Home

ନୂଆ ଅଧ୍ୟକ୍ଷ ଘୋଷଣା କଲା BCCI, ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିବା କ୍ରିକେଟରଙ୍କୁ…

ନୂଆଦିଲ୍ଲୀ,୨୮।୯: ମିଥୁନ ମନ୍‌ହାସ BCCIର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀର ଏହି ପୂର୍ବତନ ଅଧିନାୟକ BCCIର ଅଧ୍ୟକ୍ଷ ହେବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ପ୍ରଥମେ ସୂଚନା ଦେଇଥିଲେ। ସେ ଜଣାଇଛନ୍ତି ଯେ…

ପଡକାଷ୍ଟରେ ଆସି ମନଇଚ୍ଛା ଗପିଲେ…, ଅଭିନବଙ୍କୁ କଡା ଜବାବ ଦେଲେ ସଲମାନ

ମୁମ୍ବାଇ: ଗତ କିଛି ଦିନ ଧରି, ଦବଙ୍ଗର ନିର୍ଦ୍ଦେଶକ ଏବଂ ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପରିବାର ବିଷୟରେ ବିବାଦୀୟ ବୟାନ ଦେଉଛନ୍ତି। ଏକ ସାକ୍ଷାତକାରରେ ସେ ସଲ୍ଲୁ ମିଆଁଙ୍କୁ ଗୁଣ୍ଡା ବୋଲି…

ବ୍ୟବସାୟୀଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ବାଣ

ରିଷିଡ଼ା,୨୮ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। ରିଷିଡ଼ା…

ହଜିଥିବା ୩୦ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ, ପୋଲିସର କାର୍ଯ୍ୟକୁ କଲେ ପ୍ରଶଂସା

ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସ୍‌ପି ରଞ୍ଜନ କୁମାର ଦେ ହଜି ଯାଇଥିବା ଫୋନ୍‌ଗୁଡିକୁ…

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ମହିଳା

ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଘରର ମହିଳା ଯଦି ସୁସ୍ଥ ରହିବେ ତେବେ ସେ ପରିବାର ସେତେ ସଶକ୍ତ ହେବ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ବର୍ତ୍ତମାନ ସମଗ୍ର ଦେଶରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ଶିକ୍ଷାନୁଷ୍ଠାନଠାରୁ…

ଶୁକ୍ରଙ୍କ ଗୋଚର ଯୋଗୁ ମାଲାମାଲ ହେବେ ଏହି ୫ ରାଶି: ଫିଟିବ ଭାଗ୍ୟ, ଧନ ବର୍ଷା ସାଙ୍ଗକୁ ପଦୋନ୍ନତି…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୌନ୍ଦର୍ଯ୍ୟ, ପ୍ରେମ, ଐଶ୍ଚର୍ଯ୍ୟ, ବୈଭବ ଏବଂ ଭୌତିକ ସୁଖର କାରକ ବୋଲି ବିବେଚନା କରାଯାଏ। ଏହି ଗ୍ରହ ବିବାହ, ସମ୍ପର୍କ ଏବଂ ସୃଜନଶୀଳତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ୨୦୨୫ ଅକ୍ଟୋବର ୯ ତାରିଖରେ ଶୁକ୍ର…

LPG ସିଲିଣ୍ଡର-ରେଲଓ୍ବେ ଟିକେଟରୁ ପେନସନ ଯାଏ, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ଲାଗିବ ବଡ଼ ଝଟ୍‌କା!

ନୂଆଦିଲ୍‌ଲୀ,୨୮।୯: ମାସ ଆରମ୍ଭରୁ ବଦଳିଯିବ ସବୁକିଛି, ଗ୍ରାହକଙ୍କ ପକେଟକୁ ଲାଗିବ ବଡ଼ ଝଟ୍‌କା! ପ୍ରତି ମାସର ପ୍ରଥମ ତାରିଖରେ କିଛି ନା କିଛି ପରିବର୍ତ୍ତନ ହୋଥାଏ। କେବେ କିଛି ମହଙ୍ଗା ହୋଇଯାଏ ତ କେବେ ଶସ୍ତା। ତେବେ ଆଉ ୨ଦିନ ପରେ…

ମୃତକଙ୍କ ପରିଜନଙ୍କୁ ୨୦ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଲେଖାଏଁ ଦେବେ ବିଜୟ ଥାଲାପତି

କରୁର,୨୮।୯: ତାମିଲନାଡୁର କରୁରରେ ଶନିବାର ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଥିରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ, ଯେଉଁମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ…

BMWର ୭୦ ଲିଟର ଟାଙ୍କିରେ ପେଟ୍ରୋଲ ପମ୍ପ କର୍ମଚାରୀ ଭରିଦେଲେ ୭୬ ଲିଟର ଡିଜେଲ, ଆଉ ତା’ ପରେ…

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଖୁବ୍‌ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ହରିୟାଣାର କରନାଲରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ପେଟ୍ରୋଲ ପମ୍ପର ସତ୍ୟତା ଏବଂ ସଚ୍ଚୋଟତା ଉପରେ ବଡ଼ ପ୍ରଶ୍ନ ଉଠାଇଛି। ଜିଟି…

୫ ବର୍ଷର ଲିଭ-ଇନ୍‌, ଶେଷରେ ଶିଳପୁଆରେ ଛେଚି ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା

ପାଟନା,୨୮।୯: ପାଟନାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଶିଳପୁଆରେ ଚାପି ହତ୍ୟା କରିଥିଲେ। ହତ୍ୟା ପରେ, ସେ ପୋଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ସେ କହିଥିଲେ, ‘ମୁଁ ମୋ ପ୍ରେମିକଙ୍କୁ ହତ୍ୟା କରିଛି।’ ସୂଚନା ପାଇବା ପରେ ପୋଲିସ…

ନା ଥିଲା ଖାଦ୍ୟ ନା ଥିଲା ପାଣି, ଅପେକ୍ଷାର ଧୈର୍ଯ୍ୟବି ଭାଙ୍ଗି ସାରିଥିଲା…, ତାମିଲନାଡୁ ଦଳଚକଟାକୁ ନେଇ ଏମିତି କହିଲେ ଡିଜିପି

କରୁର,୨୮।୯: ତାମିଲନାଡୁ କରୁରରେ ଶନିବାର ଅଭିନେତାରୁ ନେତା ହୋଇଥିବା ବିଜୟ ଥାଲାପତିଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ରାଜନୈତିକ ରାଲିରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୦ ରୁ…

ଡାକ୍ତରଖାନାରୁ ପୁଅ ସହ ଫେରିବାବେଳେ ବାଟରେ ଛକିଥିଲା ଯମ, ଚାଲିଗଲା ଅତିରିକ୍ତ IICଙ୍କ ଜୀବନ

ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍‌ରେ ଫେରିବା ସମୟରେ କୁଆଖିଆ ନିକଟରେ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?