Home

ହରଭଜନଙ୍କ ଭୟଙ୍କର ଝଗଡ଼ା, ଦେଶଦ୍ରୋହୀ କହି ରୁକୁ କରାଇଲେ FIR

ନୂଆଦିଲ୍ଲୀ,୨୫।୨: ସୋସିଆଲ ମିଡିଆରେ ଜୋରଦାର ଝଗଡ଼ାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ହରଭଜନ ସିଂହ ଖବର ଶିରୋନାମାକୁ ଆସିଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଲେଖିଥାନ୍ତି। ହେଲେ ଏବେ ସୋସିଆଲ ମିଡିଆରେ କିଛି ପ୍ରଶଂସକଙ୍କ ସହ…

Virat Kohliଙ୍କଠାରୁ ୧୯୩୪ କିଲୋମିଟର ଦୂରରେ ଅଛନ୍ତି ଅନୁଷ୍କା…ଏହାପରେ ବି କେମିତି ରହୁଛନ୍ତି ଏକାଠି? ‘ବିରୁଷ୍କା’ଙ୍କ ପ୍ରେମକୁ…

ମୁମ୍ବାଇ,୨୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ପରଫେକ୍ଟ ଦମ୍ପତି ବୋଲି ବିବେଚନା କରାଯାଏ। ସେମାନଙ୍କୁ ପ୍ରାୟତଃ ଗୋଲ ଦେଉଥିବାର ଦେଖାଯାଏ। ସାରା ବିଶ୍ୱରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ…

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରୀତି ଜିଣ୍ଟାଙ୍କ ୧୮ କୋଟି ଟଙ୍କାର ଋଣ ଛାଡ କରାଯାଇଛି ଏବଂ ସେ…

ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍‌ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି…

ୟୁନୁସ ସରକାରଙ୍କୁ ଲାଗିଲା ବଡ଼ ଝଟକା, କ୍ୟାବିନେଟରୁ ଇସ୍ତଫା ଦେଲେ ନାହିଦ ଇସଲାମ

ଢାକା,୨୫।୨: ବାଂଲାଦେଶରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ନେତା ନାହିଦ ଇସଲାମ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରୁ ଇସ୍ତଫା ଦେଇଛନ୍ତି। ନାହିଦ ଇସଲାମ ୟୁନୁସଙ୍କୁ କ୍ୟାବିନେଟରେ ସୂଚନା ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଥିଲା। ସେ ମଙ୍ଗଳବାର ମହମ୍ମଦ ୟୁନୁସଙ୍କୁ ତାଙ୍କ…

ପାକିସ୍ତାନ ଦଳକୁ ମହେନ୍ଦ୍ର ସିଂ ଧୋନୀ ବି ରକ୍ଷା କରିପାରିବେ ନାହିଁ: କାହିଁକି ଏମିତି କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ

ରାଓ୍ବଲପିଣ୍ଡି,୨୫।୨:ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ୬ ଦିନ ପରେ, ଆୟୋଜକ ପାକିସ୍ତାନର ଟୁର୍ନାମେଣ୍ଟରେ ଯାତ୍ରା ଶେଷ ହୋଇଛି। ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିବା…

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ ଏବେ ସିପିସିବି ରିପୋର୍ଟ ଉପରେ…

କେମିତି ଫାଶୀରୁ ବଞ୍ଚିଗଲେ ସଜ୍ଜନ କୁମାର? କୋର୍ଟରେ ଜବାବ ଦେଲେ ବିଚାରପତି

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ବାପ ପୁଅଙ୍କୁ ଜୀବନ୍ତ ଜାଳି ଦେବା ମାମଲାରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ମାମଲାର ଶୁଣାଣି ସମୟରେ କୋର୍ଟ ରୁମ ଭିଡ଼ ହୋଇଯାଇଥିଲା। କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ…

ଥମୁନି KIIT କାଣ୍ଡ: ୬ ଜଣଙ୍କୁ ହାଜର ହେବା ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର,୨୫।୨: କିଟ୍‌ ଘଟଣାରେ ପୁଣି ୬ ଜଣଙ୍କୁ ନୋଟିସ ପଠାଯାଇଛି। ଉଚ୍ଚସ୍ତରୀୟ କମିଟି ପାଖରେ ୨୭ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣଙ୍କ ମଧ୍ୟରେ ଚିଫ ପ୍ରୋକ୍ଟର…

ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଉଠାଇନେଲା ହରିୟାଣା ପୋଲିସ: କନ୍ଧମାଳ ପୋଲିସ ପାଇଁ ବଢିଲା ଚିନ୍ତା

ଦାରିଙ୍ଗବାଡି, ୨୫।୨ (ଅରୁଣ ସାହୁ): ମାତ୍ର ୧୦ କିଲୋ ଗଞ୍ଜେଇ ପାଇଁ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପହଞ୍ଚିଲା ହରିୟାଣା ପୋଲିସ। ଆଉ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଉଠାଇନେଲା ହରିୟାଣା ପୋଲିସ। ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ବେଲାଳସେନ ରୂପାମାଝୀ…

୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ଜଣକ କମ ବୟସରେ ଇତିହାସ ସୃଷ୍ଟି କରିଥିଲେ ଏବଂ ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ନିଜକୁ ଏବଂ ଦେଶକୁ ଗୌରବାନ୍ବିତ କରିଥିଲେ। ଏହି…

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇ ଫସିଲେ ଯୁବକ: ଦୋକାନରେ ଚଢିଲା ବୁଲଡୋଜର

ପୁଣେ,୨୫।୨: ୨୩ ଫେବୃଆରୀରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। କିନ୍ତୁ ମ୍ୟାଚ ଦିନ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର ମାଲଭାନରେ କିଛି ମୁସଲମାନ ଯୁବକ ଦେଶ ବିରୋଧୀ ସ୍ଲୋଗାନ ଦେଇ ଦଙ୍ଗା ଉସୁକାଇବାକୁ ଚେଷ୍ଟା କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri