Home

ନିଆରା ଢଙ୍ଗରେ ପାଳିଲେ ଦୀପାବଳି ପ୍ରଶାସନିକ ଅଧିକାରୀ, ସାଧାରଣ ଜନତା ସାମିଲ

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ଜିଲାରେ ବିଭିନ୍ନ ସ୍ଥାନରେ ସୋମବାର ନିଆରା ଢଙ୍ଗରେ ଦୀପାବଳି ପାଳିତ ହୋଇଯାଇଛି। ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ପିଲାମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଅନାଥାଶ୍ରମ ଓ ଜରାଶ୍ରମରେ ଦୀପାବଳି ପାଳନ କରିଥିଲେ। ସନ୍ଧ୍ୟାରେ…

ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ରଣପୁର,୨୯।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଖତିଆ ଭଞ୍ଜସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ୪ ବର୍ଷର ଶିଶୁଙ୍କ ରବିବାର ମୃତ୍ୟୁ ଘଟିଛି । ସେ ହେଲେ ଭଞ୍ଜସାହିର ରମେଶ ନାୟକଙ୍କ ସାନ ପୁଅ ବୁଲୁ ନାୟକ। ସେ ଉକ୍ତ ସାହିର…

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ…

ଏଲ୍‌ଭିବିି ମୁଖ୍ୟ ପଦବୀ ଦୌଡରେ ୭୦ ବରିଷ୍ଠ ଅଧିକାରୀ

ମୁମ୍ବାଇ,୨୯-୧୦: ତାମିଲନାଡୁ ଭିତ୍ତିକ ଲକ୍ଷ୍ମୀ ବିଳାସ ବ୍ୟାଙ୍କ(ଏଲ୍‌ଭିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଲାଗି ୭୦ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଦୌଡରେ ଅଛନ୍ତି। ଏହା ଏକ ମଧ୍ୟମ ବର୍ଗ ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ଚଳିତ ବର୍ଷ…

ପୌରସଂସ୍ଥା, ସଦରବ୍ଲକ କାର୍ଯ୍ୟାଳୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ:ଯୋଜନାର ଠିକ୍‌ ତଥ୍ୟ ରଖିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୨୯ା୧୦ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସଚିବମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଥିବାବେଳେ ଏହାର ଅନୁଧ୍ୟାନ କରିବାକୁ ଏବେ ମନ୍ତ୍ରୀଙ୍କ ପାଳିପଡିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ…

ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦ କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। ପ୍ରଶାସନ, ପୋଲିସ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ…

ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା

ଅନୁଗୋଳ ଅଫିସ, ୨୯ା୧୦ ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍‌ ବଢ଼ିଯାଇଛି। ଏହାକୁ ସହରବାସୀ, ପରିବେଶବିତ୍‌ମାନେ ସିଧାସଳଖ ଅନୁଭବ କରିପାରୁଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ ସହଜରେ ଏହି ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ବ୍ରୋକୋଲି:…

ଓସିଏ କାଉନ୍‌ସିଲ ବୈଠକ : ‘ଭିଜନ୍‌-୨୦୨୪’ ଉପରେ ଗୁରୁତ୍ୱ

କଟକ ଅଫିସ,୨୯।୧୦- କ୍ରିକେଟ ତୃଣମୂଳସ୍ତରରୁ ବିକାଶ ହେବ। ଗାଁ ଗହଳିରୁ ଭଲ କ୍ରିକେଟ ଖେଳାଳି ଖୋଜାଯିବେ। ଏ ଦିଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମସ୍ତ ପ୍ରଚେଷ୍ଟା କରିବ। ଏପରି କି ସ୍କୁଲ, କଲେଜସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟ ହେବା ସହ ରେସିଡେନ୍ସିଆଲ ବ୍ୟବସ୍ଥା…

ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷାରେ ପ୍ରେମ ସିଂ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୯|୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପ୍ପା ଇଣ୍ଟରନ୍ୟାଶନାଲ ରେଫରି କ୍ଲାସ-୨ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ୨୪ରେ ସିଙ୍ଗାପୁରଠାରେ ଏହି ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ…

ଏନ୍‌ସିଏ ମୁଖ୍ୟ ଡ୍ରାଭିଡଙ୍କୁ ଭେଟିବେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୯|୧୦(ପି.ଟି.)- ଦୀର୍ଘଦିନ ଧରି ଟିମ୍‌ମେଟ୍‌ ରହିଆସିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ବୁଧବାର ବେଙ୍ଗାଲୁରୁରେ ପରସ୍ପରକୁ ଭେଟିବେ। ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଡ୍ରାଭିଡ ନ୍ୟାଶନାଲ…

ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା ଚୋବାଇବା ସହିତ ଗ୍ଲାସେ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଏହା ରକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?