ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ କଲରା
କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଲରାରେ ଆଇରନ୍, ମାଗ୍ନେସିୟମ ଏବଂ ଭିଟାମିନ୍-ସି ଭଳି ପୋଷକ ତତ୍ତ୍ୱ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ଲାଭଦାୟକ। ଏହି ରୋଗୀ ପ୍ରତିଦିନ ସକାଳେ ଖାଲି…
ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା
ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ବ୍ୟାଙ୍କ ଋଣ ଜାଲିଆତିରେ ସଂପୃକ୍ତ ଓ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ…
ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ
ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକଦିବସୀୟ ସିରିଜ୍ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍ ଶିଖର ଧାଓ୍ବନ୍। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏସବୁ ଭିତରେ କ୍ରିକେଟ ଛଡା ଶିଖରଙ୍କ ଆଉ ଏକ ପ୍ରତିଭା ମଧ୍ୟ…
ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା
ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍ୟାମିନ୍ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର ନୋତାନେହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ। ଇସ୍ରାଏଲରେ ନିର୍ବାଚନ…
ମା’ ହେବାକୁ ଯାଉଛନ୍ତି ଏହି ଭାରତୀୟ ଖେଳାଳି
ଭାରତର ଷ୍ଟାର କୁସ୍ତି ଖେଳାଳି ଗୀତା ଫୋଗଟ୍ ଖୁବଶିଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ନିଜ ଫ୍ୟାନମାନଙ୍କ ସହ ଶେୟାର୍ କରିଛନ୍ତି। ଏହାସହ ସେ ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ ମେସେଜ୍ ମଧ୍ୟ ଲେଖିଛନ୍ତି। ଯେତେବେଳେ ପେଟ…
ଅଧରାତିରେ ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ଯୋଗୀ ସରକାର
ଲକ୍ଷ୍ନୌ,୩।୯: ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ ଥର ପ୍ରଶାସନିକ ବିଭାଗରେ ଅଦଳବଦଳ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଆଇଏସ୍ ଓ ୪ ପିସିଏସ୍ ସମେତ ନିଜର କାର୍ଯ୍ୟାଳୟରେ ଖାଲିପଡ଼ିଥିବା ସଚିବ ପଦ…
ଆଉ ଦୁଇ ଦିନ ରିମାଣ୍ଡରେ ରହିବେ ଚିଦାମ୍ବରମ
ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଚିଦାମ୍ବରମଙ୍କ…
ନାଳରେ ବୁଢ଼ି ଛାତ୍ର ମୃତ
ଧାରକୋଟ,୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁଶରାବ ଗ୍ରାମର ବୁଧିରାମ ଗୌଡଙ୍କ ପୁଅ ଜିତେନ୍ଦ୍ର (୧୪)। ସୂଚନାଯୋଗ୍ୟ,…
ଭିକ ମାଗି ଜୌହର ବିଶ୍ୱବିଦ୍ୟାଳୟ ଗଢ଼ିଛନ୍ତି ଆଜମ ଖାନ: ମୁଲାୟମ ସିଂ ଯାଦବ
ଲକ୍ଷ୍ନୌ,୩।୯: ବହୁତ ଦିନର ନୀରବତା ପରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ରାମପୁର ଏମ୍ପି ଆଜମ୍ ଖାନଙ୍କୁ ପ୍ରଶଂସା କରିଛନ୍ତି। ଭିକ ମାଗି, ଦେଶ-ବିଦେଶରୁ ଚାନ୍ଦା ସଂଗ୍ରହ କରି…
୬ବର୍ଷର ପୁଅକୁ କଚାଡି ମାରିଲେ ବାପା
କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମଧୁ ସିଂ ହେମ୍ବ୍ରମ। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗାଈ…
ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଜଣେ ବାଳକ ଏବଂ ୬ଜଣ ମହିଳା ରୋଗୀ ଥିବା ଜଣାପଡିଛି। ପଦ୍ମପୁର ଗ୍ରାମର…
ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଜମ୍ମୁ-କଶ୍ମୀର ଯୁବକ
ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇ ଦିଆଯିବା ପରେ ସେଠାରେ ଏବେ ଭିନ୍ନ ବାତାବରଣ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଏଠାକାର ଶହ ଶହ ଯୁବକ ସେନାରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ପୁଣି ଏମିତି କିଛି…
Archives


