ପିଲାଦିନେ ମା’ଙ୍କୁ ହରାଇଥିଲେ, ଦ୍ୱିତୀୟ ବିବାହ କରିନେଇଥିଲେ ବାପା; ସଂଘର୍ଷମୟ ଜୀବନ ପରେ IPLରେ ଚମକିବାକୁ ପ୍ରସ୍ତୁତ ଏହି ଖେଳାଳି
ନୂଆଦିଲ୍ଲୀ,୨୩।୩: IPL ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଛି। ପ୍ରତିବର୍ଷ ଭାରତର ଅନେକ ଯୁବ ଖେଳାଳି ଏହି ଲିଗରେ ଖେଳିବାର ସୁଯୋଗ ପାଆନ୍ତି। କିନ୍ତୁ ସମସ୍ତଙ୍କ ପାଇଁ IPLରେ ପହଞ୍ଚିବା ଏତେ ସହଜ ନଥାଏ। ସନରାଇଜର୍ସ ହାଇଦ୍ରାବାଦ ଏହି ସିଜିନରେ ଏପର୍ଯ୍ୟନ୍ତ ପ୍ରଥମ…
ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…
ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଘରେ…
ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ
ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା…
ଫଳକରେ ନ ଥିଲା ସରପଞ୍ଚ-ସମିତିସଭ୍ୟଙ୍କ ନାଁ, ମୁଣ୍ଡକୁ ଉଠିଗଲା ରାଗ, ଆଉ ତା’ ପରେ…
ଭଦ୍ରକ/ନଳାଙ୍ଗ,୨୩।୩: (ସନାତନ ରାଉତ/ସାଇଶଙ୍କର ମହାକୁଳ): ଭଦ୍ରକ ବ୍ଲକର ଅଣ୍ଡେଇପଲ୍ଲୀସ୍ଥିତ ମିନତି ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲଗାଯାଇଥିବା ଫଳକକୁ ସରପଞ୍ଚ ଓ ସମିତିସଭ୍ୟ ଭାଙ୍ଗି ଦେଇଛନ୍ତି। ଶନିବାର ଅପରାହ୍ନ ୪ଟାରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଥିବାବେଳେ…
କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର
ଆଗରପଡ଼ା,୨୩ା୩(ସୁଶାନ୍ତ ଦାଶ): ଭଦ୍ରକ ଜିଲା ବନ୍ତ ତହସିଲ ଅନର୍ଗତ ଗୋପୀନାଥପୁର ପଞ୍ଚାୟତର ସାହୁପଡ଼ା ୪ନଂ. ୱାର୍ଡରେ କାଳବୈଶାଖୀ ଯୋଗୁ ବଜ୍ରପାତରେ ୨ ବଖରା ଘର ଜଳିଯାଇଛି। ଶୁକ୍ରବାର ରାତି ୮ଟାରେ ବଜ୍ରପାତ ଘଟି ଗ୍ରାମର ଭାଗବତ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା।…
ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ସହ ୩ ପିଲାଙ୍କୁ ଗୁଳି କରି ହତ୍ୟା କଲେ ଭାଜପା ନେତା, ଘଟଣା ଦିନ…
ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶ ଶାହାରନପୁରର ସଂଠେଡା ଗ୍ରାମରେ ଶନିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ନିଜ ପିଲାମାନଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଗୁଳି ଚଳାଇବା…
ଡାଇବେଟିସ୍ ରୋଗୀଙ୍କ ପାଇଁ ଖରାଦିନରେ ଏହି ୫ ଫଳ ସବୁଠୁ ଉପକାରୀ, ନିୟନ୍ତ୍ରଣରେ ରହିବ ବ୍ଲଡ୍ ସୁଗାର…
ଡାଇବେଟିସ୍ ରୋଗୀଙ୍କ ପାଇଁ ଗ୍ରୀଷ୍ମଋତୁ ଚ୍ୟାଲେଞ୍ଜିଂ ହୋଇପାରେ। କାରଣ ଗରମ ଏବଂ ଝାଳ ଯୋଗୁ ବ୍ଲଡ୍ ସୁଗାର ବୃଦ୍ଧି ପାଇପାରେ। ଏପରି ପରିସ୍ଥିତିରେ ସଠିକ୍ ଖାଦ୍ୟ ବାଛିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମଋତୁରେ ଏପରି କିଛି ଫଳ ମିଳିଥାଏ, ଯାହା ଶରୀରକୁ କେବଳ…
ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…
ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ…
RCB ବିଜୟକୁ ନେଇ ଖୁସିରେ ଝୁମିଲେ ମୁମ୍ବାଇ ଅଧିନାୟକ? କ’ଣ ଥିଲା କାରଣ…
ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୮ତମ ସିଜିନ ଏକ ଜବରଦସ୍ତ ମ୍ୟାଚ୍ ସହିତ ଆରମ୍ଭ ହୋଇଛି। ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ,…
କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍ ପ୍ଲାଣ୍ଟ, ଜାଣନ୍ତୁ…
ଇଣ୍ଡୋର୍ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ…
ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍ ରିପୋର୍ଟରେ କ’ଣ କ’ଣ ଅଛି?
ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ଶନିବାର ସିବିଆଇ ନିଜର…
ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ
ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଦ୍ୱାରା ଆହୂତ ଡିଏମ୍କେ ନେତୃତ୍ୱାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଯୁକ୍ତ…
Archives


