Home

ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଥିବା ନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୮୧/୧୯)…

ରାହୁଲଙ୍କ ଚୌକିଦାର, ରାଫାଲ ସ୍ଲୋଗାନ ବିଫଳ: ୨୦୧୪ ତୁଳନାରେ ୧୧ଟି ଅଧିକ ଆସନରେ ଜିତିବ କଂଗ୍ରେସ

ନୂଆଦିଲ୍ଲୀ,୨୩ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ଏବଂ ରାଫାଲ ସ୍ଲୋଗାନ ବିଫଳ ହୋଇଛି। ନ୍ୟାୟ ଯୋଜନା ମଧ୍ୟ ଦଳ ପାଇଁ ଭୋଟ ସଂଗ୍ରହ କରିବାରେ ବିଫଳ ହୋଇଛି। ସବୁଠୁ ବଡ଼ କଥା ହେଲା ୬ ମାସ ପୂର୍ବେ ତିନୋଟି ପ୍ରମୁଖ…

ପାଲଲହଡ଼ାରେ ମୁକେଶ ପାଲ ବିଜୟୀ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭୋଟ ଗଣତି ଶେଷ ହୋଇଛି। ବିଜେଡିର ମୁକେଶ ପାଲ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି।

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ ଥର…

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍‌ ଆଗୁଆ…

ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍‌: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ୭୫ଟି ଆସନରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ୨୩ଟି, କଂଗ୍ରେସ ୯ଟି ଏବଂ ଅନ୍ୟାନ୍ୟ…

ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି। ଏଥିରେ ୯ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ଭାଜପା ୬ଟିରେ ଆଗରେ ରହିଛି।…

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା…

ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର ପ୍ରକୃତ…

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ର କିଡ୍‌ସ ସୁପର ମଡେଲ ଖୋଜା ଅଭିଯାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓ୍ବିମେନ୍ସ ଡେ’ ସେଲିବ୍ରେଶନ ପରେ କୁନି କୁନି ପିଲାଙ୍କ ପାଇଁ ଏକ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଛି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌। ପିଲାଙ୍କ ଲାଗି ଉଦ୍ଦିଷ୍ଟ ପୋଷାକ ବ୍ରାଣ୍ଡ୍‌ର ପ୍ରମୋଟ କରିବା ସହ ସୁପର ମଡେଲ ହେବା ପାଇଁ…

ଗର୍ଭସ୍ଥ ଶିଶୁ ପାଇଁ ବାୟୁ ପ୍ରଦୂଷଣ ହୋଇପାରେ ବିପଜ୍ଜନକ

ବାୟୁ ପ୍ରଦୂଷଣ ପ୍ରଭାବକୁ ନେଇ ଏକ ଆଶ୍ଚଯର୍‌ୟଜନକ ତ୍ଯଯ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ଗର୍ଭବତୀ ମହିଳାମାନେ ୬ ରୁ ୯ ମାସ ମଧ୍ୟରେ ବାୟୁପ୍ରଦୂଷଣର ଉଚ୍ଚସ୍ତରର ସାମ୍ନା କରିଥାନ୍ତି, ସେମାନଙ୍କ ଶିଶୁମାନେ ଜନ୍ମ ପରେ ଖୁବ୍‌ କମ୍‌ ବୟସରୁ…

ଫୁସ୍‌ଫୁସ୍‌ କ୍ୟାନସର୍‌ରୁ ରକ୍ଷାକରେ ଗାଜର

ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ ତୁଳନାରେ ଫୁସ୍‌ଫୁସ୍‌ କ୍ୟାନସର୍‌ ଆଶଙ୍କା କମ୍‌ ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ଦୁଇଥର ଗାଜର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri