Shashi Tharoor: କେରଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଶଶି ଥରୁର! ରାହୁଲ ଗାନ୍ଧୀ କ’ଣ ଚାହୁଁଛନ୍ତି, ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଏମ୍ପି ଶଶି ଥରୁର ଆଜିକାଲି ଏପରି ଏକ ନାମ, ଯାହା ବାମ ଦଳଠାରୁ ଆରମ୍ଭ କରି ଭାଜପା ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ପ୍ରକୃତରେ, ସେ କଂଗ୍ରେସ ଦଳ ଉପରେ କ୍ରୋଧିତ ଏବଂ ସେ ଏହାର ସୂଚନା ବାରମ୍ବାର ଦେଉଛନ୍ତି।…
ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା
ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି। ତେବେ ପୁରୁଣା ମୁଖ୍ୟ ଡାକ୍ତରଖାନା ଭଳି ନୂତନ ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ମିଳୁ ନଥିବା…
ପ୍ରୟାଗରାଜରେ ବୁଡ଼ ପକାଇଲେ ରାଜ୍ୟପାଳ
ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ…
୨୮ରୁ ବଢ଼ିବ ତାତି
ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।…
ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍ଫେଲ୍ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ
ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ ମଙ୍ଗଳବାର ସାରେ ବ୍ରେକ୍ ଫେଲ୍ ହୋଇ ଛକରେ ଥିବା ଦୋକାନ ଘର ଭିତରକୁ…
ଅସଲି ବ୍ରାଣ୍ଡ୍ର ଛାପା ବ୍ୟବହାର କରି ବିକୁଥିଲେ ନକଲୀ ଲୁହାଛଡ଼, ବ୍ୟବସାୟୀଙ୍କୁ ବାନ୍ଧିଲା…
ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ଏକ ଅସଲି କମ୍ପାନୀର ବ୍ରାଣ୍ଡ୍ ଛାପା ବ୍ୟବହାର କରି ନକଲୀ ଲୁହାଛଡ଼ ବିକ୍ରି କରୁଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ସହରର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ଜଣକ ସ୍ଥାନୀୟ ବାବା ଷ୍ଟିଲର ମାଲିକ ରାମ…
ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…
ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ ତାଙ୍କର…
EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା
ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google Pay,…
Video: ସାଉଦି ଆରବରେ ସିନେମା ଦେଖିବାକୁ ବାଲ୍ଟି-ଡ୍ରମ୍ ନେଇ ଆସନ୍ତି ଲୋକେ? କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ
ଲୋକମାନେ ସିନେମା ହଲରେ ପପକର୍ନ ଏବଂ ଥଣ୍ଡା ପାନୀୟର ମଜା ନେଉଥିବା ଦେଖାଯାଏ। ହେଲେ ଏହା ବହୁତ ମହଙ୍ଗା ହୋଇଥିବା କାରଣରୁ ଅନେକ ସମୟରେ ଲୋକମାନେ ଘରୁ ଖାଦ୍ୟ ଆଣିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ସାଉଦି ଆରବରୁ ଏକ ଅଜବ ଭିଡିଓ…
ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ
ଭୁବନେଶ୍ୱର,୨୫।୨: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ…
IPL 2025: କ୍ୟାରିୟରରେ ପ୍ରଥମ ଥର ଲାଗି ଧୋନୀ ନେଲେ ଏଭଳି ନିଷ୍ପତ୍ତି, ଘରେ ପହଞ୍ଚିଲା ୫ ‘ହତିଆର’
ନୂଆଦିଲ୍ଲୀ,୨୫।୨: ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରଠାରୁ ପ୍ରଶଂସକମାନେ ପ୍ରତିବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)କୁ ଚାହିଁ ରହିଥାନ୍ତି। ଫଳରେ ପ୍ରଶଂସକମାନେ ଉପଭୋଗ କରନ୍ତି। ୪୩ ବର୍ଷୀୟ ଧୋନୀ ୨୦୨୫ ଆଇପିଏଲରେ ମଧ୍ୟ ଖେଳୁଥିବା…
IPL ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ବଢ଼ିଯିବ ସମସ୍ୟା, BCCI ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୫।୨: ଟିମ୍ ଇଣ୍ଡିଆ ବର୍ତ୍ତମାନ ଦୁବାଇ ଗସ୍ତରେ ଅଛି, ଯେଉଁଠାରେ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳୁଛି। ଟୁର୍ନାମେଣ୍ଟ ପରେ ଭାରତୀୟ ଖେଳାଳିମାନେ ଆଇପିଏଲ୍ରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ଜୁନ୍ରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯିବେ। କିନ୍ତୁ ଟେଷ୍ଟ ଫର୍ମାଟରେ…
Archives


