Home

ଶୋଷ ମେଣ୍ଟିବାକୁ ପାଣି ନାହିଁ, ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଗୁହାରିକଲେ ପରିବାର

ଲକ୍ଷ୍ନୌ, ୧୭।୬: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ବିହାରରେ ଅଂଶୁଘାତରେ ୭୩ ଜଣଙ୍କ ପ୍ରାଣ ଗଲାଣି। ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି। ଉତ୍ତର ପ୍ରଦେଶର ହତରସର ଏକ ପରିବାର ଶୋଷ ମଣ୍ଟେଇବାକୁ ପାଣି ନାହିଁ ବୋଲି ଆତ୍ମହତ୍ୟା…

୧୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ!

ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଦଳର ସଦସ୍ୟ ସଂଖ୍ୟା ୪୪ ଥିଲା। ଲୋକ ସଭାରେ ବିରୋଧୀ ଆସନରେ ବସିବା…

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା

ଭୁବନ,୧୭ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସକାଳେ ସମସ୍ତ ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ଘଣ୍ଟ…

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ବହୁ ଭାରତୀୟ ସେଲିବ୍ରିଟି ଉପସ୍ଥିତ ଥିଲେ। ସ୍ରେଫ୍‌ ଅଲ୍ଲୀ ଖାନଙ୍କଠାରୁ…

ଦିଲ୍ଲୀରେ ଅଟୋ ଡ୍ରାଇଭର-ପୋଲିସ ମୁହାଁମୁହିଁ: ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି ପୋଲିସ କିଛି ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକ ଅଟୋ ପୋଲିସ ଗାଡ଼ି ସହ ଧକ୍କା ହୋଇଥିଲା। ହଠାତ୍‌ ଅଟୋ…

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ ବିଶ୍ୱକପ୍‌ ଇତିହାସକୁ ନେଇ ଚର୍ଚ୍ଚା କରୁଛନ୍ତି। ରାଜସ୍ଥାନର ଜୟପୁରରେ ଜଣେ ୧୨ ବର୍ଷୀୟ ଛାତ୍ର…

ପିତାଙ୍କୁ ମୁଖାଗ୍ନି ଦେଇ ୧୨ ବର୍ଷର ଝିଅ କାନ୍ଦି କାନ୍ଦି କହିଲେ ‘ହାପି ଫାଦର୍ସ ଡେ’

ଇନ୍ଦୋର,୧୭।୬: ମଧ୍ୟପ୍ରଦେଶ ଇନ୍ଦୋରର ରିଜିଓନାଲ ପାର୍କ ମୁକ୍ତିଧାମ ଶ୍ମଶାନରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ। ଏଠାରେ ୩୮ ବର୍ଷ ବୟସ୍କ ବ୍ୟବସାୟୀ ଜୟ ଓ୍ବାଟଓ୍ବାନୀଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ୧୨ ବର୍ଷ ବୟସ୍କା ଝିଅ ଖୁସି ମୁଖାଗ୍ନି ଦେଇଥିଲେ।…

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ ନେତା ଭାବେ ଜଣାଶୁଣା ଫୈଜ ଆସିମ ମୁନିରଙ୍କ ସ୍ଥାନ ନେଇଛନ୍ତି। ଆଇଏସଆଇ ମୁଖ୍ୟଙ୍କ କାର୍ଯ୍ୟକାଳ…

ଗଛରେ ଆର୍ବିଭାବ ହେଲା ଭଗବାନଙ୍କ ଆକୃତି: ଲୋକେ ଏହାକୁ କରିଦେଲେ ମନ୍ଦିର

କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗଛର କାଣ୍ଡରେ ଗଣେଷଙ୍କ ଏକ ଆକୃତି ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭଗବାନଙ୍କ…

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି କୁହାଯାଉଛି। ଗୁଲାମ୍‌ ଅବ୍ବାସ୍‌ ନାମକ ୩୬ ବର୍ଷ ବୟସ୍କ ଯୁବକ ୨୦୦୬ରେ ତାଙ୍କ ପଡ଼ୋଶୀଙ୍କୁ…

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ତାଙ୍କର କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ହେଲେ ଏବେ ତାଙ୍କର…

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ ରାଜନେତା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭାରତୀୟ ଦଳର ବିଜୟରେ ଖୁସି ବ୍ୟକ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?