ଏସିଆନ୍ ଉଷୁ ଚାମ୍ପିୟନଶିପ୍ :ବବଲୁ ମୁଣ୍ଡାଙ୍କୁ ରୌପ୍ୟ ପଦକ
ଯୋଡ଼ା/କେନ୍ଦୁଝର୨୪।୮(ଡି.ଏନ.ଏ.)- ବ୍ରୁନେଇଠାରେ ଅନୁଷ୍ଠିତ ୧୦ମ ଜୁନିୟର ଉଷୁ ଚାମ୍ପିୟନଶିିପ୍ରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ୧୬ ରୁ ୨୪ ପର୍ଯ୍ୟନ୍ତ…
କମଳେଶଙ୍କୁ ସିଙ୍ଗଲ୍ସ ଟାଇଟଲ
ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଅନୁଷ୍ଠିତ ଚମୁଣ୍ଡା-ଏଆଇଟିଏ ଚାମ୍ପିୟନଶିପ୍ ସିରିଜ(ସିଏସ୭)ରେ ଓଡ଼ିଶା ଟେନିସ ପ୍ରତିଭା କମଳେଶ ରଥ ୧୨ ବର୍ଷରୁ କମ୍ ବିଭାଗରେ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ କମଳେଶ ଚଣ୍ଡିଗଡ଼ର ଦିବ୍ୟାଂଶ ଶର୍ମାଙ୍କୁ ୭-୫, ୬-୦ ସେଟ୍ରେ…
ଆଶେସ ତୃତୀୟ ଟେଷ୍ଟ :ଇଂଲଣ୍ଡ ୬୭ରେ ଅଲ୍ଆଉଟ୍
ଲିଡ୍ସ,୨୪।୮- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ମ୍ୟାଚ୍ ମାତ୍ର ଦ୍ୱିତୀୟ ଦିନରେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ନିୟମିତ ବ୍ୟବଧାନରେ ଉଇକେଟ…
ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ
ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି।…
ବର୍ଷାଦିନେ ଗହଣାର ଯତ୍ନ
ସୁନାରୁପା ଅପେକ୍ଷା ଆଜିକାଲି ପ୍ଲାଟିନମ ଓ ଇମିଟେସନ୍ ଗହଣାର ବେଶ୍ ଚାହିଦା ରହିଛି। କମ୍ ଖର୍ଚ୍ଚରେ ମିଳୁଥିବା ଏହି ଗହଣା ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍ ଏହା କଳା ପଡ଼ିଯିବ।…
ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ
ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ପିଲାଙ୍କୁ ଶ୍ରୀକୃଷ୍ଣ ଓ ରାଧା ବେଶରେ ଦେଖିବାକୁ ମିଳିଛି।…
ମୋ ବକ୍ତବ୍ୟକୁ ଭୁଲ ଅର୍ଥରେ ପ୍ରଚାର ପ୍ରସାର ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କଲେ ରାଜୀବ କୁମାର
ନୂଆଦିଲ୍ଲୀ,୨୩।୮: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି କି ତାଙ୍କ ବ୍ୟକ୍ତବ୍ୟକୁ ଭୁଲ୍ ଅର୍ଥରେ ପ୍ରଚାର ପ୍ରସାର ନ କରାଯାଉ। ଆଉ ଏହାକୁ ନେଇ କେହି ଭୟଭୀତ ମଧ୍ୟ ନ ହୁଅନ୍ତୁ। କାରଣ ସରକାର ଦେଶର ଅର୍ଥନୀତିକୁ…
ଦେଶର ଅର୍ଥନୀତି ଆଇସିୟୁରେ: ମନିଶ ତିଓ୍ବାରୀ
ନୂଆଦିଲ୍ଲୀ,୨୩।୮: ଦେଶର ଅର୍ଥ ବ୍ୟବସ୍ଥା ବେଳକୁ ବେଳ ବିଗିଡି ଯାଉଥିବା ବେଳେ ଏବେ ଅଟୋ ମୋବାଇଲ ଶିଳ୍ପଠାରୁ ଆରମ୍ଭ କରି ଅନେକ ଶିଳ୍ପରେ ଛଟେଇ ଅଭିଯାନ ଆରମ୍ଭ ହୋଇଯାଇଛି। ଆଉ ଏହାକୁ ଦେଖି ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର…
ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ
କେନ୍ଦୁଝର,୨୩।୮(ସ୍ବ.ପ୍ର.): କେନ୍ଦୁଝର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାମାନେ ମାଇନିଂ ରୋଡ୍ସ୍ଥିତ ରାମମନ୍ଦିରରୁ ବାହାରି ସହର ପରିକ୍ରମାକରି କେନ୍ଦୁଝରଗଡ଼ ସରସ୍ବତୀ…
ମେଲଛାମୁଣ୍ଡା ଶିଶୁମନ୍ଦିରରେ ଜନ୍ମାଷ୍ଟମୀ: ୧୬୭ ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା
ଘେଁସ,୨୩।୮(ଡି.ଏନ୍.ଏ.): ବରଗଡ଼ ଜିଲା ଅନ୍ତର୍ଗତ ମେଲଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଏଥିସହିତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ…
ମୋଦିଙ୍କ ଭାଷଣ ଶୁଣିବାକୁ ନାମ ପଞ୍ଜୀକରଣ କଲେ ୫୦ ହଜାର ଲୋକ
ହଷ୍ଟନ,୨୩।୮: ଆସନ୍ତା ମାସରେ ଆମେରିକାର ହଷ୍ଟନଠାରେ ଥିବା ଏନ୍ଜିଆର୍ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଉଦ୍ବୋଧନ ଶୁଣିବା ଲାଗି ଗତ ୩ ସପ୍ତାହ ମଧ୍ୟରେ ପାଖାପାଖି ୫୦ ହଜାର ବ୍ୟକ୍ତି ସେମାନଙ୍କ ନାଁ…
ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍, ବାଇକ୍; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ମାର୍ଟସିଟିରେ ସମାନ ଅବସ୍ଥା ଭୋଗୁଛନ୍ତି ରାଜଧାନୀବାସିନ୍ଦା। ଶୁକ୍ରବାର…
Archives


