ଦଲାଲ ନାମରେ ଗିରଫଦାରିକୁ ଏମ୍ଆର୍ଙ୍କ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଅନୁଗୋଳ ଅଫିସ, ୨।୧୦- ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ(ଓଏସ୍ଆର୍ୟୁ) ଡାକରାରେ ଅନୁଗୋଳ ସହରରେ କାର୍ଯ୍ୟ କରୁଥିବା ସମସ୍ତ ମେଡିସିନ ରିପ୍ରେଜେଣ୍ଟେଟିଭ (ଏମ୍ଆର) ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ…
ସବୁ ସହରରେ ପଲିଥିନ ନିଷେଧ
ଭୁବନେଶ୍ୱର,୨-୯(ବ୍ୟୁରୋ):ରାଜ୍ୟର ସମସ୍ତ ସହରକୁ ପଲିଥିନ ମୁକ୍ତ କରାଯିବ। ୧୦୯ ସହରାଞ୍ଚଳକୁ ୫୦ ମାଇକ୍ରନରୁ କମ୍ ମୋଟେଇ ପଲିଥିନକୁ ବୁଧବାରଠାରୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଅକ୍ଟୋବର ୨ ତାରିଖ ପରଠାରୁ କୌଣସି ସହରରେ ପଲିଥିନ ବ୍ୟବହାର କିମ୍ବା ବିକ୍ରି କରାଯାଇ ପାରିବ ନାହିଁ।…
ମେଡିସିନ ରିପ୍ରେଜେଣ୍ଟେଟିଭ୍ଙ୍କୁ ଦଲାଲ ଆଖ୍ୟାର ପ୍ରତିବାଦ: ଓସ୍ରୁର ବିକ୍ଷୋଭ, ଶୋଭାଯାତ୍ରା
ବ୍ରହ୍ମପୁର ଅଫିସ,୨ା୧୦-ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍ ୟୁନିୟନ (ଓସ୍ରୁ) ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ଶୋଭାଯାତ୍ରା ଏବଂ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ସରକାରୀ ଡ଼ାକ୍ତରଖାନା ଗୁଡିକରେ ମେଡିସିନ ରିପ୍ରେଜେଣ୍ଟେଟିଭ୍ମାନଙ୍କ ପ୍ରବେଶ ଉପରେ କଟକଣା ଏବଂ ସେମାନଙ୍କୁ ଦଲାଲ ଆଖ୍ୟା…
ହିଞ୍ଜିଳିକାଟୁ କୋର୍ଟରେ ସିଶୋର ଏମ୍ଡିଙ୍କ ଆତ୍ମସମର୍ପଣ
ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍.ଏ.): ସି-ଶୋର ଚିଟଫଣ୍ଡ ସଂସ୍ଥାର ଏମଡି ପ୍ରଶାନ୍ତ ଦାଶ ମଙ୍ଗଳବାର ହିଞ୍ଜିଳିକାଟୁ ଜେଏମ୍ଏଫସି କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ଆନ୍ତରୀଣ ଜାମିନ ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ କୋର୍ଟରୁ ସେ ୨ ଜଣ ଜାମିନଦାରଙ୍କ ଜରିଆରେ ୩୦ ହଜାର ଟଙ୍କା ଲେଖାଏ ମୁଚାଲିକାରେ…
ବୃକ୍ଷରୋପଣ ପାଲଟିଛି ପ୍ରହସନ
ଚମ୍ପୁଆ, ୨।୧୦(ଡି.ଏନ.ଏ.)-ଜୀବ ଜଗତ ବଞ୍ଚିରହିବା ତଥା ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ…
ଅସହାୟ ଭାବେ ବିତୁଛି ଜୀବନ
ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି ଅନ୍ଧାର ପାଲଟିଗଲା ା ଚାକିରି ଓ ରୋଜଗାର କରି ଯେଉଁ ମା’ଙ୍କୁ ପୋଷିବା ଲାଗି…
ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ
ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ ଥାନା ପୋଡି ଭଳି ଘଟଣାରେ ସଂଗ୍ରାମୀଙ୍କ ଆମତ୍ବଳିଦାନ ଇତିହାସକୁ ଆଜି ବି ଏ ମାଟି…
ବେଳାଭୂମିରୁ ବେଆଇନ ବାଲି ଚାଲାଣ
ରୂପ୍ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଜେସିବି ମେଶିନ୍ ଦ୍ୱାରା ବାଲି ଖନନ ହେବା ଯୋଗୁ ସମୁଦ୍ରକୂଳ ଆଡ଼ିବନ୍ଧରେ ଥିବା…
ବିଶ୍ୱ ଆଥଲେଟିକ୍ସ ଚାମ୍ପିନଶିପ୍: ୩୦୦୦ମି. ଷ୍ଟିପଲଚେଜ୍ ଫାଇନାଲରେ ଅବିନାଶ
ଦୋହା,୨।୧୦(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍ରେ ଭାରତର ଅବିନାଶ ସାବଲ୍ ପୁରୁଷ ୩୦୦୦ ମି. ଷ୍ଟିପଲଚେଜ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମେ ସେ ହାସଲ କରିଥିବା ଜାତୀୟ ରେକର୍ଡଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ତାଙ୍କ ଜାତୀୟ…
ମାଉଣ୍ଟ ଏଲବୃଶ୍ ଆରୋହଣ ଅଭିମୁଖେ ଲିପିକା
ଭୁବନେଶ୍ୱର, ୨।୧୦(କ୍ରୀଡ଼ା ପ୍ରତିନିଧି)-ବରଗଡ଼ର ପର୍ବତାରୋହୀ ଲିପିକା ସେଠ୍ ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃଶ୍ (୫,୬୪୨ ମିଟର/୧୮, ୫୧୦ ଫୁଟ) ଆରୋହଣ ଅଭିଯାନରେ ବାହାରିଛନ୍ତି। ସେ ସାଥୀ ପର୍ବତାରୋହୀଙ୍କ ସହ ନିଜର ସମସ୍ତ ଔପଚାରିକତା ପୂରଣ କରି ବେସ୍ କ୍ୟାମ୍ପ(୩,୮୦୦…
ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ
ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍ ଗ୍ରାହାମ ରିଡ୍ ତାଙ୍କୁ ୧୫୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ପଞ୍ଜାବ ଜଳନ୍ଧରର ମନଦୀପ ୨୦୧୩ରେ ନୂଆଦିଲ୍ଲୀଠାରେ ହକି ଓ୍ବାଲର୍ଡ…
ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ
ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ସିମରନଜିତ ସିଂ…
Archives


