Home

ଜେଲ୍‌ରେ କାହିଁକି କଏଦୀମାନଙ୍କୁ ପିନ୍ଧିବାକୁ ପଡ଼େ ଧଳାପଟି ଯୁକ୍ତ ଡ୍ରେସ୍‌, ଜାଣନ୍ତୁ ଏହା ପଛର କାରଣ…

ଅପରାଧୀଙ୍କୁ ନ୍ୟାୟପାଳିକା କଠୋର ଜେଲ ଦଣ୍ଡ ପ୍ରଦାନ କରେ। ଜେଲରେ କଏଦୀଙ୍କ ଖାଦ୍ୟ ଏବଂ ଜୀବନଯାପନ ସହିତ ଜଡ଼ିତ ସମସ୍ତ ନିୟମ ବି ବହୁ କଠୋର। ପ୍ରତ୍ୟେକ କଏଦୀଙ୍କ ପାଇଁ ସେଗୁଡ଼ିକୁ ପାଳନ କରିବା ବାଧ୍ୟତାମୂଳକ। ଆପଣ ଫିଲ୍ମରେ ଦେଖିଥିବେ, ଜେଲରେ…

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର, ୭୦ ବର୍ଷ ବୟସ ହେବାଯାଏ ମିଳିବ ଦରମା

ପାଟନା,୨।୮: ଏବେ ଅବସରପ୍ରାପ୍ତ କର୍ମଚାରୀମାନେ ବୋର୍ଡ, କର୍ପୋରେଶନ ଏବଂ ସୋସାଇଟିରେ ଅନୁମୋଦିତ ପଦବୀରେ ସର୍ବାଧିକ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇପାରିବେ। କିନ୍ତୁ, ଏହା କେବଳ ସେତେବେଳେ ଘଟିବ ଯେତେବେଳେ ସେହି ପଦବୀଗୁଡ଼ିକର ଅବସର ବୟସ ୬୫ ବର୍ଷ…

ଶିକ୍ଷକ ବଦଳି ପାଇଁ ଅର୍ଥ ଲୁଟ୍‌: ଅଡିଓ ଭାଇରାଲ, କିଛି ଦଳୀୟ କର୍ମୀଙ୍କୁ ହାତ ଥିବା ଅଭିଯୋଗ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି ବ୍ଲକ…

ଟ୍ରମ୍ପ ୭ ମାସରେ ଆମେରିକାରୁ ତଡ଼ିଦେଲେ ୧୭ ଶହ ଭାରତୀୟଙ୍କୁ, ବାଇଡେନ ଯାହା କରି ନ ଥିଲେ ତାହା କରି ଦେଖାଇଲେ

ଓ୍ବାଶିଂଟନ,୨।୮: ଚଳିତ ବର୍ଷ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରୁ ଭାରତୀୟଙ୍କ ନିର୍ବାସନରେ ଏକ ବଡ଼ ବୃଦ୍ଧି ଘଟିଛି। ଯଦି ଆମେ ଏହା ପୂର୍ବରୁ ଜୋ ବାଇଡେନଙ୍କ କାର୍ଯ୍ୟକାଳର ସଂଖ୍ୟା ଉପରେ ନଜର ପକାଇବା, ତେବେ ଏହି ସଂଖ୍ୟା…

କିଡ୍‌ନୀ ଇନ୍‌ଫେକ୍ସନ କାହିଁକି ହୁଏ? ଜାଣନ୍ତୁ ଏହାର ଲକ୍ଷଣ ଆଉ ନିରାକରଣ…

କିଡ୍‌ନୀ ବା ବୃକକ୍‌ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। କିଡ୍‌ନୀରେ…

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ…

ଚାଲି ଶିଖୁଛନ୍ତି ଶୁଭାଂଶୁ ଶୁକ୍ଳା, ଫୋନ ବି ହାତକୁ ଲାଗୁଛି ଓଜନିଆ

ନୂଆଦିଲ୍ଲୀ,୨।୮: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରିଛନ୍ତି। ଫେରିବା ପରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି। ସେ କହିଥିଲେ ଯେ ମୁଁ ୨୦ ଦିନ ପାଇଁ ମାଇକ୍ରୋଗ୍ରାଭିଟି କ୍ଷେତ୍ରରେ ରହିଲି। ଏବେ ମୁଁ ଗୁରୁତ୍ୱାକର୍ଷଣରେ ବଞ୍ଚିବାକୁ ଚେଷ୍ଟା…

ଚାରା ରୋପଣର ବିକଳ୍ପ ବ୍ୟବସ୍ଥା: ସଂରକ୍ଷିତ ଜଙ୍ଗଲରେ ବାଉଁଶ ମଞ୍ଜି ଫିଙ୍ଗିଲେ ବିଧାୟକ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଖୋଲା ଜଙ୍ଗଲରେ ଚାରା ରୋପଣ କରିବା ସହଜ। କିନ୍ତୁ ଜଙ୍ଗଲର ଏଭଳି କିଛି ସ୍ଥାନ ରହୁଛି ସେଠି ଯାଇ ଚାରା ରୋପଣ କରିବା କଷ୍ଟକର। ତେଣୁ ଜଙ୍ଗଲ ବିଭାଗ ଉକ୍ତ ସ୍ଥାନ ଗୁଡ଼ିକୁ ବିକଳ୍ପ ଭାବେ ଅନେକ ସମୟରେ ସଂରକ୍ଷିତ…

ଜଳିଗଲା ୭୦ ଲକ୍ଷ ଟଙ୍କାର ଶାଢି: ହୁ ହୁ ହୋଇ ମାଡ଼ିଗଲା ନିଆଁ

ଉଦଳା,୨।୮(ସନ୍ତୋଷ କୁମାର ବାଛିନି): ଆଙ୍କର-ବିଳମ୍ବିତ ରାତିରେ ଦୋକାନରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଦୋକାନ ଘର, ପୋଡି ଜଳି ନଷ୍ଟ ହୋଇଗଲା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଶାଢି ସହିତ ଅନ୍ୟ ସାମଗ୍ରୀ। ୩ ଘଣ୍ଟାର ପରିଶ୍ରମ ପରେ…

୩୪ ବର୍ଷ ପରେ କ୍ରିକେଟ୍‌ରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।…

ଆଉ ରୁଷିଆରୁ ତେଲ କିଣିବ ନାହିଁ ଭାରତ: ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ୍‌, ୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ଉପରେ ଭାରତର ସମ୍ଭାବ୍ୟ ପ୍ରତିବନ୍ଧକ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଏହାକୁ ଏକ ଭଲ ପଦକ୍ଷେପ ବୋଲି କହିଥିଲେ। ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ସେ…

୬ ବର୍ଷ ହେବ ନିଖୋଜ ଅଛନ୍ତି ପିହୁ: ୮ରୁ ଧାରଣାରେ ବସିବେ ମା’

ଯାଜପୁର ଟାଉନ,୨ା୮(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗଁାର ନାବାଳିକା ପିହୁ ନିଖୋଜ ଘଟଣାକୁ ୬ ବର୍ଷ ପୂରିବାକୁ ବସିଲାଣି, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରିନାହିଁ। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri