Home

ମହିଳା ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ,୫ା୧୦: ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ରେ ଭାରତୀୟ ପୁରୁଷ…

ଜାପାନରେ ଜୋରଦାର ଭୂକମ୍ପ ଝଟ୍‌କା,ରିକ୍ଟର ସ୍କେଲ ୬.୦ ଥରିଲା

ଜାପାନ,୫।୧୦: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଶନିବାର ବିଳମ୍ବିତ ରାତିରେ ଜାପାନରେ 6.0 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। NCS ଅନୁଯାୟୀ, ଭୂମିକମ୍ପ 50 କିଲୋମିଟର ଗଭୀରତାରେ ହୋଇଥିଲା। X ରେ…

ଫିଟୁଛି ଗୁମର, ବଢ଼ୁଛି ସନ୍ଦେହ

ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଏଥିରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ…

ଜାତୀୟ ରାଜପଥରେ ନଗଦ ଅର୍ଥ ଦେବା ବନ୍ଦ! ଲାଗିବ ଦୁଇଗୁଣା ଟୋଲ, FASTag-UPIକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୪।୧୦: ଜାତୀୟ ରାଜପଥରେ ଟୋଲ ପେମେଣ୍ଟକୁ ଆହୁରି ଡିଜିଟାଲ କରିବା ପାଇଁ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି। FASTag ବିନା ଗାଡ଼ି ପାଇଁ ନଗଦ ଦେୟ ଏବେ ମହଙ୍ଗା ହେବ, ଯେତେବେଳେ UPI ବ୍ୟବହାର କରି ପେମେଣ୍ଟ କରିବା…

ବିଗିଡ଼ିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଶ୍ରୀନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳୀୟ ନେତାଙ୍କ ଅନୁଯାୟୀ, ୮୭ ବର୍ଷୀୟ ଫାରୁକ…

‘ଜୁବିନ ଗର୍ଗଙ୍କୁ ସିଙ୍ଗାପୁରରେ ଦିଆ ଯାଇଥିଲା ଜହର’, ଗିରଫ ଅଭିଯୁକ୍ତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୦: ଆସାମୀ ଗାୟକ ଜୁବିନ ଗର୍ଗଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ବାମୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଗୋସ୍ବାମୀ କହିଛନ୍ତି ଯେ ଗର୍ଗଙ୍କୁ ସିଙ୍ଗାପୁରରେ ବିଷ ଦିଆଯାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ପୋଲିସ ପାଖରେ…

‘ମାଓବାଦୀ ମୁକ୍ତ ହେବ ପ୍ରତିଟି ଗାଁ, ୨୦୩୧ ସୁଦ୍ଧା ୨୪ ଘଣ୍ଟା ମିଳିବ ପାଣି-ବିଜୁଳି, ଶାହା ଦେଲେ ପ୍ରତିଶ୍ରୁତି

ବସ୍ତର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଛତିଶଗଡ଼ର ବସ୍ତରରେ ପହଞ୍ଚିଥିଲେ। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ଅମିତ ଶାହା ପ୍ରଥମେ ମା’ ଦାନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ବସ୍ତରକୁ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ଦେବୀଙ୍କ…

PoKରେ ପ୍ରଦର୍ଶନକାରୀଙ୍କ ଉପରେ ‘ଟଙ୍କା ବର୍ଷା’ କଲେ ଶେହବାଜ ସରିଫ, ଥମିଗଲା ହିଂସା

ଇସଲାମାବାଦ,୪।୧୦: ପାକ ଅଧିକୃତ କାଶ୍ମୀର (PoK)ରେ ଦିନ ତମାମ ହିଂସାତ୍ମକ ପ୍ରତିବାଦ ଏବଂ ଅଶାନ୍ତି ପରେ, ଶନିବାର ପ୍ରଦର୍ଶନକାରୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମା ଜମ୍ମୁ ଏବଂ କଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି…

ଚିରା-ଫଟା ନୋଟ୍‌ର କ’ଣ କରେ RBI? ଅଧା ଭାରତ ଜାଣି ନାହିଁ ଉତ୍ତର, ଜାଣିଲେ…

ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍‌ବିଆଇ ସେସବୁ ନୋଟ୍‌ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍‌କୁ ଜାଳି ଦିଏ, ଫିଙ୍ଗି ଦିଏ କିମ୍ବା…

ଅଧା ରହିଗଲା ଡାକ୍ତର ହେବାର ସ୍ବପ୍ନ, ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଡଲସ,୪।୧୦: ଆମେରିକାର ଡଲାସରେ ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ବାସିନ୍ଦା ଚନ୍ଦ୍ରଶେଖର ପୋଲ ଗତକାଲି ରାତିରେ ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାମ କରୁଥିଲେ, ଯେତେବେଳେ ତାଙ୍କୁ ଜଣେ ଅଜଣା…

2027 ODI ଓ୍ବାର୍ଲଡ କପ ଖେଳିବେ ନାହିଁ ରୋହିତ-ବିରାଟ? ବଡ଼ ଦାବି କଲେ ଚିଫ୍‌ ସିଲେକ୍ଟର

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ODI ଏବଂ T20 ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି। ଶୁବମନ ଗିଲଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତର…

ଅଧିନାୟକ ପଦ କାଢି ନେବା ପରେ ଖୋଲା ଖୋଲି ଭାବେ ରୋହିତଙ୍କୁ ଉପହାସ କଲେ ବିରାଟ କୋହଲି! ବିବାଦ ସୃଷ୍ଟି କଲାଣି ଇନଷ୍ଟା ଷ୍ଟୋରୀ…

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲ ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ହୋଇଛନ୍ତି। ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?