ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି
ସିଙ୍ଗାପୁର, ୧୧।୧୦ (ଏଏଫ୍ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବା ଅବସରରେ ପ୍ୟାରିସ ସେଣ୍ଟ-ଜର୍ମେନ ଦଳର ଷ୍ଟାର୍ ଫରଓ୍ବାର୍ଡ ନେମାର ଏହି କୃତିତ୍ୱ ଲାଭ କରିଛନ୍ତି।…
ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ
ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍ରେ ଓଡ଼ିଶାର ଦୁଇ ତାରକା ଆଥଲେଟ୍ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସେମିଫାଇନାଲରେ…
ସିବିଏସଇ ଜୋନାଲ ସ୍କେଟିଂ: ଓଡ଼ିଶାରୁ ଭାଗନେବେ ୩୫ ସ୍କେଟର
ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରଠାରେ ସିବିଏସଇ ଜୋନାଲ ସ୍କେଟିଂ ଚାମ୍ପିୟନଶିପ୍ ଚଳିତମାସ ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ (ଓଆରଏସଏ) ସହ ଅନୁବନ୍ଧିତ ବିଭିନ୍ନ ଜିଲା ଏବଂ ସିବିଏସଇ ସ୍କୁଲରୁ ୩୫ ପ୍ରତିଯୋଗୀ…
ବାଇଲ୍ସଙ୍କୁ ବିଶ୍ୱ ଜିମ୍ନାଷ୍ଟିକ୍ସ ଟାଇଟଲ
ଷ୍ଟୁଟଗାର୍ଟ(ଜର୍ମାନୀ), ୧୧।୧୦(ଏଏଫପି)-ଆମେରିକା ଜିମ୍ନାଷ୍ଟିକ୍ସ ସୁପରଷ୍ଟାର ସିମୋନେ ବାଇଲ୍ସ କ୍ୟାରିୟରରେ ୫ମ ଅଲ-ଆରାଉଣ୍ଡ ଟାଇଟଲ ସହ ୧୬ତମ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟା ବାଇଲ୍ସ ଏହାକୁ ମିଶାଇ ୨୨ଥର ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟରେ ପଦକ ହାସଲ…
ଜିଏସ୍ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା
ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ରହୁଛି। ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପରୋକ୍ଷ ଟିକସ ସଂଗ୍ରହ କିଭଳି ବଢିବ ସେ ନେଇ…
ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ୍
ନୂଆଦିଲ୍ଲୀ,୧୧-୧୦: ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ଆକଳନକୁ ମୁଡିସ ଇନଭେଷ୍ଟର୍ସ ସର୍ଭିସ ୬.୨%ରୁ ୫.୮%କୁ ହ୍ରାସ କରିଛି। ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ବିତ୍ତିୟ ଧାରା ଉପରେ ପ୍ରଭାବ ପକାଇବ ବୋଲି ମୁଡିସ୍ ଗୁରୁବାର କହିଛି। ପୂର୍ବରୁ ଅଗଷ୍ଟ ମାସରେ…
ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ କର୍ମଚାରୀଙ୍କ ଧର୍ମଘଟ ଚେତାବନୀ
ନୂଆଦିଲ୍ଲୀ,୧୧-୧୦: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ଏବଂ ମହାନଗର ଟେଲିକମ୍ ନିଗମ(ଏମ୍ଟିଏନ୍ଏଲ୍)ର କର୍ମଚାରୀ ସଂଘ ପକ୍ଷରୁ ଦିପାବଳୀ ପରେ ଦେଶବ୍ୟାପି ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। କର୍ମଚାରୀଙ୍କୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ଦରମା ମିଳି ନ ଥିବାରୁ ସେମାନେ ଅସନ୍ତୋଷ…
ଫର୍ଟିସର ପୂର୍ବ ପ୍ରମୋଟର ଶିବିନ୍ଦର ସିଂ ଗିରଫ
ନୂଆଦିଲ୍ଲୀ,୧୧-୧୦: ଫର୍ଟିସ ହେଲ୍ଥ୍ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଗିରଫ କରିଛି। ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଶିବିନ୍ଦରଙ୍କ ସମେତ ଅନ୍ୟ ତିନି ଜଣ ଗିରଫ ହୋଇଥିବା ପୋଲିସ ପକ୍ଷରୁ…
ସୁଧହାର କମାଇଲେ ୬ ବ୍ୟାଙ୍କ
ନୂଆଦିଲ୍ଲୀ,୧୧-୧୦: ଦେଶର ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସୁଧହାରକୁ ୦.୨୫% ହ୍ରାସ କରିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ବ୍ୟାଙ୍କ ଅଫ ମହରାଷ୍ଟ୍ର ଭଳି ବ୍ୟାଙ୍କ ରହିଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ଏହାର…
୧୫୦ ଟ୍ରେନର ଘରୋଇକରଣ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ,୧୧-୧୦: ରେଲଓ୍ବେ ପକ୍ଷରୁ ୧୫୦ ଟ୍ରେନର ଘରୋଇକରଣ ନେଇ ଯୋଜନା ରଖାଯାଇଛି। ଏହାବାଦ ଦେଶର ୫୦ ରେଳ ଷ୍ଟେଶନକୁ ବିଶ୍ୱ ସ୍ତରୀୟ କରି ଗଢି ତୋଳିବା ଲାଗି ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଏହି ଧାରାକୁ ଆଗେଇ ନେବା ପାଇଁ ଏକ…
ତୈଳ ଯୋଗାଣ ନ କରିବାକୁ ଏୟାର ଇଣ୍ଡିଆକୁ ଓଏମ୍ସିର ଚେତାବନୀ
ନୂଆଦିଲ୍ଲୀ,୧୧-୧୦: କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ତେଲ ଯୋଗାଣ ବନ୍ଦ କରିବା ନେଇ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ(ଓଏମ୍ସି)ଗୁଡିକ ପୁଣି ଚେତାବନୀ ଦେଇଛନ୍ତି। ମାସିକ ଭିତ୍ତିରେ ଦେୟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ କମ୍ପାନୀଗୁଡିକ କହିଛନ୍ତି। ଏହା ନ ହେଲେ ଅକ୍ଟୋବର…
ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୧-୧୦: ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ରହିଥିବା ଏକ ସର୍ଭେରୁ ଜଣାପଡିଛି। ମାତ୍ର ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧହାର ହ୍ରାସ କରିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ଭିତରେ…

