ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍ ହୋଇଯାଇଥିଲେ ଏହି ପରିବାର
ଲଣ୍ଡନ ଲଡସ୍ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍ଡ କପ୍ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ ସିଙ୍ଗାପୁରରୁ ଲଣ୍ଡନରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆ ଫାଇନାଲକୁ ଯିବ ବୋଲି ଏହି ଭାରତୀୟ ପରିବାର…
ସଲମାନ, କ୍ୟାଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ
ବଲିଉଡ ଭାଇଜାନ୍ ସଲମାନ ଖାନ୍ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ବିବାହ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓଟି ରିୟଲ୍ ନୁହେଁ ରିଲ୍ ବୋଲି ଜଣାପଡିଛି। ସଲମାନଙ୍କ ଡିଜାଇନର୍ ଆସ୍ଲେ ରେବେଲେ ଭାରତ ଫିଲ୍ମର ଏକ ଭିଡିଓ ନିଜ ଇନ୍ଷ୍ଟାଗ୍ରାମରେ…
ବସୁନ୍ଧରା ଯୋଜନାରେ ଆନନ୍ଦପୁର ବ୍ଲକର ୫୫ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ
ଆନନ୍ଦପୁର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମଙ୍ଗଳବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ତପନ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଭାଗୀରଥି ସେଠୀ, ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇ…
ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ
ସୁନ୍ଦରଗଡ଼, ୯।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ
ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ ୨୦୧୯- ମୁକାବିଲାରେ ଓଡ଼ିଶା ପୋଲିସର ଭୂମିକା’…
ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା
ମାଞ୍ଚେଷ୍ଟର୍, ୯।୭: ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପ୍ଟିଲ ମାତ୍ର ୧ରନ୍ କରି ବୁମରାଙ୍କ ବଲରେ ଆଉଟ୍…
କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲିଲେ ଜନାର୍ଦ୍ଦନ
ନୂଆଦିଲ୍ଲୀ,୯।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହାକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାକୁ ଦେଖି ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏଥିପାଇଁ ଏକ କାର୍ଯ୍ୟସମିତି ବୈଠକ ଡକାଯିବା…
୩ ହଜାର ଫୁଟ ପାହାଡ଼ ଉପରେ ପ୍ରେମିକାଙ୍କୁ ପ୍ରପୋଜ୍ କଲେ ପ୍ରେମିକ
ଓସଲୋ,୯।୭: ନରଓ୍ବେରେ ଜଣେ ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ୩ ହଜାର ଫୁଟ ପାହାଡ଼ ଉପରେ ପ୍ରପୋଜ୍ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା ବେକ୍ସ୍ ମୋରଲେଙ୍କୁ ପ୍ରେମିକ କ୍ରିଷ୍ଟିୟନ୍ ରିଚାର୍ଡସ୍ ସ୍ଥାନୀୟ କେଜରାଗବୋଲ୍ଟେନ୍ ପାହାଡ଼ର ଦୁଇ…
ଅଜଣା ମହିଳାଙ୍କୁ ମେସେଜ କରି ଫଶିଲେ ସାମି: ସ୍କ୍ରିନ୍ସଟ୍ ଭାଇରାଲ
ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଏକ ବିବାଦରେ ଫଶିଯାଇଛନ୍ତି। ଜଣେ ଅଜଣା ମହିଳାଙ୍କୁ ‘ଗୁଡ୍ ମର୍ଣ୍ଣିଙ୍ଗ୍’ ଲେଖି ମେସେଜ୍ କରିଛନ୍ତି ସାମି। ଉକ୍ତ ମେସଜେର ସ୍କ୍ରିନ୍ସଟ୍ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଭାରତୀୟ…
ପ୍ରଥମ ସେମିଫାଇନାଲ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମହାମୁକାବିଲା ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। କୂଳଦୀପ ଯାଦବଙ୍କ ସ୍ଥାନରେ…
ବୋମ୍ଡିଲାରେ ବାଦଲ ଫଟା ବର୍ଷା: ୮ଶହ ଜଳବନ୍ଦୀ; ବହୁ ନିଖୋଜ
ଇଟାନଗର,୯।୭: ଅରୁଣାଚଳ ପ୍ରଦେଶ ବୋମ୍ଡିଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇଛି। ଏହା ଯୋଗୁ ପଶ୍ଚିମ କାମେଙ୍ଗ୍ ଜିଲାର ନାଗ-ମନ୍ଦିର ଟେଙ୍ଗା ନିକଟରେ ଥିବା କାସ୍ପି କେନାଲରେ ବନ୍ୟା ଆସିଛି। ଫଳରେ ୮ ଶହରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିବା ସ୍ଥାନୀୟ…
ଗତ ୪ ବର୍ଷରେ କେତେ ଚାଷୀ କରିଛନ୍ତି ଆତ୍ମହତ୍ୟା: ରେକର୍ଡ ସରକାରଙ୍କ ପାଖରେ ନାହିଁ
ନୂଆଦିଲ୍ଲୀ,୯।୭: ଗତ ୪ ବର୍ଷ ମଧ୍ୟରେ ଦେଶରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଏହାର ରେକର୍ଡ ସରକାରଙ୍କ ପାଖରେ ନାହିଁ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ୨୦୧୫ ପରଠାରୁ ସରକାରଙ୍କ ପାଖରେ…

