WHOର ଚେତାବନୀ: ଜଙ୍କ୍ ଫୁଡ୍ ଖାଉଥିଲେ ରୁହନ୍ତୁ ସତର୍କ, ନଚେତ୍ ପ୍ରାଣ ନେବ ଏସବୁ ମାରାତ୍ମକ ରୋଗ
ପିଜା, ବର୍ଗର, ଫ୍ରେଞ୍ଚ ଫ୍ରାଏଜ୍ ଭଳି ଜଙ୍କ୍ଫୁଡ୍ ଖାଇ ନିଜର ଭୋକ ମେଣ୍ଟାଉଛନ୍ତି କି? ଯଦି ହଁ ତେବେ ସତର୍କ ରୁହନ୍ତୁ। କାରଣ ସଦ୍ୟତମ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ଜିନିଷ ଖାଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ ଏବଂ ଆଚରଣ…
ଟ୍ରମ୍ପଙ୍କ ବଡ଼ ଘୋଷଣା, ଇଂରାଜୀ ହେବ ସରକାରୀ ଭାଷା
ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା। ଇଂରାଜୀକୁ ଆମେରିକାର ସରକାରୀ ଭାଷା ଭାବରେ ଘୋଷଣା କରିଛନ୍ତି ଟ୍ରମ୍ପ ସରକାର। ଦେଶରେ ପ୍ରବାସୀ ଏବଂ ବହୁଭାଷୀ ସମାଜ ମଧ୍ୟରେ ଏକତା ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି…
ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ
ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ,…
ଟ୍ରେନ୍ରେ କଟିଗଲେ ବ୍ୟକ୍ତି, ଟ୍ରାକ୍ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ
ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଟ୍ରାକ୍ରେ କଟି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରେଳଷ୍ଟେଶନ ନିକଟରେ ପଡ଼ି ରହିଛି ମୃତଦେହ, ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ବିଶାଖାପାଟଣା ଗୁଣୁପୁର ପାସେଞ୍ଜର ଟ୍ରେନ୍ରେ ଘଟଣା ଘଟିଥିବା ଜଣାପଡ଼ିଛି।…
ଟ୍ରାଫିକ୍ରେ ହେଲମେଟ୍ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…
ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ବେଙ୍ଗାଲୁରୁର ଟ୍ରାଫିକ୍ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ୍…
ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି
ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ ହେବ…
Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା!
ଭୁବନେଶ୍ୱର,୨।୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ ଏକା ସାଥିରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଭାତୀ କହିଛନ୍ତି, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ…
ଜେଲେନସ୍କିଙ୍କୁ ସମର୍ଥନ ଦେଲା ବ୍ରିଟେନ, ଦେଲା କୋଟିକୋଟି ଡଲାର, ହେବ ମହାଯୁଦ୍ଧ!
କିଭ୍,୨।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୋଟିଏ କୋଠରୀରେ ହୋଇଛି ଜୋରଦାର ଲଢେଇ। ଅନ କ୍ୟାମେରା ସାମ୍ନାରେ ଏକ ଉଷ୍ମ ବିତର୍କ ଦେଖିବାକୁ ମିଳିଛି। ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ…
Odisha Matric Exam-2025: ତ୍ରୁଟିଶୂନ୍ୟ ହୋଇପାରୁନି ମାଟ୍ରିକ୍ ପରୀକ୍ଷା
Odisha Matric Exam-2025 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ବିଗତ କିଛିବର୍ଷ ହେଲା ପ୍ରଶ୍ନପତ୍ର ପ୍ରଘଟ, କପି, ପରୀକ୍ଷା ପରିଚାଳନାରେ ଅସାଧୁ କାରବାର ସମେତ ଅନ୍ୟ କେତେକ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ…
ସୁଭଦ୍ରା: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ
ଭୁବନେଶ୍ୱର,୧ା୩ (ଅନୁରାଧା ମହାରଣା) – ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ…
ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ…
ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା…
ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କହିଛନ୍ତି…
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…
Archives


