Home

ଯକ୍ଷ୍ମା ଲାଗି ନୂଆ ଟିକା

ସିଡ୍‌ନୀ: ସେଣ୍ଟ୍‌ନାରୀ ଇନ୍‌ଷ୍ଟିଚ୍ୟୁଟ ଏବଂ ସିଡ୍‌ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଦି ଜର୍ନାଲ ଅଫ୍‌ ମେଡିସିନାଲ କେମେଷ୍ଟ୍ରିରେ ପ୍ରକାଶ ପାଇଛି। ବିଶ୍ୱରେ ଏବେ ବର୍ଷକୁ…

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆଜ୍ଞାନ କୌଶଳ ବିକାଶ କରିଛନ୍ତି। ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନଏସ୍‌ ବ୍ୟାସ ଆୟୋଜିତ ଏକ କର୍ମଶାଳାରେ ପ୍ରକାଶ କରିଛନ୍ତି। ଆଇଆଇଟି କାନପୁରର ବୈଜ୍ଞାନିକ ସନ୍ଦିପ ସଙ୍ଗଲ…

ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍‌ କମ୍ପ୍ୟୁଟର

ସନଫ୍ରାନ୍‌ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍‌(ଏଚ୍‌ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍‌ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ ସାହାଯ୍ୟ କରିବ । ୨୦୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ମଣିଷ ଅବତରଣ କରାଇବା…

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୪।୮(ନି.ପ୍ର.) : ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ଶନିବାର ଅପରାହ୍ନ ୪ଟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ୧୮ ଦିନ ପଞ୍ଚମୀ ତିଥି ମଙ୍ଗଳବାର ସମଲେଇ ମନ୍ଦିରରୁ…

ପୋଖରୀରେ ପଡ଼ି ମହିଳା ମୃତ

ତିହିଡ଼ି, ୨୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଖରିଦାସାହି ଗ୍ରାମର ମୌନାବତୀ ସାହୁ(୫୦) ଶନିବାର ପୋଖରୀରେ ପଡ଼ି ପ୍ରାଣ ହରାଇଛନ୍ତି। ସେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର…

ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

ଭୁବନ,୨୪।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୂଆ ଜିରାଳ ଗ୍ରାମର ସନାତନ ସେଠୀ( ୬୫) ଶନିବାର ଡମଶାଳ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସନାତନ ସବୁଦିନ ପରି ଡମଶାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର…

ଏହି ମନ୍ଦିରକୁ ଏବେ ବି ଆସନ୍ତି ମହାଭାରତର ଯୋଦ୍ଧା…

ମହାଭାରତର ଅଶ୍ୱତ୍‌ଥମା ଏବେ ବି ମା’ଙ୍କ ମନ୍ଦିରରେ ପୂଜା କରନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ ଥିବା ଉତ୍ତର ପ୍ରଦେଶର ଇଟାଓ୍ବା ଜିଲ୍ଲାରେ ଯମୁନା ନଦୀ କୂଳରେ ଅବସ୍ଥିତ ମା’ କାଳୀଙ୍କ…

ଟିମ୍‌ କ୍ଲିନ ସିଟି ପକ୍ଷରୁ ହିଞ୍ଜିଳିକାଟୁରେ ପୋଷ୍ଟର ଚିରା

ହିଞ୍ଜିଳିକାଟୁ,୨୪।୮(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରର ରାସ୍ତା କଡ଼ରେ ଟିମ୍‌ କ୍ଲିନ ସିଟି ଶନିବାର ହିଞ୍ଜିଳିକାଟୁରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି। ବ୍ରହ୍ମପୁର ମହାନଗରରେ ଲଗାତାର ୪୯ ଦିନ ଧରି ଏହି କାର୍ଯ୍ୟକ୍ରମ ପରେ ହିଞ୍ଜିଳିକାଟୁ ଅଭିଯାନକୁ ବିପୁଳ ସମର୍ଥନ…

ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣା: ୨ କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣାରେ ଶନିବାର ୨ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ, ବରଗଡ଼ ସବ୍‌ଜେଲରେ କାର୍ଯ୍ୟରତ କିରଣ ଯୋଶୀ ଏବଂ ରମେଶ ହରି । ପ୍ରକାଶ ଯେ, ବରପାଲିର ନକୁଳ…

ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି

ଆବୁଧାବି,୨୪।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟଦ’ରେ ସମ୍ମାନୀତ କରିଛନ୍ତି। ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି…

ଭାଜପା ପାଇଁ ଅଶୁଭ ଅଗଷ୍ଟ

ନୂଆଦିଲ୍ଲୀ,୨୪।୮: ଅଗଷ୍ଟ ମାସ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଅଶୁଭ ବୋଲି ଆଲୋଚନା ହେଉଛି। କାରଣ ଅଗଷ୍ଟ ମାସରେ ହିଁ ଭାଜପା ତା’ର କେତେଜଣ ବରିଷ୍ଠ ନେତାଙ୍କୁ ହରାଇ ସାରିଲାଣି। ପ୍ରଥମେ ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା…

ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁଙ୍କ ଭାଗ୍ୟ

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ାଇ ଚାଲିଥିବାବେଳେ ତାଙ୍କ ଗୀତ ବଲିଉଡ୍‌ରେ ପହଞ୍ଚିଛି। ହିମେଶ ରେଶମିୟା ମଧ୍ୟ ରାନୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri