ମେଟଲ୍ ମିଟ୍-୨୦୧୯; ସରିଲା ଜୁନିୟର୍ ଗ୍ରୁପ୍ ପ୍ରିଲିମ୍ସ, ସିନିୟର ପ୍ରିଲିମ୍ସ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ
ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ର ଜୁନିୟର ଗ୍ରୁପ୍ର ପ୍ରିଲିମ୍ ରାଉଣ୍ଡ ଶନିବାର ଶେଷ ହୋଇଛି। କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ଦମ୍ଦାର ପ୍ରଶ୍ନର ଉତ୍ତରକୁ ପିଲାମାନେ ଉତ୍ତର ଖାତାରେ ଲେଖିଥିବା ବେଳେ ଏବେ ରେଜଲ୍ଟକୁ ସମସ୍ତେ ଅପେକ୍ଷା କରି…
ହୀରାଧରବାଟି କେନାଲରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ
ପୁରୁଷୋତ୍ତମପୁର,୩।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ହୀରାଧରବାଟି କେନାଲରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍ଏସି (ୱାର୍ଡ ନଂ.୮) କାଳୁଆବାଉରି ସାହିର ଦଣ୍ଡପାଣି ଦାସ (୫୫)। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଦଣ୍ଡପାଣି ଗାଧୋଇବାକୁ…
ଭାଜପା ଏମ୍ପିଙ୍କ ପାଇଁ ପାଠଶାଳା: ଅଭ୍ୟାସ ବର୍ଗ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ
ନୂଆଦିଲ୍ଲୀ,୩।୮: ଭାଜପା ଏମ୍ପିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଶନିବାରଠାରୁ ଆରମ୍ଭ କରିଛନ୍ତି ୨ ଦିନିଆ ପାଠଶାଳା। ଏହି ତାଲିମ୍ କାର୍ଯ୍ୟକ୍ରମର ନାମ ଅଭ୍ୟାସ ବର୍ଗ ରଖାଯାଇଛି। ଏହାର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ପରିସରରେ କରିଛନ୍ତି।…
ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର
ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍ ଅବଦୁଲ୍ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍ନାଡୁର ଥୁଥୁକୁଡ଼ିଠାରୁ ନିଜ ଦେଶକୁ ଫେରି ଯାଇଛନ୍ତି। ତାଙ୍କ ପାଖରେ ଆବଶ୍ୟକ ବୈଧ କାଗଜପତ୍ର ନ ଥିବାରୁ…
ଖଣ୍ଡପଡ଼ା ସବ୍ ଜେଲରୁ ବିଚାରାଧୀନ କଏଦୀ ଫେରାର
ନୟାଗଡ଼ ଅଫିସ, ୩।୮: ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍ ଜେଲରୁ ଶନିବାର ପୂର୍ବାହ୍ନରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍ ମାରିଛନ୍ତି। ସେ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ଫତେଗଡ଼ ଗ୍ରାମର ତପନ ରାଉତ। ଗତ କିଛି ବର୍ଷ ହେବ ତପନ ଏକ…
ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା
ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍ଜାପୁର ଗାଁର ଶଫିକୁର ରହେମାନ୍ଙ୍କୁ ଏଥିପାଇଁ ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଭାରତୀୟ ବୋହୂଙ୍କ…
ଗୋଡ଼ଭଗାରେ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ
ଅତାବିରା,୩।୮(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଏଟିଏମ୍ରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗିବାରେ ସଫଳ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଗୋଡ଼ଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ରାଜଧାନୀରେ ଡବଲ ଏନ୍କାଉଣ୍ଟର, ୨ ଅପରାଧୀ ଗୁରୁତର
ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍ ଲୁଟ୍ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍କାଉଣ୍ଟର କରିଛି। ଏଥିରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅରୁଣ କୁମାର…
୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ
ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା କରାଯିବ ବୋଲି କୁହାଯାଉଛି। ଘର ଘର ବୁଲି ନିୟୋଜିତ କର୍ମଚାରୀ ଆବଶ୍ୟକ ତଥ୍ୟ ସଂଗ୍ରହ…
ପାକିସ୍ତାନରେ ତାଲିବାନର ତୋଗଲକୀ ଆଦେଶ: ଶିଶୁଙ୍କୁ ଦିଆଯିବ ନି ପୋଲିଓ ବୁନ୍ଦା; ଅବମାନନା କଲେ ଭୋଗିବାକୁ ପଡ଼ିବ ପରିଣାମ
ଇସଲାମାବାଦ୍,୩।୮: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତୋଗଲକୀ ଆଦେଶ ଜାରି ହୋଇଛି। ମହିଳାଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ବାରଣ କରାଯିବା ସହିତ ଅଧିକ ସାଉଣ୍ଡ ଦେଇ ଡିଜେ ବଜାଇବା ତଥା ଶିଶୁଙ୍କୁ ପୋଲିଓ ବୁନ୍ଦା ନ ଦେବାକୁ ସ୍ଥାନୀୟ…
ମେଟଲ୍ ମିଟ୍-୨୦୧୯; ଏଠାରେ କେହି ଲୁଜର୍ ନୁହନ୍ତି, ସମସ୍ତେ ଓ୍ବିନର୍: ତଥାଗତ ସତପଥୀ
ଭୁବନେଶ୍ୱର,୩।୮(ବ୍ୟୁରୋ): ଓଡ଼ିଶାରେ କୁଇଜିଂ କଲଚର୍କୁ ପ୍ରୋତ୍ସାହିତ କରିବା ‘ମେଟଲ୍ ମିଟ୍’ର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ନାଚ, ଗୀତ, ମଡେଲିଂ ଭଳି ବହୁ ଗ୍ଲାମର ଇଭେଣ୍ଟ ହେଉଥିବା ବେଳେ କୁଇଜିଂ ପାଇଁ କିନ୍ତୁ ଭଲ ପ୍ଲାଟ୍ଫର୍ମ ନ ଥିଲା। ଆମେ ସେହି ଖାଲିସ୍ଥାନକୁ…
ଛତିଶଗଡ଼ ଏନକାଉଣ୍ଟର: ୭ ମାଓବାଦୀ ମୃତ
ରାୟପୁର,୩।୮: ଛତିଶଗଡ଼ର ରାଜନନ୍ଦଗାଓଁରେ ଶନିବାର ହୋଇଥିବା ଏନ୍କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଗନାଡି ପୋଲିସ ଷ୍ଟେଶନ ଅଧିନରେ ଥିବା ସିତାଗୋଟା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍ଜି)ଙ୍କ ଦ୍ୱାରା କରାଯାଇଥିବା ଏନ୍କାଉଣ୍ଟରରେ ଉକ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି…
Archives


