କି

ମସ୍କୋ/କ୍ୱିଭ,୧୨।୨: ରୁଷିଆ ଜଣେ ତଥାକଥିତ ୟୁକ୍ରେନୀୟ ମହିଳା ଗୁପ୍ତଚରଙ୍କୁ ଗିରଫ କରିଛି। ରୁଷିଆ ଦାବି କରିଛି ଯେ ଜଣେ ୟୁକ୍ରେନୀୟ ମହିଳା ପାୱାରଲିଫ୍ଟିଂ ଚାମ୍ପିଅନଙ୍କୁ ଜଣେ ଉଚ୍ଚ ପଦାଧିକାରୀଙ୍କୁ ହତ୍ୟା କରିବା ପାଇଁ ପଠାଯାଇଥିଲା। ରୁଷିଆର ସୁରକ୍ଷା ସେବା ଏଫଏସବି ୪ଜଣ…

୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ….

୪୦ ବର୍ଷ ପରେ ମହିଳାଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ଧ୍ୟାନ ନ ଦେଲେ ବହୁ ସମସ୍ୟା ଦେଖାଦିଏ। ଏହି ସମୟରେ କେଉଁ ଖାଦ୍ୟକୁ ଗୁରୁତ୍ୱ ଦେବେ ଜାଣିରଖନ୍ତୁ.. ଅଣ୍ଡାରେ…

ଆତ୍ମହତ୍ୟା କଲେ ଓଡ଼ିଆ ରାପର୍‌ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ବେଙ୍ଗାଲୁରୁ,୧୨।୨: ଉଦୀୟମାନ ଓଡ଼ିଆ ରାପର୍‌ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। ‘ଜଗରନଟ’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ବେଙ୍ଗାଲୁରୁର ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ଅଭିନବଙ୍କ ପରିବାରକୁ ହସ୍ତାନ୍ତର…

ଶିଖ୍‌ ଦଙ୍ଗା ଘଟଣା: ଦୋଷୀ ସାବ୍ୟସ୍ତ ହେଲେ ସଜ୍ଜନ କୁମାର

ନୂଆଦିଲ୍ଲୀ,୧୨ା୧: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ସହିତ ଜଡ଼ିତ ମାମଲାରେ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ ୧୮ ଫେବୃଆରୀରେ ଶୁଣାଣି ହେବ। ସଜ୍ଜନ କୁମାର…

Disney+ Hotstar ସେବା ଠପ୍‌: ଆକାଉଣ୍ଟ ଆକ୍ସେସ୍‌ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍‌ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଟି ମୋବାଇଲ, ୱେବ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ, କିନ୍ତୁ ୱେବ…

ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ମାଗଣା ରାଶନ ମିଳୁଥିବାରୁ ଲୋକେ…

ନୂଆଦିଲ୍ଲୀ,୧୨ା୨: ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ…

IND vs ENG 3rd ODI: ଟସ୍‌ ଜିତିଲା ଇଂଲଣ୍ଡ; ଭାରତୀୟ ଦଳରେ ୩ ପରିବର୍ତ୍ତନ

ଅହମଦାବାଦ,୧୨।୨: ଅହମଦାବାଦ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ରେ ଗୋଟିଏ ପରିବର୍ତ୍ତନ କରିଛି। ଭାରତ ଦଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କନିଷ୍ଠ ଶିକ୍ଷକଙ୍କ ବଢିଲା ଦରମା

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ମାସିକ ୫ହଜାର ଦରମା ବୃଦ୍ଧି କଲେ ସରକାର। ଏଣିକି ୧୧ ହଜାରରୁ…

ଛାତିରେ ଜଳାପୋଡ଼ା ହାର୍ଟ ଆଟାକ୍‌ର ଲକ୍ଷଣ କି? ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର…

କିଛି ବର୍ଷ ଧରି ଭାରତରେ ହୃଦରୋଗ ସମ୍ବନ୍ଧୀୟ ରୋଗର ମାମଲା ବୃଦ୍ଧି ପାଉଛି। ହଠାତ୍‌ ଲୋକମାନେ ହୃଦଘାତର ଶିକାର ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। ନିକଟରେ ମଧ୍ୟପ୍ରଦେଶର ବିଦିଶାରେ, ଜଣେ ମହିଳା ମଞ୍ଚ ଉପରେ ନାଚୁଥିବା ସମୟରେ ହୃଦ୍‌ଘାତ ହୋଇଥିଲା ଏବଂ…

‘ଯଦି ମ୍ୟାଚ ହାରିବୁ ତେବେ ବୋମା…,’ଚାମ୍ପିଅନ ଟ୍ରଫିରେ ଟିମ ଇଣ୍ଡିଆ ବିପକ୍ଷରେ ଖେଳିବା ପୂର୍ବରୁ ପାକିସ୍ତାନ ବ୍ୟକ୍ତିଙ୍କ ବଡ଼ ବୟାନ..

ଇସଲାମାବାଦ,୧୨।୨: ଆଇସିସି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେଉଛି। ତଥାପି, ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଛି। ଏହା ପରେ, ଭାରତୀୟ ଦଳର ପ୍ରତ୍ୟେକ ମ୍ୟାଚ ଦୁବାଇରେ ଖେଳାଯିବ। ଏ ସମ୍ପର୍କରେ, ପାକିସ୍ତାନୀ ମହିଳା ୟୁଟ୍ୟୁବର ସାନା ଅମଜାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri