Home

ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌: ଦୌଡ଼ରେ ରାଓ୍ବତ ଆଗରେ; ଧନୋଓ୍ବା ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ

ନୂଆଦିଲ୍ଲୀ,୧୮।୮: ଦେଶ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ପଦବୀରେ କିଏ ବସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଦୌଡ଼ରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ୍‌ ରାଓ୍ବତ ଆଗରେ ରହିଛନ୍ତି। ତେବେ ଭାରତୀୟ ସ୍ଥଳସେନା, ବାୟୁସେନା ତଥା…

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ବାଜି…

ଛାତ ପଲସ୍ତରା ଖସି ଜଣେ ଗୁରୁତର, ୨ ଆହତ

ଗଞ୍ଜାମ,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଲଳିତ ତରାଇଙ୍କ ଘର ଛାତରୁ ପଲସ୍ତରା ଖସି ଜଣେ ଶିଶୁ ଗୁରୁତର ହୋଇଥିବା ବେଳେ ୨ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଲଳିତଙ୍କ ତିନି ନାତୁଣୀ ତପସ୍ବିନୀ(୯),…

ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା ଏମ୍ସ୍‌: ଅଗ୍ନିକାଣ୍ଡ ପରେ ଖୋଲିଲା ଗୁମର

ନୂଆଦିଲ୍ଲୀ, ୧୮।୮: ଭାରତର ବଡ଼ ସରକାରୀ ହସ୍ପିଟାଲ ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା। ଶନିବାର ଏହାର ପୁରାତନ ଟିଚିଂ ବ୍ଲକ୍‌ ଅଗ୍ନିକାଣ୍ଡ ଘଟିବା ପରେ ଏହାର ଗୁମର ଖୋଲିଛି। ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଅଗ୍ନିଶମ ବିଭାଗଠାରୁ ଏନ୍‌ଓସି…

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଧର୍ମଗଡ଼,୧୮।୮:(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ହରିଜନ ସାହିର ଏକ ଗଛରୁ ରବିବାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ସାହିର ଡମ୍ବରୁଧର ବାଗ୍‌। ସକାଳୁ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ବୁଡି ଗଲାଣି ଅଧା ଭାରତ

ନୂଆଦିଲ୍ଲୀ,୧୮।୮: ଲଗାଣ ବର୍ଷାରେ ଦେଶର ଅଧିକାଂଶ ଭାଗରେ ବନ୍ୟା ସୃଷ୍ଟି ହୋଇଛି। ଅଧା ଭାରତ ବନ୍ୟାରେ ବୁଡି ଗଲାଣି କହିଲେ ଚଳେ। ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀ, ୟମୁନୋତ୍ରୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବଦ୍ରିନାଥ ହାଇଓ୍ବେକୁ ବନ୍ଦ କରି ଦିଆଯାଇଛି। ସେହିପରି…

ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ

ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ହବିବୁଦ୍ଦିନ କହିଛନ୍ତି ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଏ ତେବେ ସେଠାରେ…

କର୍ନାଟକ ଫୋନ୍‌ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏନେଇ ସୋମବାର ସେ ଚିଠି ଲେଖିବେ। ସମସ୍ତ ରାଜନୈତିକ…

ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ

ବି-ଟାଉନ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍‌ ଲାଇଫ୍‌ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି ଯାଇଥିବାବେଳେ ଆଉ କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ…

ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ: ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ପାକିସ୍ତାନ

ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଇଏସ୍‌ଆଇର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି…

ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ

ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତା’ର ଜବାବ ରଖିଛନ୍ତି ରାଜନାଥ।…

ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା

ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍‌ଏଫ୍‌ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି ମିଲିଟ୍ରି ଆପଶିଙ୍ଗେ। ଏହାର ନାମ ପୂର୍ବରୁ କେବଳ ଆପଶିଙ୍ଗେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri