ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର ନାମକରଣରେ ପରିବାରର ସମସ୍ତ ସଦସ୍ୟ ଲାଗିପଡ଼ିଥାନ୍ତି। ବେଳେବେଳେ ନାମ ଚୟନରେ ବହୁ ଅସୁବିଧା ମଧ୍ୟ ହୋଇଥାଏ। ତେବେ ପିଲାର ନାମ ଚୟନ ବେଳେ କେଉଁ ସବୁ କଥାପ୍ରତି ଧ୍ୟାନ ଦେବା ଉଚିତ ଜାଣିବା ସେ ବିଷୟରେ।


ପରମ୍ପରା ଉପରେ ଗୁରୁତ୍ୱ: ମା’ବାପା ସବୁବେଳେ ନିଜ ପିଲାର ଭିନ୍ନ ପ୍ରକାରର ନାମ ରଖିବାକୁ ଚାହିଁଥାନ୍ତି। ମାତ୍ର ଘରର ବୟୋଜ୍ୟେଷ୍ଠମାନେ ତାହାକୁ ସ୍ବୀକୃତି ଦେଇ ନ ଥାନ୍ତି। ଏମିତି ପରିସ୍ଥିତିରେ ନିଜ ଧର୍ମ, ସଂସ୍କୃତି, ପରମ୍ପରାକୁ ଧ୍ୟାନରେ ରଖି କୌଣସି ନାମ ରଖିପାରିବେ।


ନାମର ଅର୍ଥ ଥିବା ଉଚିତ: ପିଲାର ଏମିତି ନାମକରଣ କରନ୍ତୁ, ଯାହାର ଉଚିତ ଅର୍ଥ ରହିଥିବା ଆବଶ୍ୟକ। କୌଣସି ଅର୍ଥ ନ ଥିବା ନାମ ଦ୍ୱାରା ପିଲା ବଡ଼ ହେବା ପରେ ଏହାର ଖରାପ ପ୍ରଭାବ ତା’ ଉପରେ ପଡ଼ିଥାଏ। ତେଣୁ ଯେକୌଣସି ବି ନାମ ରଖନ୍ତୁ ତାହାର ଉଚିତ ଅର୍ଥ ଜାଣିଥିବା ଦରକାର।


ସାଥୀଙ୍କ ସହମତିରେ ନାମ ରଖନ୍ତୁ: ଶିଶୁର ନାମକରଣ ପୂର୍ବରୁ ସାଥୀଙ୍କ ସହ ଏ ନେଇ କଥା ହୁଅନ୍ତୁ। ପ୍ରଥମେ କେତେଗୁଡିଏ ନାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ସେଥିମଧ୍ୟରେ ପିଲାର ବ୍ୟକ୍ତିତ୍ୱ ପାଇଁ କେଉଁ ନାମ ଠିକ୍‌ ରହିବ ତାହା ଚିନ୍ତା କରନ୍ତୁ।


ଅନ୍‌ଲାଇନରୁ ନାମ ଚୟନ: ବର୍ତ୍ତମାନ ସମୟରେ ବହୁତଗୁଡ଼ିଏ ଓ୍ବେବ୍‌ସାଇଟ୍‌ ଆସିଲାଣି। ସେଥିରୁ ଆପଣ ମନପସନ୍ଦର ନାମ ଚୟନ କରିପାରିବେ। ଓ୍ବେବ୍‌ସାଇଟ୍‌ରୁ ଆପଣଙ୍କୁ ଧର୍ମ ଓ ସଂସ୍କୃତି ସହ ଜଡିତ ଅନେକ ନାମ ମିଳିପାରିବ। ଏଥିରୁ ନାମର ଅର୍ଥ, ମହତ୍ତ୍ୱ ବିଷୟରେ ଆପଣ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri