Home

ଲଭ୍‌ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ

ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍‌ ଜିହାଦ ବିରୋଧରେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ…

ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି…

ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ

ହାଇଦ୍ରାବାଦ, ୧୭।୨:  ବିଶ୍ୱରେ ସବୁଠାରୁ କମ୍‌ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା…

ନିର୍ବାଚନ କମିଶନରେ ଆମେରିକା ଟଙ୍କା

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା…

ଯୌତୁକ ପାଇଁ ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍‌ଶନ

ସାହାରନ୍‌ପୁର(ୟୁପି),୧୭ା୨: ଏକ ଏକ୍ସୟୁଭି କାର୍‌ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ…

ଆଜି ରାଜ୍ୟ ବଜେଟ: ନୂଆ ଯୋଜନା ଆଣିବେ ସରକାର, ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲାଗିବ ମୋହର

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ…

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଅନେକ ବଡ଼ ଖେଳାଳି ଖେଳିବାର ନଜର ଆସିବେ। ହେଲେ…

President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…

ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବିରେନ୍‌ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ…

ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ବାଲିଗୁଡ଼ା ଟାଉନର ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳକଙ୍କ ଜୀବନ ଗଲା

ବାସୁଦେବପୁର,୧୬ା୨(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଗୁଆଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଯାଇଛି। ସେମାନେ ହେଲେ ଜ୍ୟୋତିର୍ମୟ ବେହେରା(୧୪) ଓ ରାଜେନ୍ଦ୍ର ବେହେରା(୧୬) ରବିବାର ପୂର୍ବାହ୍ନରେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇ…

Jayalalithaa’s assets: ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି, ଏତିକି କିଲୋ ସୁନା ଅଳଙ୍କାରକୁ…

ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିବା ଏହି ହସ୍ତାନ୍ତର ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ…

ଦୁବାଇରେ ଟିମ୍‌ ଇଣ୍ଡିଆ ପହଞ୍ଚୁ ପହଞ୍ଚୁ ବଡ଼ ଘୋଷଣା କଲା ICC, ପ୍ରଶଂସକଙ୍କ ଚିନ୍ତା…

ନୂଆଦିଲ୍ଲୀ,୧୬।୨: ପାକିସ୍ତାନରେ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ସମସ୍ତ ପ୍ରଶଂସକଙ୍କ ଲକ୍ଷ୍ୟ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନୀ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri