Home

ମାଲବାହୀ ଲାଇନ୍‌ଚ୍ୟୁତ, ଏକାଧିକ ଟ୍ରେନ୍‌ ବାତିଲ

ନନ୍ଦପୁର,୧୯ା୧୦(ତୁଷାରକାନ୍ତ ମହାନ୍ତି): ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସଂଯୋଗ କରୁଥିବା (ବିଶାଖାପାଟଣା-କିରାଣ୍ଡୁଳ) କେକେ ରେଳପଥରେ ଅଘଟଣ ହୋଇଛି। ଶନିବାର ବିଳମ୍ବିତ ରାତିରେ ରେଳପଥର (ଆନ୍ଧ୍ର) ଚିମିଡିପାଲି ଓ ଟାୟାଡା ଷ୍ଟେଶନ ମଧ୍ୟ ରେଳପଥ ଉପରେ ଖସି ପଡ଼ିଥିବା ଏକ ବିରାଟ ପଥର ସହ ଧକ୍କା ହୋଇ…

ଏଇ ଭାରତରେ

ଆଜକୁ ୧୬ ବର୍ଷ ପୂର୍ବେ ଜଣେ ଅଟୋ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଚାଲାଣ ହେଉଥିବା ଜଣେ ଶିଶୁକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଘଟିଥିଲା ତାମିଲନାଡୁ ତିରୁଚିରେ ଓ ସେହି ଅଟୋଚାଳକ ଜଣକ ହେଉଛନ୍ତି ଡି.ଜୋଶେଫ। କିନ୍ତୁ ଏହା କେବଳ…

ଭାବ ସଂସାରର ଖିଅ

ହି ଚାରିପାଖର ସଂସାରକୁ ଝାଳନାଳ ହୋଇ ଭବ ସଂସାର ବୋଲିବାରେ କୋଶ କୋଶକୁ ଦୁନ୍ଦୁଭି ବାଜୁଥାଏ। ତାହାରି ଭିତରେ ମଣିଷ ଆତଯାତ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷର ସବୁତକ ହୁନ୍ଦର ଭିଆଣ କରିପାରୁଥାଏ। ମାତ୍ର ଖୁଦ ମଳୁଖର ଭବ ସଂସାର…

ଜୀବନର ଗତିପଥ

ଉ ଯାହା ହେଉ ନ ହେଉ, ଜୀବନର ଗତିପଥ କ୍ୱଚିତ ଏକ ପ୍ରତ୍ୟାଶିତ ସରଳରେଖାରେ ଗତିକରେ। ଯାତ୍ରୀକୁ ମଧୁର ପ୍ରତାରଣା ପ୍ରଦାନ କରିବା ଏହି ଗତିପଥର ପ୍ରମୁଖ ଲକ୍ଷଣ! ଏବେ ସେମିତି କିଛି ପ୍ରତାରଣାର ସ୍ବାଦୁ ଚାଖିବା, ଯାହା ଯାତ୍ରୀ ପାଇଁ…

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ

ଭାରତ ଓ ଜି୨୦ ସମ୍ପର୍କରେ କ’ଣ ମନେଅଛି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ହୁଏତ ମୋ ଭଳି ଅନେକ ପାଠକ ଉତ୍ତର ଦେବେ ଯେ, ଦୁଇ ବର୍ଷ ପୂର୍ବେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଥିଲାବେଳେ ଏ ସମ୍ପର୍କରେ ପ୍ରଚାରପତ୍ର ଓ…

୨ ବର୍ଷରେ କେମିତି ସଞ୍ଚୟ କରିବେ ୧୦ ଲକ୍ଷ ଟଙ୍କା? ଜାଣନ୍ତୁ ନିବେଶର ରଣନୀତି…

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ଆଗାମୀ ୨ ବର୍ଷ ମଧ୍ୟରେ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ୨ ବର୍ଷରେ ୧୦ ଲକ୍ଷ ଟଙ୍କା ସଞ୍ଚୟ କରିବାର ଲକ୍ଷ୍ୟ ହାସଲ କରିବା…

