ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍
ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ ଡାଇବେଟିଜ୍ ରିସର୍ଚ୍ଚ ଫାଉଣ୍ଡେସନ (ଏମ୍ଡିଆର୍ଏଫ୍) ପ୍ରକାଶ କରିଛି। ଚାଉଳ ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି…
ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍
ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଚମ୍ପଟ୍…
୧୩ ବର୍ଷ ପରେ ବଲିଉଡ୍ ଫେରିବେ ଶିଳ୍ପା
କିଛିବର୍ଷ ହେବ ଶିଳ୍ପା ଶେଟ୍ଟୀ ବଲିଉଡ୍ଠାରୁ ଦୂରେଇ ଯାଇଛନ୍ତି। କେବଳ ରିୟଲିଟି ଶୋ’ରେ ଯାହା ତାଙ୍କୁ ଦେଖିବାକୁ ମିଳୁଛି। ୯୦ ଦଶକରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ବେଶ୍ କିଛିବର୍ଷ ଧରି କୌଣସି କାରଣରୁ ଫିଲ୍ମରୁ ଦୂରେଇ ଯାଇଥିଲେ। ଫ୍ୟାନ୍ଙ୍କ ପାଇଁ…
ଚାଇନାର ଚିନ୍ତା ବଢ଼ିଲା: ଏଫ୍-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା
ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି ଦେଇଛି। ଏଥିପାଇଁ ୮ ବିଲିୟନ୍ ଡଲାର ଚୁକ୍ତି ହୋଇଥିବା କୁହାଯାଉଛି। ଏହି ଦ୍ୱିପାକ୍ଷିକ ଚୁକ୍ତିକୁ…
ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍
ଇସଲାମାବାଦ୍,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍ ପାକିସ୍ତାନକୁ ଶାନ୍ତି ସ୍ଥିତି…
ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍, ୬ ସ୍ବାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୧୧ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। କ୍ୟାବିନେଟ୍ ମନ୍ତ୍ରିମଣ୍ଡଳରେ…
ଚିଦାମ୍ବରମ୍ ଲୁଚି ବିଦେଶ ପଳାଇବା ଆଶଙ୍କା: ଜାରି ହେଲା ଲୁକ୍ଆଉଟ୍ ସର୍କୁଲାର
ନୂଆଦିଲ୍ଲୀ,୨୧।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଉପରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନେଇ ଯୋଜନା ଆରମ୍ଭ ହୋଇଛି। ଜାମିନ୍ ନ ମିଳିଲେ ସେ ଲୁଚି ବିଦେଶ ପଳାଇବା ଆଶଙ୍କାକୁ ଦୃଷ୍ଟିରେ ରଖି ଇଡ଼ି ପକ୍ଷରୁ ଲୁକ୍ଆଉଟ୍…
୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୧।୮(ବ୍ୟୁରୋ): ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁକୁ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଯାଜପୁର ଆଦି…
‘ତେରେ ନାମ୍’ରୁ ହିଟ୍ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି
ଫିଲ୍ମ ‘ତେରେ ନାମ୍’ରୁ ହିଟ୍ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା ଚାଓ୍ବଲା। ଆଜି ଅର୍ଥାତ ୨୧ ଅଗଷ୍ଟରେ ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି।…
ଚିଦାମ୍ବରମ୍ଙ୍କ ଜାମିନ୍ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୨୧।୮: ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ ହାଇକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଚିଦାମ୍ବରମ୍ ସୁପ୍ରିମ୍କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି।…
ଚିଦାମ୍ବରମ୍ଙ୍କ ବିରୋଧରେ କାର୍ଯ୍ୟ କରି ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୮: ଆଇଏନ୍ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହଁୁଛନ୍ତି। ଏଭରି କରି ମୋଦି ସରକାର ନିଜର ଭୀରୁତାର ପରିଚୟ ଦେଇଛନ୍ତି ବୋଲି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର…
ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ
ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ପ୍ରାୟ ଅଢେଇ ଲକ୍ଷ ଛାତ୍ରୀଛାତ୍ର ଏକକାଳୀନ ବିଭିନ୍ନ ପର୍ଯ୍ୟାୟରେ…
Archives


