ଓଜନ ନିୟନ୍ତ୍ରଣ କରେ ଗ୍ରୀନ୍ କଫି
ବର୍ତ୍ତମାନ ସମୟରେ ମେଦବହୁଳତା ବ୍ୟକ୍ତିତ୍ୱ ବିଗାଡ଼ିବା ସହ ଶରୀରରେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ସୃଷ୍ଟି କରିବାରେ ଲାଗିଛି। ଅଧିକାଂଶ ଲୋକ ମୋଟାପଣ ଦୂର କରିବାକୁ ଘଣ୍ଟା ଘଣ୍ଟା ଜିମ୍ରେ ବିତାଇ ଦେଉଛନ୍ତି। ଏମିତିକି ପ୍ରିୟ ଖାଦ୍ୟଠୁ ବି ଦୂରେଇ ରହୁଛନ୍ତି।…
ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ: ବର୍ଷା ବାଧକ, ୪୬.୧ ଓଭରରେ ନ୍ୟୁଜିଲାଣ୍ଡ କରିଛି ୨୧୧ ରନ; ଆଜି ଖେଳାଯିବ ମ୍ୟାଚର ଅବଶିିଷ୍ଟାଂଶ
ମାଞ୍ଚେଷ୍ଟର, ୧୦।୭ (ପି.ଟି.)- ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା ଦେଇଛି। ଖେଳ ଅଟକ ରଖାଯିବା ବେଳକୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ…
ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ
ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅକୁଣ୍ଠ ଚିତ୍ତରେ ଅର୍ଥ ଦାନ କରିଥିଲେ। ରତ୍ନମୁଦ ଉତ୍ସବ…
ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ
ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍…
ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ
ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ ଜାଣିପାରୁ ନାହାନ୍ତି। ଏଭଳି ଏକ ଶିବଲିଙ୍ଗ ରାଜସ୍ଥାନର ଢୋଲ୍ପୁରରେ ରହିଛି। ନଁା ହେଉଛି ଅଚଳେଶ୍ୱର…
ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ହୁଏ ବୃଦ୍ଧି…
ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏହାର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର ଜିଲାରେ ଥିବା ଭୀମକୁଣ୍ଡ। ସ୍ଥାନୀୟ ବାଜନା ଗାଁରେ ଗଦା ଆକୃତିର ଏହି କୁଣ୍ଡ ରହିଛି।…
ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ
ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୫କୁ ଶେଷ ହେବ। ୪୬ ଦିନ ଚାଲିବାକୁ ଥିବା ଏହି…
ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍ସିପି କର୍ମକର୍ତ୍ତା
ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ ଡ୍ୟାମ ଭାଙ୍ଗିବା ଉପରେ ମନ୍ତ୍ରୀ ଦେଇଥିବା ବୟାନକୁ ବିରୋଧ କରି ତାଙ୍କ ଘର ବାହାରେ…
ସେମିଫାଇନାଲ ପୂର୍ବରୁ ଖାଲି ପାଦରେ ଅଭ୍ୟାସ କରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି
ଲଣ୍ଡନ, ୯।୭: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଜୁଲାଇ ୧୧ରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ପାଇଁ ଉଭୟ ଦଳ ଜୋରଦାର ପ୍ରାକ୍ଟିସ୍ ଚଳାଇଛନ୍ତି। ଅଷ୍ଟ୍ରେଲିଆ ଖେଳାଳିମାନେ ଏଜବେଷ୍ଟନ କ୍ରିକେଟ…
ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୋମେନ
କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍ ପ୍ରଦର୍ଶନ ପାଇଁ ପଶ୍ଚିମ ବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିିତ୍ର ନିଜକୁ ଦାୟୀ କରି ମଙ୍ଗଳବାର ନିଜ ପଦରୁ…
ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର
ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ ସଂଘ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ସ୍ବତନ୍ତ୍ର ଶାଢି ଉପହାର ଦିଆଯିବ ବୋଲି ଘୋଷଣା…
ସାଧବ ବୋହୂ ସହ ସେଲ୍ଫି
କାକଟପୁର, ୯।୭(ଡି.ଏନ୍.ଏ.): ବର୍ଷା ଦିନ ଆରମ୍ଭ ହେଲେ ସବୁଜ ଘାସ ଗାଲିଚା ଉପରେ ସାଧବ ବୋହୁ ଦେଖାଯିବା ସ୍ବାଭାବିକ କଥା। ମାତ୍ର ପରିବେଶ ପରିବର୍ତ୍ତନ ଯୋଗୁ ଏହା କ୍ୱଚିତ ଦେଖିବାକୁ ମିଳୁଛି। ତେବେ କାକଟପୁର ମଙ୍ଗଳା କଲେଜ ପରିସରରେ ଥିବା ଘାସ…