ଦୀପାବଳି ପାଇଁ ବଦଳିଲା ଡିଇଏଲ୍‌ଇଡି ପରୀକ୍ଷା ସୂଚୀ, ୨୦ ପରିବର୍ତ୍ତେ …

କଟକ,୧୮।୧୦(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିଇଏଲ୍‌ଇଡି ପେପର-୧ ପରୀକ୍ଷା ଅକ୍ଟୋବର ୨୦ ପରିବର୍ତ୍ତେ ୨୯ ତାରିଖରେ ହେବ। ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଥିବାରୁ ବୋର୍ଡ ପକ୍ଷରୁ ଉକ୍ତ…

୨୦ ଓ ୨୧ ସ୍କୁଲ, କଲେଜ ଛୁଟି; ଏହି ଜିଲାକୁ ଛାଡ଼ି ଅନ୍ୟସବୁରେ…

ଭୁବନେଶ୍ୱର,୧୮ା୧୦(ସୁଚିସ୍ମିତା ସାହୁ): ଦୀପାବଳି ପାଇଁ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଏବଂ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। ନୂଆପଡାରେ କେବଳ ୨୧ ତାରିଖ ଛୁଟି ଥିବା ବେଳେ ଅନ୍ୟସବୁ ଜିଲାରେ ଦୁଇଦିନ ଛୁଟି…

ଦୀପାବଳିରେ ସୁନାଠାରୁ ମହଙ୍ଗା ହେଲା ମିଠା! କିଲୋ ପିଛା ଦାମ ରହିଛି ୧.୨୫ ଲକ୍ଷ ଟଙ୍କା

ଜୟପୁର,୧୮।୧୦: ଦୀପାବଳି ଆସିଗଲା, ଏବଂ ବଜାରଗୁଡ଼ିକ ମିଠାରେ ପରିପୂର୍ଣ୍ଣ ହୋଇଗଲାଣି। କିନ୍ତୁ ଏଥର, ଜୟପୁରର ଏକ ମିଠା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସହରର ପ୍ରସିଦ୍ଧ ତ୍ୟୋହାର ସୁଇଟ୍ସ ଆଉଟଲେଟରେ ପ୍ରସ୍ତୁତ ସ୍ବର୍ଣ୍ଣ ପ୍ରସାଦମ ନାମକ ଏକ ମିଠା ବର୍ତ୍ତମାନ ସହରରେ…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର…

ଦୀପାବଳି ପାଇଁ ଘରକୁ ଫେରୁଥିବା ୨୫୬ ଜଣ ଯାତ୍ରୀ ଫସି ରହିଛନ୍ତି ଏୟାର ଇଣ୍ଡିଆ ବିମାନରେ

ନୂଆଦିଲ୍ଲୀ,୧୮।୧୦: ଇଟାଲୀର ମିଲାନରୁ ଭାରତ ଫେରୁଥିବା ୨୫୫ ଜଣ ଯାତ୍ରୀଙ୍କ ପାଇଁ ଦୀପାବଳି ଖରାପ ହୋଇଗଲା। ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର (୧୭ ଅକ୍ଟୋବର, ୨୦୨୫) ଉଡ଼ାଣ ବାତିଲ କରିବାକୁ ପଡ଼ିଲା। ଯାତ୍ରୀମାନେ ମିଲାନରେ…

ଆଫଗାନିସ୍ତାନରେ କ୍ରିକେଟରଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ICC? ଦୁଃଖ ପ୍ରକାଶ କଲେ ଜୟ ଶାହା

ନୂଆଦିଲ୍ଲୀ,୧୮।୧୦: ଅକ୍ଟୋବର ୧୭ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ତିନି ଜଣ ସ୍ଥାନୀୟ କ୍ରିକେଟରଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଜୟ ଶାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?