Home

ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୋଇଥାଏ ସ୍କିଜୋଫ୍ରେନିୟା, ଜାଣନ୍ତୁ କାହିଁକି…

ସ୍କିଜୋଫ୍ରେନିୟା ରୋଗ ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ ନାମକ ରାସାୟନିକ ପଦାର୍ଥ (ନ୍ୟୁରୋଟ୍ରାନ୍ସମିଟର)ର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ। ଏହା ଜିନ୍‌ଗତ କାରଣ…

ଏଇ ଭାରତରେ

ରୋଗ ହେଲେ ସମସ୍ତେ ଡାକ୍ତର ପାଖକୁ ଯାଆନ୍ତି। କିନ୍ତୁ ଏଥିପାଇଁ କେହି କ’ଣ ମନ୍ଦିର ଲୁଟିବାକୁ ଯିବା କଥା ଶୁଣିଛନ୍ତି! ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଅଞ୍ଚଳରେ। ଏଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଏବେ ପୋଲିସ ହାତରେ…

ଶାନ୍ତିର ସନ୍ଧାନ

ଶାନ୍ତି କିଏ ନ ଚାହେଁ ? ହେଲେ ପାଆନ୍ତି କେତେଜଣ? ଏ ପ୍ରଶ୍ନ ଯୁଗ ଯୁଗ ଧରି ଅସମାହିତ ରହିଆସିଛି; କାରଣ ଶାନ୍ତିର ମାର୍ଗ ଅସ୍ପଷ୍ଟ ଯାହା ଏକ ବ୍ୟକ୍ତିଗତ ବ୍ୟାପାର ହେଲେ ବି ସାମଗ୍ରିକ ସ୍ଥିତି ଉପରେ ନିର୍ଭରଶୀଳ। ଅନେକଙ୍କର…

ଭୂପେନ୍‌ଦା’ଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ସେପ୍ଟେମ୍ବର ୮ ତାରିଖ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆଉ ବିଶେଷ ଭାବେ ମୋର ଆସାମର ଭାଇଭଉଣୀମାନଙ୍କ ପାଇଁ ଆଜିର ଦିନ ଅଧିକ ସ୍ବତନ୍ତ୍ର। ଆଜି ଭାରତରତ୍ନ ଡକ୍ଟର…

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଅନିୟମିତତା, ତଦନ୍ତ କରିବେ ବିଡିଓ

ଲୋଇସିଂହା,୭ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ବ୍ଲକ ପ୍ରଶାସନ ସମ୍ବେଦନ ସହ ନେଇଛନ୍ତି। ଏହି…

ପ୍ରେମିକାଙ୍କ ଫୋନ ବ୍ୟସ୍ତ ଆସିବାରୁ ସାରା ଗାଁର ବିଜୁଳି କାଟିଦେଲେ ଯୁବକ, Video ଭାଇରାଲ ପରେ…

ବର୍ତ୍ତମାନ ସମୟରେ ଯୋଗାଯୋଗ କରିବାର ବଡ଼ ମାଧ୍ୟମ ପାଲଟିଛି ଟେଲିଫୋନ। ଏଣୁ ପ୍ରେମିକ ପ୍ରେମିକାମାନେ ସହଜରେ ପରସ୍ପର ସହ କଥା ହୋଇ ପାରୁଛନ୍ତି। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ପ୍ରେମିକାଙ୍କ ଉପରେ…

୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ, ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ

ଭଞ୍ଜନଗର,୭ା୯(ବାବୁଲା ପ୍ରଧାନ): ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମସ୍ତ ନାଗରିକଙ୍କ ସାମାଜିକ ସୁରକ୍ଷା ଚିନ୍ତା କରିବା କଥା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ବର୍ତ୍ତମାନ ଦେଶରେ ୮୨…

ଚନ୍ଦ୍ରଗ୍ରହଣ: ଏସବୁ ରାଶି ଉପରେ ପଡ଼ିବ ବିଶେଷ ପ୍ରଭାବ; ଆକସ୍କିକ ଧନଲାଭ ଯୋଗ, ଜାଣନ୍ତୁ କ’ଣ…

ଭାଦ୍ରପଦ ପୂର୍ଣ୍ଣିମା ଅବସରରେ ୭ ସେପ୍ଟେମ୍ବର ୨୦୨୫ରେ କୁମ୍ଭ ରାଶିରେ ଚନ୍ଦ୍ର ଗ୍ରହଣ ଲାଗୁଛି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ଗ୍ରହଣ ସମୟରେ ରାହୁ କୁମ୍ଭରେ, ସୂର୍ଯ୍ୟ ସିଂହରେ ଏବଂ ଗୁରୁ ମିଥୁନ ରାଶିରେ ରହିବେ। କୁମ୍ଭର ସ୍ବାମୀ ଶନି ଅଟନ୍ତି। ଏହି…

ପଥରଖଣିରେ ଡ୍ରିଲିଂ ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

ଢେଙ୍କାନାଳ,୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲାପ୍ରସାଦ ଥାନା କାସିପୁର ଲହଡ଼ାସ୍ଥିତ ଏକ ପଥର ଖଣିରୁ ରବିବାର ସକାଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣକ ହେଲେ ପାଣ୍ଡୁ ତିରିଆ (୨୦)। ତାଙ୍କ ଘର ନିକଟସ୍ଥ…

ବୃଦ୍ଧଙ୍କୁ ଚାପିଦେଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…

ଆଗକୁ ପାର୍ବଣ: ଏବେଠୁ ବଢ଼ିଲାଣି କ୍ରାଇମ୍‌, ଦୁଇ ଦିନରେ ୨ ବାଇକ୍‌ ନେଇଗଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍‌ ଚୋରି ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍‌ଟିକୁ ଘର ସମ୍ମୁଖରେ…

ମାଟିରେ ମିଶିଲା ଅନେକ ଦୋକାନ ଘର, ପୋଲିସ-ନେତା ଧସ୍ତାଧସ୍ତି

ବରଗଡ଼,୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍‌ ହୋଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?