ଫ୍ଲାଏଆଶ୍ରେ ପଡ଼ିଆ ପୋତିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଲି ଅଞ୍ଚଳର ଏକ ପଡ଼ିଆରେ ବିଭିନ୍ନ କାରଖାନାରୁ ନିଷ୍କାସିତ ଫ୍ଲାଏ ଆସ୍ ପକାଇବାକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫ୍ଲାଏଆସ୍ ପକାଇବାକୁ ବିରୋଧ କରି ଗତ କିଛିଦିନ ତଳେ ସ୍ଥାନୀୟ କିଛି ଲୋକ…
ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ
ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଥିବା ପୋଲିସ ପାଇଁ…
ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ କରି ନିଜ ଅଞ୍ଚଳକୁ ବିକାଶ ଦିଗରେ ଆଗଧାଡିରେ ରଖିବା ନିଜ ଅଞ୍ଚଳର ଉନ୍ନତି…
ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣାରେ ଆଗରେ କଂଗ୍ରେସ
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଆଗରେ ରହିଛି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ପଦଯାତ୍ରା…
ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଉତ୍ସର୍ଗ କଲେ ମାରିଆ: କହୁ କହୁ କହିଦେଲେ ଏମିତି କଥା
ଓସ୍ଲୋ,୧୧ା୧୦(ଏ.ପି.):ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ। ଅନ୍ଧକାର ବଢ଼ିଚାଲିଥିବାବେଳେ ଗଣତନ୍ତ୍ରର ଶିଖାକୁ ଜଳାଇ ରଖିଥିବା ଏହି ମହିଳାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଶୁକ୍ରବାର ନରଓ୍ବେଜିଆନ୍ ନୋବେଲ କମିଟି…
ଆଉ ଏକ ଲଘୁଚାପ, ୧୨ ଯାଏ ଛେଚିବ ବର୍ଷା, ଓ୍ବାର୍ନିଂ…
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ)- ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…
‘ଏଥର ନୂଆପଡ଼ାରେ ପଦ୍ମ ଫୁଟିବ…’; ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କଲେ ଅଭିନନ୍ଦନ ପଣ୍ଡା
ଖଡ଼ିଆଳ,୧୦।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଭାଜପା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଅଭିନନ୍ଦନ ପଣ୍ଡା ଖଡ଼ିଆଳର ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଶରଣ ପଶି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଭାଜପାର…
ନକଭି କହିଲେ ଯେ ପର୍ଯ୍ୟନ୍ତ ମୁଁ କହିନି ସେ ପର୍ଯ୍ୟନ୍ତ ଭାରତକୁ ଦେବ ନାହିଁ ଟ୍ରଫି, ଜାଣନ୍ତୁ କେଉଁଠି ଲୁଚାଇ ରଖିଛନ୍ତି ଏହି ଟ୍ରଫି
ଇସଲାମାବାଦ,୧୦।୧୦: ଦୁବାଇରେ ଥିବା ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟାଳୟରେ ଏସିଆ କପ ଟ୍ରଫିକୁ ବନ୍ଦ କରି ରଖାଯାଇଛି। ACC ମୁଖ୍ୟ ମୋହସିନ ନକଭି ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମୋଦନ ବିନା ଟ୍ରଫିକୁ ସ୍ଥାନାନ୍ତରିତ କରାଯିବା ଉଚିତ ନୁହେଁ, ଭାରତକୁ…
ଭାରତର ଶକ୍ତି ପ୍ରଦର୍ଶନ, ଛାନିଆରେ ପାକିସ୍ତାନ ଘୋଷଣା କଲା ଲକ୍ଡାଉନ
ନୂଆଦିଲ୍ଲୀ,୧୦।୧୦: ଅପରେସନ ସିନ୍ଦୂର ପରଠାରୁ, ଭାରତ ଏହାର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିଛି। ଏହି ପଦକ୍ଷେପର ଅଂଶ ସ୍ବରୂପ, ଭାରତ ବଙ୍ଗୋପସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ଏକ NOTAM (ବାୟୁସେନାକୁ ନୋଟିସ) ଜାରି କରିଛି। ଏହି NOTAM ଅକ୍ଟୋବର 15…
ଆଇନଜୀବୀ ପୀତବାସ ହତ୍ୟା ମାମଲା: ୫୦ ଜଣଙ୍କୁ ଜେରା, ଖୁବ୍ଶୀଘ୍ର ହଟିବ ପରଦା
ବ୍ରହ୍ମପୁର,୧୦ା୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରାଯାଉଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରାଗଲାଣି।…
ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍! ଭୟଙ୍କର ବିସ୍ଫୋରଣରେ…
କାବୁଲ,୧୦।୧୦: ପାକିସ୍ତାନୀ ସେନା ଅକ୍ଟୋବର ୭ରେ ନଅ ଜଣ ସୈନିକ ଏବଂ ଦୁଇ ଜଣ ଅଧିକାରୀଙ୍କ ହତ୍ୟାରେ ଜଡିତ ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏନେଇ ରଏଟର୍ସ ଏକ ସେନା ବିବୃତ୍ତିକୁ ଉଦ୍ଧୃତ କରି ରିପୋର୍ଟ କରିଛି। ଗୁଇନ୍ଦା ସୂଚନା…
Nobel Peace Prize 2025: କାହିଁକି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର, ଜଣାପଡିଲା ଅସଲ କାରଣ
ଷ୍ଟକହୋମ,୧୦।୧୦: ଚଳିତ ବର୍ଷ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାରିପାଖରେ ଘୂରି ବୁଲୁଛି, ହେଲେ ସେ ନିରାଶ ହୋଇଛନ୍ତି। ଟ୍ରମ୍ପ ନିଜକୁ ଏହି ପୁରସ୍କାର ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବରେ…

