Home

ବଡ଼ କିନ୍ତୁ ଗୁଣବତ୍ତା ନୁହେଁ

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ ଜାତୀୟ ଶିକ୍ଷାନୀତି ୨୦୨୦ ଅଣାଯାଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏହାର ସଫଳତା ଉପରେ ପ୍ରଶ୍ନ ଉଠାଉଛି। ନିକଟରେ ନ୍ୟାଶ୍‌ନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନ୍‌ସିଲ (ନାକ୍‌) ବା ଜାତୀୟ ମାନ୍ୟତା ଆକଳନ…

ରେପୋ ହାର ହ୍ରାସ ସମ୍ଭାବନା

ଭୁବନେଶ୍ୱର,୪ା୨(ଅନୁରାଧା ମହାରଣା): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ। ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଏହି…

Weather Today: ଆସୁଛି ବଡ଼ ଘୂର୍ଣ୍ଣିଝଡ! ୪-୫ ତାରିଖରେ ଓଡ଼ିଶା ସମେତ ଏହି ସବୁ ସ୍ଥାନରେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୨: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ପାଗ ହଠାତ୍‌ ପରିବର୍ତ୍ତନ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପଶ୍ଚିମ ଝଡ ପୁଣି ସକ୍ରିୟ ହେବ। ଫେବୃଆରୀ ୪ ଏବଂ ୫ ତାରିଖରେ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପାଗ…

ଆଜି ପବିତ୍ର ମାଘ ସପ୍ତମୀ: ତ୍ରିଶମ୍ଭୁଙ୍କ ମହାସ୍ନାନ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ,୪।୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ପରିପ୍ରେକ୍ଷୀରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ…

‘କନ୍ନାପା’ରେ ପ୍ରଭାସଙ୍କ ରୁଦ୍ର ଅବତାର

ହାଇଦ୍ରାବାଦ: ‘କଳ୍‌କୀ ୨୮୯୮ ଏଡି’ର ସଫଳତା ପରେ ଅଭିନେତା ପ୍ରଭାସ ପୁଣିଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ। ସୋମବାର ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି ଲୁକ୍‌ରେ…

୧୮୩ ଫୁଟ ଦୂରରୁ କୁରାଢ଼ି ଫିଙ୍ଗି ଗିନିଜ୍‌ ୱାଲର୍‌ଡ ରେକର୍ଡ

ଆଙ୍କାରା: ତୁର୍କୀର ରାଜଧାନୀ ଆଙ୍କାରାରେ କାର୍ଯ୍ୟରତ ଜଣେ ଘରୋଇ ସୁରକ୍ଷା କର୍ମୀ ଓସ୍‌ମାନ ଗୁରଚୁ(୪୩) ରବିବାର ଏକ ବିଶ୍ୱ ରେକର୍ଡ କରି ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ନିଜ ନାମକୁ ସ୍ଥାନିତ କରିଛନ୍ତି। ସେ ୧୮୩ ଫୁଟ ୮.୭୨ ଇଞ୍ଚ୍‌…

ବିବାଦରେ ଉଦିତ ନାରାୟଣ

ମୁମ୍ବାଇ, ୪।୨: ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ…

ସିରିଆରେ ବିସ୍ଫୋରଣ, ୧୯ ମୃତ

ଡାମାସ୍‌କସ୍‌, ୪।୨: ଉତ୍ତର ସିରିଆର ମନ୍‌ବିଜ୍‌ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। କିଛି ସ୍ଥାନୀୟ କୃଷି ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ଯାଉଥିବାବେଳେ ନିକଟରେ ଥିବା ଏକ କାର୍‌ରେ ବୋମା ବିସ୍ଫୋରଣ…

ମହାକୁମ୍ଭ: ସୁରକ୍ଷା ଆବେଦନର ଶୁଣାଣି ଅଗ୍ରାହ୍ୟ

ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟଣା ପରେ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଆଣିବା ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣିକୁ ସୋମବାର…

ତେଲୁଗୁ ଫିଲ୍ମ ନିର୍ମାତାଙ୍କ ଆତ୍ମହତ୍ୟା

ପଣଜୀ, ୪।୨: ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଡ୍‌ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସେ…

ମେକ୍ସିକୋ ଉପରେ ଟାରିଫ୍‌ ମାସେ ସ୍ଥଗିତ

ଓ୍ବାଶିଂଟନ୍‌/ଓଟାଓ୍ବା,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଶନିବାର ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ, ଯାହାକି ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଥାନ୍ତା। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେଇନ୍‌ବମ୍‌ ସୋମବାର ଟ୍ରମ୍ପ୍‌ଙ୍କ ସହିତ ଟେଲିଫୋନ୍‌ ଯୋଗେ…

‘ମେକ୍‌ ଇନ୍‌ ଇଣ୍ଡିଆ’ ବିଫଳ ହୋଇଛି: ରାହୁଲ

ନୂଆଦିଲ୍ଲୀ,୪।୨: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri