Home

ଭାରତ ପାଇଁ ୫୦୦ରୁ ଅଧିକ ପାଳି ଖେଳିଛନ୍ତି ମାତ୍ର ତିନି ଖେଳାଳି

କ୍ରିକେଟ ଏମିତି ଏକ ଖେଳ ଯେଉଁଠି ପ୍ରତି ମ୍ୟାଚ୍‌ରେ କିଛି ରେକର୍ଡ ସଷ୍ଟି ହୁଏ, ଆଉ କିଛି ରେକର୍ଡ ଭାଙ୍ଗେ। କେଉଁ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ରେକର୍ଡ କରନ୍ତି ତ ଆଉ କେବେ ବୋଲ୍‌ର କୀର୍ତ୍ତିମାନ ହାସଲ କରନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ…

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି: ଇଂରାଜୀ, ଗଣିତ, ବିଜ୍ଞାନକୁ ଗୁରୁତ୍ୱ; ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ବିଷୟକୁ ୪୫…

ଭାଜପା ହାତ ଧରିଲେ ୧୦ ଏସ୍‌ଡିଏଫ୍‌ ବିଧାୟକ

ନୂଆଦିଲ୍ଲୀ,୧୩।୮: ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ(ଏସ୍‌ଡିଏଫ୍‌)ର ୧୦ ଜଣ ବିଧାୟକ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ସାଧାରଣ ସଚିବ ରାମ ମାଧବଙ୍କ ଉପସ୍ଥିତିରେ ଏମାନେ ଭାଜପାରେ ଯୋଗ…

ଗିରଫ ହେବେ ଥରୁର

କୋଲକାତା,୧୩।୮: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ଏକ ଗିରଫ ପରଓ୍ବାନା ଜାରି କରାଯାଇଛି। କୋଲକତା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ଥରୁରଙ୍କ ନାଁରେ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ‘ହିନ୍ଦୁ-ପାକିସ୍ତାନ’କୁ ନେଇ ଥରୁର ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ…

ଚିଦାମ୍ବରମ୍‌ ପୃଥିବୀ ଉପରେ ବୋଝ: ପଲାନିସ୍ବାମୀ

ଚେନ୍ନାଇ,୧୩।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କଂଗ୍ରେସର ବରିଷ୍ଠ ସଦସ୍ୟ ପି. ଚିଦାମ୍ବରମ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ୍‌ ପୃଥିବୀ ଉପରେ ଏକ ବୋଝ ବୋଲି ସେ କହିଛନ୍ତି। ଚିଦାମ୍ବରମ୍‌ କେନ୍ଦ୍ର ମନ୍ତ୍ରୀ ଭାବେ କଂଗ୍ରେସ ଅମଳରେ ଅନେକ ବର୍ଷ ରହିଥିଲେ।…

କାହିଁକି ପଡିଆରେ ଡ୍ୟାନ୍ସ କରନ୍ତି, ରାଜ୍‌ ଖୋଲିଲେ କୋହଲି

ଗୁୟାନା, ୧୩।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଡିଆରେ ବେଳେବେଳେ ଡ୍ୟାନ୍ସ କରୁଥିବାର ଦେଖାଯାଏ। ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ସେ ଖୁବ୍‌ ଡ୍ୟାନ୍ସ କରିଥିଲେ। ବର୍ଷା ଯୋଗୁ ଖେଳ ବାରମ୍ବାର ବନ୍ଦ ହେଉଥିବାବେଳେ ପଡିଆରେ ଓ୍ବେଷ୍ଟଇଣ୍ଡିଜ୍‌ର…

ବର୍ଷା ଯୋଗୁ ବଲାଙ୍ଗୀର ଜିଲାର ସମସ୍ତ ସ୍କୁଲ, କଲେଜ ଛୁଟି

ବଲାଙ୍ଗୀର ଅଫିସ, ୧୩।୮: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାର ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର…

ବାବର ମସଜିଦ୍‌ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ

ନୂଆଦିଲ୍ଲୀ,୧୩।୮: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍‌ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ସି. ବୈଦନାଥନ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ସମ୍ମୁଖରେ ପ୍ରକାଶ କରିଥିଲେ ଯେ, ମସଜିଦ୍‌ ବାବରଙ୍କ ଦ୍ୱାରା ନିର୍ମାଣ…

ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିନେଇ ବିବାହ କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌

ବଲିଉଡ ଏବଂ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ବହୁ ପୁରୁଣା। ବହୁ ପୁରୁଖା କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ ଓ ବିବାହ କରିବା ଖବର ସର୍ବଦା ଚର୍ଚ୍ଚାରେ ଥାଏ। ହେଲେ ବିଦେଶୀ କ୍ରିକେଟର ଭାରତୀୟ ଅଭିନେତ୍ରୀଙ୍କ ପଛରେ ପଡିବା କମ୍‌ ଦେଖାଯାଏ। ସେମିତି…

ଲୋକୋମୋଟିଭ୍‌ କାରଖାନାରେ ବିସ୍ଫୋରଣ

କାନପୁର,୧୩।୮: ଉତ୍ତରପ୍ରଦେଶ କାନପୁରଠାରେ ଥିବା ଲୋକୋମୋଟିଭ୍‌ କାରଖାନାରେ ମଙ୍ଗଳବାର ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଦ୍‌ ସାସୋମେକାନିକା ପ୍ରାଇଭେଟ୍‌ ଲିମିଟେଡ୍‌ରେ…

ଟ୍ରାକ୍‌ରେ ପାଣି: ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ଟ୍ରେନ୍‌ ଲାଇନ୍‌ରେ ପାଣି ଚାଲିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ମଙ୍ଗଳବାର ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଟ୍ରାକ୍‌ରେ ପାଣି…

୧୪ ବର୍ଷ ପରେ ଫେସବୁକ୍‌ରେ ଭାଇକୁ ପାଇଲେ ଭଉଣୀ

ଗାଜିଆବାଦ୍‌, ୧୩।୮: ଫେସବୁକ୍‌ ସହାୟତାରେ ୧୪ବର୍ଷ ପରେ ଭାଇକୁ ଖୋଜି ପାଇଛନ୍ତି ଭଉଣୀ। ଉତ୍ତର ପ୍ରଦେଶର ଗାଜିଆବାଦ୍‌ରେ ଘଟିଛି ଏଭଳି ଘଟଣା। ୨୦୦୫ରେ ଏଠାରେ ଜଣେ ମହିଳା ୧୧ ବର୍ଷ ପୁଅ ଅଭିଷେକ ଏବଂ ନିଜ ସ୍ବାମୀଙ୍କୁ ଛାଡି ୩ ବର୍ଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri