ଟୋକିଓରେ ଟାଇଫୁନ୍ ଆତଙ୍କ: ନାରିତା ବିମାନ ବନ୍ଦରରେ ସାରାରାତି ଅଟକି ରହିଲେ ୧୭ ହଜାର ଯାତ୍ରୀ
ଟୋକିଓ,୧୦।୯: ଜାପାନରେ ଦେଖାଦେଇଥିବା ଝଡ଼ ଟାଇଫୁନ୍ ଯୋଗୁ ସାଧାରଣ ଯୋଗାଯୋଗ ତଥା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଟୋକିଓର ନାରିତା ବିମାନବନ୍ଦରରେ ଶହେଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଫଳରେ ଏଠାରେ ସାରାରାତି ୧୭ ହଜାର ଯାତ୍ରୀ ଅଟକି ରହିଥିବା ବିମାନ…
ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ: ଋଣଭାର ଯୋଗୁ ଆତ୍ମହତ୍ୟା କଲେ ବିଲ୍ଡର
ଅହମ୍ମଦାବାଦ୍,୧୦।୯: ଦେଶରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ବିଭିନ୍ନ କ୍ଷେତ୍ରରେ କାରବାର ହ୍ରାସ ପାଇବାରେ ଲାଗିଛି। ସୁରଟର ଜଣେ ବିଲ୍ଡରଙ୍କ କାରବାର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ବନ୍ଦ ହୋଇଯାଇଥିଲା। ସେ ନିଜ ପ୍ରୋଜେକ୍ଟ ଲାଗି ବିଭିନ୍ନ ଆର୍ଥିକ ସଂସ୍ଥାଠାରୁ ନେଇ…
ପୁରୀରେ ଡବଲ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ
ପୁରୀ ଅଫିସ,୧୦।୯: ପୁରୀରେ ଡବଲ ଏନ୍କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ବ୍ରାଉନସୁଗାର ଓ କୋରେସ୍କ ବ୍ୟବସାୟୀ ବିଶ୍ୱରଞ୍ଜନ ସାହୁ ଓରଫ ବିଶୁ ଏବଂ ବାଲି…
ଆଖି ଖୋଲନ୍ତୁ ମୋଦି ସରକାର; ଗଭୀର ଖାଇରେ ଖସିପଡ଼ିଛି ଅର୍ଥବ୍ୟବସ୍ଥା: ପ୍ରିୟଙ୍କା
ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପୁଣିଥରେ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ଗଭୀର ଖାଇରେ ଖସି ପଡ଼ିଛି। ତେବେ ମଧ୍ୟ ମୋଦି ସରକାରଙ୍କ ଆଖି ଖୋଲିନାହିଁ। ବେଳ ଥାଉଥାଉ…
ଗ୍ରାମାଞ୍ଚଳରେ କାମ କରିବାକୁ ରାଜି ନ ହେଲେ ଡାକ୍ତରଙ୍କୁ ଭୋଗିବାକୁ ପଡିବ ୫ ବର୍ଷ ଜେଲ୍
ମୁମ୍ବାଇ,୧୦।୯: ମହାରାଷ୍ଟ୍ର ସରକାର ଏବେ ଡାକ୍ତରମାନଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ଗ୍ରାମାଞ୍ଚଳରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଢିଯାଉଥିବା ଦୂରତାକୁ କମ୍ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଏବେ ୨୦ ପ୍ରତିଶତ ମେଡିକାଲ ପୋଷ୍ଟ ଗ୍ରାଜୁଏଶନ ଓ ୧୦…
ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି
ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି ଭକ୍ତ ଏବଂ ସେବାୟତ। ସୋମବାର ଠାକୁରଙ୍କ ଦର୍ଶନ କରି ନ ପାରି ଭକ୍ତମାନେ…
ମାସୁଦ୍ ଆଝାର ରୋଗଗ୍ରସ୍ତ: ଅସଗରଙ୍କ ନିର୍ଦ୍ଦେଶରେ ସଂଗଠନ ହେଉଛି ପରିଚାଳିତ
ଇସଲାମାବାଦ୍,୧୦।୯: ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି। ମାସୁଦ୍ଙ୍କ ଅନୁପସ୍ଥିତିରେ ସଂଗଠନର ଦାୟିତ୍ୱ ଏବେ ତାଙ୍କ ଭାଇ ଅବଦୁଲ୍ ରଉଫ୍ ଅସଗର ତୁଲାଉଛନ୍ତି।…
ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ପ୍ରଥମ ଭାରତୀୟ, ଗୋଟିଏ ଦିନରେ ୨ଟି ଶତକ ମାରିଥିଲେ
ଜାମାଇକା, ୯।୯:ଭାରତୀୟ କ୍ରିକେଟ ପାଇଁ ଡିସେମ୍ବର ୧୦ ବହୁତ ଖାସ୍ ଦିନଟିଏ। କାରଣ ଏହିଦିନ ଭାରତୀୟ କ୍ରିକେଟର ପିତାମହ ମହାରାଜା ରଣଜିତ୍ ସିଂଙ୍କ ଜନ୍ମ ହୋଇଥିଲା। ରଣଜିତ୍ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ପ୍ରଥମ ଭାରତୀୟ ଖେଳାଳି ଥିଲେ। ୧୮୭୨ରେ ଗୁଜରାଟର ଜାମନଗରରେ…
ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା
ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର ବୈଜ୍ଞାନିକଙ୍କ ନଜର ଚନ୍ଦ୍ର ଉପରେ ଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ନେଇ ବ୍ୟଙ୍ଗ…
ଚା’ ପିଇ ଗପୁଥିଲେ, ସାପକାମୁଡ଼ା ରୋଗୀଙ୍କୁ ଲାଇନ୍ରେ ଆସିବାକୁ କହିଲେ: ଚିକିତ୍ସା ବିଳମ୍ବରୁ ଚାଲିଗଲା ମହିଳାଙ୍କ ଜୀବନ
ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାପ କାମୁଡାରେ ଆହତ ଜଣେ ମହିଳା ଚାଷୀଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସୋମବାର ଅପରାହ୍ନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ଅବହେଳା ଓ ଚିକିତ୍ସାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ସଦସ୍ୟ ଓ…
ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା
କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି ଖାତୁନ ନିଜ ୩ କୁନି ଛୁଆଙ୍କୁ ଆଶ୍ରୟ ଦେବା ପାଇଁ ନିବେଦନ କରୁଥିଲେ। ମୋ…
ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପୁଣି କହିଲେ ଟ୍ରମ୍ପ୍
ଓ୍ବାଶିଂଟନ,୧୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଗତ ୨ ସପ୍ତାହ ମଧ୍ୟରେ ଉତ୍ତେଜନା କମିଛି। ତେବେ ଏହି ପ୍ରସଙ୍ଗରେ ଯଦି ମଧ୍ୟସ୍ଥତା ଲୋଡ଼ାଯାଏ ସେଥି ଲାଗି…

