ମଣିପୁର ହିଂସାରେ ପୀଡିତଙ୍କୁ ଭେଟିବେ ସୁପ୍ରିମକୋର୍ଟର ୫ ବିଚାରପତି, କଂଗ୍ରେସ କହିଲା…
ନୂଆଦିଲ୍ଲୀ,୧୯।୩: ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟର ଛଅ ଜଣ ବିଚାରପତିଙ୍କ ମଣିପୁର ଗସ୍ତ ନିଷ୍ପତ୍ତିକୁ ସ୍ବାଗତ କରିଛି। ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) କହିଛି ଯେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରାମକୃଷ୍ଣ ଗଭାଇ ଏବଂ ଅନ୍ୟ ପାଞ୍ଚ ଜଣ ବିଚାରପତି ମାର୍ଚ୍ଚ…
ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି, ପୁରୁଣା ଫଟୋ ଶେୟାର କରି କହିଲେ…
ନୂଆଦିଲ୍ଲୀ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଦଳର ସଫଳ ପ୍ରତ୍ୟାବର୍ତ୍ତନ ଉପରେ ଖୁସି ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ‘ସ୍ବାଗତ କ୍ରୁ-୯!’ ପୃଥିବୀ ତୁମକୁ ମନେ ପକାଇଲା। ପ୍ରଧାନମନ୍ତ୍ରୀ…
ଝଡ଼ ନୁହେଁ, ସୁନାମି: ଦିନିକିଆ ମ୍ୟାଚ୍ରେ ରନ୍ ବର୍ଷା କଲେ ଏହି ବ୍ୟାଟସମ୍ୟାନ, ୪୦୪ ରନର ଇନିଂସ ଖେଳି ରଚିଲେ ଇତିହାସ
ଢାକା,୧୯।୩: କ୍ୟାମ୍ବ୍ରିଆନ ସ୍କୁଲ ଆଣ୍ଡ କଲେଜ ପାଇଁ ଖେଳୁଥିବା ମୁସ୍ତାକିମ ହାଉଲାଡାର ଇତିହାସ ରଚିଛନ୍ତି। ଦିନିକିଆ ମ୍ୟାଚରେ ସେ ୪୦୪ ରନ କରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅପରାଜିତ ୪୦୪ ରନରେ ସେ ୫୦ ଚୌକା ଓ ୨୨ ଛକା ମାରିଥିଲେ।…
Sunita Williams: କେବେ ଭାରତ ଆସିବେ ସୁନିତା? ପୂରା ପ୍ଲାନ କହିଲେ ଭଉଣୀ
ଓ୍ବାଶିଂଟନ,୧୯।୩: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା ପରେ, ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀକୁ ଫେରି ଆସିଲେ। ସୁନିତା ୱିଲିୟମ୍ସଙ୍କ…
ଆଜିଠୁ ମାଟ୍ରିକ୍ ଖାତାଦେଖା: ସି-ସେଟ୍ ବିଜ୍ଞାନରେ ମିଳିବ ଗ୍ରେସ୍ ମାର୍କ
କଟକ,୧୯ା୩(କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଖାତାଦେଖା ୧୯ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ଏଥିପାଇଁ ମୋଟ…
ଓଲଟିଲା ବସ: ଜଣେ ମୃତ, ୧୦ ଆହତ
ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା SVT ନାମକ ଏକ…
ଯାତ୍ରୀବାହୀ ବସ୍ ଧକ୍କାରେ ପ୍ରଧାନଶିକ୍ଷକଙ୍କ ଚାଲିଗଲା ଜୀବନ
ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୈଠଖଣ୍ଡିି-ତଲାସିଙ୍ଗି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ବୁଧବାର ସକାଳ ପ୍ରାୟ ୭ଟାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କୈଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର…
୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କ’ଣ କରୁଥିଲେ ସୁନିତା? ନାସା କହିଲା…
ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ) ସକାଳ ୩.୨୭ ମିନିଟରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲରେ ଫେରି ଆସିଥିଲେ। ତାଙ୍କ ସହିତ ନିକ…
ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ଏବେ ସମାନ୍ୟ ହେବାକୁ କେତେ ସମୟ ଲାଗିବ ସୁନିତାଙ୍କୁ, ଜାଣନ୍ତୁ…
ଓ୍ବାଶିଂଟନ,୧୯।୩: ସୁନିତା ୱିଲିୟମ୍ସ ୯ମାସ ପରେ ପୃଥିବୀକୁ ଫେରିଛନ୍ତି। ଫ୍ଲୋରିଡା ଉପକୂଳରେ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ଶେଷ ହୋଇଛି। ଡ୍ରାଗନଟିକୁ ସମୁଦ୍ରରୁ ଉଠାଇ ଏକ ପୁନରୁଦ୍ଧାର ଜାହାଜରେ ଲୋଡ କରାଯାଇଥିଲା। ମହାକାଶରେ ୯ମାସ ବିତାଇବା ପରେ, ଶରୀରର ହାଡ଼…
Sunita Williams : ହସି ହସି ପୃଥିବୀ ପୃଷ୍ଠରେ ପହଞ୍ଚିଲେ ସୁନିତା, ହେଲେ କେବେ ଭେଟିବେ ପରିବାର ସଦସ୍ୟଙ୍କୁ ଜାଣନ୍ତୁ
ଓ୍ବାଶିଂଟନ,୧୯।୩: ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ ୩ଟାରେ…
ଟେକଅପ ପରେ ସମୁଦ୍ର ନିକଟରେ ଖସି ପଡ଼ିଲା ବିମାନ ୧୨ ମୃତ
ଟେଗୁସିଗଲ୍ପା,୧୯।୩: ସୋମବାର ରାତିରେ ରୋଆଟାନ ଦ୍ୱୀପରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ ବିମାନ ହଣ୍ଡୁରାସ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ୫ ଜଣ ବଞ୍ଚି ଯାଇଛନ୍ତି ଏବଂ…
ସୁନୀତା ୱିଲିୟମ୍ସ ଅବତରଣବେଳେ ସମୁଦ୍ରରେ ଦେଖାଗଲା ଅଜବ ଦୃଶ୍ୟ: ଭାଇରାଲ ହେଉଛି ଭିଡିଓ
ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍ ଏକ୍ସ’ର ଡ୍ରାଗନ କ୍ୟାପ୍ସୁଲରେ ସୁନୀତା ଓ ବୁଚ୍ଙ୍କ ସହ ‘କ୍ରିଉ ୯’…
Archives


