ବାଘ ସୁରକ୍ଷାରେ ନିୟୋଜିତ ମହିଳା: ୨୪ ଘଣ୍ଟା ଜଙ୍ଗଲରେ କରନ୍ତି ପାଟ୍ରୋଲିଂ, ପ୍ରତିଦିନ ମୃତ୍ୟୁକୁ କରନ୍ତି ସାମ୍ନା
ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଇଆସୁଛି। ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରୁଥିବା ଏହି ବିଶେଷ ଦିନରେ ଆଜି ଆମେ ଆପଣଙ୍କୁ ପଶ୍ଚିମ ଚମ୍ପାରଣ ଜିଲ୍ଲାର କିଛି ଏପରି ମହିଳାଙ୍କ କାହାଣୀ କହୁଛୁ,…
ଆସନ୍ତାକାଲି ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ରାସ୍ତା ବନ୍ଦ କେଉଁ ରାସ୍ତା ରହିବ ଖୋଲା
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତକାଲି ଅର୍ଥାତ୍ ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁରଠାରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ। ଏଥିଲାଗି ଟ୍ରାଫିକ୍ ଆଡଭାଇଜାରି ଜାରି କରାଯାଇଛି। ଏ ସମ୍ପର୍କରେ ଜିଲା ସୂଚନା…
Women’s Day 2025: ଲୋକ ସଭାରେ କେଉଁ ରାଜ୍ୟ ଏବଂ ଦଳରୁ ସର୍ବାଧିକ ମହିଳା ଏମପି ଅଛନ୍ତି, ଜାଣନ୍ତୁ ଓଡ଼ିଶାରୁ କେତେ…
ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଏହି ବାହାନାରେ, ଭାରତ ସମେତ ସାରା ବିଶ୍ୱରେ ମହିଳାଙ୍କ ଭୂମିକା, ସେମାନଙ୍କର ସଫଳତା ଏବଂ ପ୍ରତିନିଧିତ୍ୱ ଉପରେ ଆଲୋଚନା ହୁଏ। ତେବେ ଏହି ପରିପ୍ରେକ୍ଷୀରେ, ଆଜି ଆମେ…
କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ ୧୦…
ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ ନୂତନ…
ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଭୁବନେଶ୍ୱର,୭ା୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଏହା ୭ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ୍ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ବନ୍ଦ ରହିବ। ଦୋଳାଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ମରାମତି ବନ୍ଦ ରହିବ…
ନିର୍ମାଣ ହେବ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ, ୮ ଘଣ୍ଟା ବଦଳରେ ଲାଗିବ ୩ ଘଣ୍ଟା
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ଯୋଜନାର ପ୍ରଥମ କାମ ବ୍ରହ୍ମପୁର- ଜୟପୁର ଭାୟା କୋରାପୁଟ ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କରାଯିବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ…
ନଦୀରେ ଗାଧୋଉଥିବାବେଳେ ଗୋଡ଼ ଖସି ଚାଲିଗଲା ଜୀବନ
ରାଇକିଆ, ୭।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ…
ସ୍ତ୍ରୀ-ସ୍ବାମୀଙ୍କ ବୟସ ମଧ୍ୟରେ କେତେ ଅନ୍ତର ହେବା ଦରକାର, ଜାଣନ୍ତୁ କାହିଁକି କ’ଣ କହେ ବିଜ୍ଞାନ…
ଯେତେବେଳେ ପ୍ରେମର କଥା ଆସେ ସେତେବେଳେ ଲୋକମାନେ କୌଣସି ପ୍ରକାରର ସୀମା ସରହଦ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ପ୍ରକୃତରେ ପ୍ରେମରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଯେତେବେଳେ ବିବାହର କଥା ଆସେ, ସମାଜର ଅନେକ ନିୟମ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ମଣ୍ଡି ନାହିଁ, ଫାଇଦାରେ ଆନ୍ଧ୍ର ବେପାରୀ
ପାରଳାଖେମୁଣ୍ଡି, ୭/୩(ଗିରିଧାରୀ ପରିଛା):ଗଜପତି ଜିଲାରେ କପା ମଣ୍ଡିର ସୁବିଧା ନ ଥିବାରୁ କପାଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନର ଦାବି ପରେ ମଧ୍ୟ ଜିଲାରେ କପା ମଣ୍ତି ଖୋଲିପାରିନି। ଏହାର ଫାଇଦା ନେଇ ଆନ୍ଧ୍ର ବ୍ୟବସାୟୀ…
ବାପାଙ୍କ ପିଲାଦିନର ମାର୍କଶିଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଝିଅ, ନେଲେ ଏମିତି ପ୍ରତିଶୋଧ
ଯେତେବେଳେ ପିଲାମାନେ ପାଠ ପଢ଼ନ୍ତି ନାହିଁ, ମାତାପିତା ସେମାନଙ୍କ ଉପରେ ରାଗିଯାଆନ୍ତି। ସେମାନେ ଏହା କେବଳ ଏଥିପାଇଁ କରନ୍ତି ଯେ, ପିଲାମାନେ ପାଠପଢ଼ିବା ପରେ ଭଲ ଚାକିରି କରିପାରିବେ ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। କିନ୍ତୁ ପିଲାମାନେ ଯେତେବେଳେ ସେମାନଙ୍କ…
ପୂର୍ତ୍ତ ମନ୍ତ୍ରୀଙ୍କ ବଡ଼ ସୂଚନା: ସୁନାପୁର-ଋଷିକୁଲ୍ୟା ମୁହାଣ ହେବ ମେରାଇନ ଡ୍ରାଇଭ
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମୁଦ୍ର ଉପକୂଳ ସୁନାପୁରଠାରୁ ଗୋପାଳପୁର ଦେଇ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ରାସ୍ତା ନିର୍ମାଣ ହେବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ…
Archives


