Home

ସିଟ୍‌ ନମ୍ବର 11A, ଖୁବ ଭାଗ୍ୟଶାଳୀ ଏହି ବ୍ୟକ୍ତି!

ଅହମଦାବାଦ,୧୨।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି। ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ‘ପୁଲିସ ସିଟ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର…

ବିଦ୍ୟାର୍ଥୀଙ୍କୁ ବସ,ଟ୍ରେନରେ ଯାତ୍ରା ଦେୟମୁକ୍ତ କରିବା ପାଇଁ ଦାବି

ପାରଳାଖେମୁଣ୍ଡି,୧୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶକ୍ରମେ ଜିଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଜିଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରଙ୍କୁ ବସ,ଟ୍ରେନ…

ଗଞ୍ଜାମରେ ଗଡ଼ିଲା ବିକାଶ ବାହନ

ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାର ମୁଖ୍ୟାଳୟ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସୁସଜ୍ଜିତ ବିକାଶ ବାହନକୁ ବ୍ରହ୍ମପୁର ଏମ୍‌ପି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉଜାଡ଼ିଦେଲା ଏହି ପରିବାରର ସ୍ବପ୍ନ! ଏକାଥରେ ଭଉଣୀ ଭାଇ…

ଅହମଦାବାଦ,୧୨।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଉଦୟପୁର ମଧ୍ୟ ଥରହର ହୋଇଯାଇଛି। ବିମାନରେ ଉଦୟପୁରର ଚାରି ଜଣ ସ୍ଥାନୀୟ ଲୋକ ଥିଲେ। ଉଦୟପୁର ମାର୍ବଲ ବ୍ୟବସାୟୀ ପିଙ୍କୁ ମୋଦିଙ୍କ ୨୪ ବର୍ଷୀୟ ପୁଅ ଶୁଭ ଏବଂ ୨୨ ବର୍ଷୀୟ ଝିଅ…

ବଡ଼ ଖବର: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସମସ୍ତ ୨୪୨ ଜଣ ମୃତ, ଯାତ୍ରା କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଅହମଦାବାଦ,୧୨।୬: ଗୁରୁବାର (୧୨ ଜୁନ ୨୦୨୫) ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ବାଦ ସଂସ୍ଥା ଆସୋସିଏଟ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ…

ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା

ଭଞ୍ଜନଗର,୧୨ା୬(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଗୁରୁବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା…

ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହେଉଛି ଭାଇରାଲ, ଜାଣନ୍ତୁ ଏହା ପଛର ସତ୍ୟତା

ଅହମଦାବାଦ,୧୨।୬: ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମଦାବାଦରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାବି କରାଯାଉଛି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ନେତା ବିଜୟ ରୂପାନୀ ଉକ୍ତ ବିମାନରେ ଥିଲେ। ଏକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମନେ ପକାଇଦେଲା ବିଶ୍ୱର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କର ହୋଇଥିଲା ମୃତ୍ୟୁ!

ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦର ମେଘାନିରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୨୪୨ ଜଣ ଯାତ୍ରୀ ଥିଲେ। ଏହି…

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନର ପ୍ରତିକ୍ରିୟା: କହୁ କହୁ କହିଦେଲା ସବୁକିଛି

ଇସଲାମାବାଦ୍‌,୧୨।୫: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ ପାଇଲଟ ଏବଂ ୧୦ ଜଣ କ୍ୟାବିନ କ୍ରୁ ସମେତ ୨୪୨ ଜଣ ଥିଲେ। ବିମାନ ଦୁର୍ଘଟଣା ପରେ ଅନେକ…

କେଇ ସେକେଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବିମାନ…ଜାଣନ୍ତୁ କେଉଁ ଦେଶର କେତେ ଯାତ୍ରୀ ଥିଲେ? ହେଲ୍ପଲାଇନ୍‌ ନଂ ଜାରି

ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ବିମାନଟି ଲଣ୍ଡନ ପାଇଁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ହଠାତ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ…

୧୨ ଜୁନ, କଳାଦିନ: ୭୫ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିଲା ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କ ଯାଇଥିଲା ଜୀବନ

ନୂଆଦିଲ୍ଲୀ,୧୨।୬: ୧୨ ଜୁନ ୨୦୨୫, ଏହି ତାରିଖ ଏବେ ଭାରତରେ କଳା ଦିନ ଭାବେ ଗଣାହେବ। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ, ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI171 (ବୋଇଂ ୭୮୭-୮ ଡ୍ରିମଲାଇନର) ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଏହି ଦୁଃଖଦ ଘଟଣାଟିକୁ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଭାବିତ ଲୋକଙ୍କ ପ୍ରତି ମୋର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri