ଖାଇବା ବିଶୃଙ୍ଖଳା
”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ…
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ
ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧାରାରେ ଜଣେ ଶିକ୍ଷକ ଓ…
ଲୋକଙ୍କଠାରୁ ବନ୍ଧୁକ କିଣୁଛନ୍ତି ନ୍ୟୁଜିଲାଣ୍ଡ ସରକାର: ୫୦ ଦିନରେ କିଣିଲେ ୧୨ ହଜାର ବନ୍ଧୁକ
କ୍ରାଏଷ୍ଟ୍ଚର୍ଚ୍ଚ,୧୯।୮: ଦେଶରେ ଆପରାଧୀକ ମାମଲା ବୃଦ୍ଧି ପାଉଥିବାରୁ ନ୍ୟୁଜିଲାଣ୍ଡ୍ ସରକାର ଲୋକଙ୍କଠାରୁ ବନ୍ଧୁକ କିଣିବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ କ୍ରାଏଷ୍ଟ୍ଚର୍ଚ୍ଚରେ ହୋଇଥିବା ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଏଥିପାଇଁ ୭୩…
ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ
ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation (ECMO)ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ବରିଷ୍ଠ ନେତା ଏମ୍ସ ପହଞ୍ଚୁଛନ୍ତି। ଅପରାହ୍ନ…
ଏହି ଅଭିନେତ୍ରୀଙ୍କ ପଛରେ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ
ଲଗାତର ଦ୍ୱିତୀୟଥର ପାଇଁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ରବି ଶାସ୍ତ୍ରୀ। ଏହି ପୂର୍ବତନ କ୍ରିକେଟର ନିଜ ପ୍ରେମକୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି। ପ୍ରଥମେ ବଲିଉଡ ଅଭିନେତ୍ର ଅମୃତା ସିଂଙ୍କ ସହ ତାଙ୍କ ସମ୍ପର୍କକୁ…
ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ଡ: ଜଳିଗଲା ୨ କାର, ୨ ବାଇକ, ସାଇକେଲ
ଭୁବନେଶ୍ୱର, ୧୯।୮(ବ୍ୟୁରୋ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ କାର, ୨ ବାଇକ୍ ଓ ଗୋଟିଏ ସାଇକେଲ ଜଳିଯାଇଛି। ବିଧାୟକ ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ…
ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫର ତ୍ରିନାଥ ସମ୍ବର୍ଦ୍ଧିତ
ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଫଟୋଗ୍ରାଫର୍ସ ୱେଲଫେୟାର୍ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଖଲିକୋଟ କଲେଜ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଅର୍ବାନବ୍ୟାଙ୍କ ରୋଡ,…
୫୧ ବର୍ଷ ତଳେ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍-୧୨ର ଭଗ୍ନାବଶେଷ ମିଳିଲା
ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍-୧୨ ବିଏଲ୍-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ ଖୋଜା ଖୋଜି ହୋଇଥିଲେ ମଧ୍ୟ ଏହାର ସନ୍ଧାନ ମିଳି ନ ଥିଲା। ତେବେ ଡୋଗରା…
ସୋସିଆଲ ମିଡିଆର ‘କିଙ୍ଗ୍’ ହେଲେ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କ୍ରିକେଟର ଭଗବାନ୍ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ସେ ଖୁବଶୀଘ୍ର ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କଲେଣି। ତେବେ ଖାଲି କ୍ରିକେଟରେ…
ଭାରତୀୟ ଚ୍ୟାନେଲ ପ୍ରସାରଣ କରିବାରୁ ଜବତ ହେଲା କରାଚିର କେବଲ୍ ନେଟଓ୍ବର୍କ
ଇସଲାମାବାଦ,୧୯।୮: ପାକିସ୍ତାନରେ ଭାରତୀୟ ଚ୍ୟାନେଲକୁ ବ୍ୟାନ କରାଯିବା ପରେ କରାଚିରେ ଥିବା ଗାର୍ଡନ କେବଳ ଟେଲିଭିଜନ ନେଟଓ୍ବର୍କ ଏହାକୁ ଅଣଦେଖା କରିଥିଲା। ସେ ଭାରତୀୟ ଚ୍ୟାନେଲ ପ୍ରସାରଣ କରୁଥିବା ଜାଣିବା ପରେ ପାକିସ୍ତାନ ଇଲକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି(ପିଇଏମ୍ଆର୍ଏ) ଏହାକୁ ଜବତ…
କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ
ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଉକ୍ତ ତତ୍ତ୍ୱଟି ହେଲା ଓମେଗା-୩ ଫ୍ୟାଟି ଏସିଡ୍। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ…
ବରଫରେ ଡିମ୍ବାଣୁ ସଂରକ୍ଷଣ
‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ ତିଆରି କରୁଛନ୍ତି । ଏହାକୁ ନିଜର ଜରାୟୁରେ ସ୍ଥାପନ କରି ଗର୍ଭ ସଞ୍ଚାର କରିବାକୁ…

