Home

ଉପକାରୀ ମୁଗଡାଲି ପାଣି, ଦୂର ହୋଇଥାଏ ଅନେକ ରୋଗ

ମୁଗଡାଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ଏହାର ପାଣି ସ୍ବାସ୍ଥ୍ୟ ପକ୍ଷେ ସେତିକି ଉପକାରୀ ମଧ୍ୟ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଭରି ରହିଛି। ଏହା ବ୍ୟତୀତ ଏଥିରେ ପୋଟାସିୟମ, କପର, ଜିଙ୍କ୍‌ ଏବଂ ଭିଟାମିନ୍‌ ପରି ପୋଷକତତ୍ତ୍ୱ ରହିଛି। ମୁଗଡାଲି…

ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା ‘ମାଚିସ’ରେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତ…

ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏଥିରେ ବ୍ରହ୍ମପୁର ମହାନଗର ନିଗମର ୨ଜଣ ପୂର୍ବତନ କର୍ପୋରେଟରଙ୍କ ସମେତ ୧୫…

ଚେନ୍ନାଇରେ ପହଞ୍ଚିଲେ ମୋଦି

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କୁ ସ୍ବାଗତ କରିବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। ଚାଇନା ରାଷ୍ଟ୍ରପତି ପାଖାପାଖି ୨ଟାବେଳେ ଆସି ଏଠାରେ ପହଞ୍ଚିବେ। ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗଦେବା ପାଇଁ ସେ ଦୁଇ ଦିନିଆ ଭାରତ…

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ: ୪.୫୨କୋଟି ଟଙ୍କା ଜବତ

ବେଙ୍ଗାଲୁର,୧୧।୧୦: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ଦିନରେ ବି ଚଢ଼ାଉ ଜାରି ରଖିଛି। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଶୁକ୍ରବାର ମଧ୍ୟ ଜାରି ରହିଛି। ତେବେ ଗୁରୁବାର ଚଢ଼ାଉରେ…

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ ଶତକ ପୂରଣ କରିଛନ୍ତି। ଫଳରେ ଭାରତୀୟ ଦଳ ୩ ଉଇକେଟ ହରାଇ ୩୫୬ରନ୍‌ ସଂଗ୍ରହ…

ଫୋର୍ବ୍ସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଲା ଧନଶାଳୀଙ୍କ ତାଲିକା: ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୧।୧୦: ଫୋବର୍‌ସ ଇଣ୍ଡିଆ ୨୦୧୯ ପକ୍ଷରୁ ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଭାରତର ଟପ୍‌ ଶହେରେ ଥିବା ବ୍ୟକ୍ତିଙ୍କ ତାଲିକାରେ ପୁଣି ଥରେ ବାଜି ମାରିନେଇଛନ୍ତି ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ। ଲଗାତର ୧୨…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଦୃଷ୍ଟିକୋଣରୁ ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏଥର କାତାର ରାଜଧାନୀ ଦୋହାରେ ଅନୁଷ୍ଠିତ ହୋଇଛି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ମେଗା ଇଭେଣ୍ଟର ୧୭ତମ…

ମିଶନ୍‌ ଟି୨୦

ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ସୁପର ଶୋ ଅବ୍ୟାହତ ରହିଛି। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ର ବିଶାଳ ବ୍ୟବଧାନରେ ଜିତିବାରେ ଉଭୟ ଅଭିଜ୍ଞ ଏବଂ ନୂତନ ଖେଳାଳିମାନଙ୍କ ସଫଳତା ଏପରି ଏକ ଚିତ୍ତାକର୍ଷକ ବିଜୟ ଆଣିଦେଇଛି। ଯେଉଁଥିରେ…

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା : ଘର ନ ଥାଇ ହୋଇଛି ୧୫ରୁ ଊର୍ଦ୍ଧ୍ୱ ମିଥ୍ୟା ବିଲ୍‌

ଗୋପ,୧୧।୧୦(ଡି.ଏନ୍‌.ଏ.) : ଆବାସ ଯୋଜନାରେ ଗୋପ ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବ୍ଲକ୍‌ରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାବେଳେ ଆଉ ଜଣେ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ଏହି ବ୍ଲକ୍‌ ଅଧୀନ ବୀରତୁଙ୍ଗ ପଞ୍ଚାୟତରେ ୧୫ରୁ ଅଧିକ ହିତାଧିକାରୀ…

ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର

ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ସମର୍ଥନ ଜଣାଇଥିଲେ। ପାର୍ବଣ ଅବସରରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ପ୍ଲାଷ୍ଟିକ୍‌ ଓ…

ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମହାବଳିପୁରମ: ୫୦୦ ସିସିଟିଭି, ୧୦ହଜାର ଯବାନ ମୁତୟନ

ମହାବଳିପୁରମ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ଏଥିପାଇଁ ଚେନ୍ନାଇର ମହାବଳିପୁରମକୁ ସୁସଜ୍ଜିତ ଭାବେ ସଜାଯାଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିନପିଙ୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୫୦୦ସିସିଟିଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?