ପିଏମ୍ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା
ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ ୨୧ ହଜାର ୪୯ ନକଲି ସଞ୍ଚୟ ଖାତା ରହିଛି। ସେଥିମଧ୍ୟରୁ ଅଧିକାଂଶ ଭୂତ ଖାତା…
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ଦଶହରାକୁ ଫିକା କରିପାରେ ବର୍ଷା
ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଦଶହରାକୁ ଫିକା କରିପାରେ ବର୍ଷା। ଦଶହରା ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ୪ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ…
ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ
ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢାଇଛନ୍ତି ଜଣେ ଇଟାଲୀ ଯୁବକ। ସେ ହେଲେ ସ୍ବେଚ୍ଛାସେବୀ ସଂଗଠନ…
ଆଜି ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ସ୍ବତନ୍ତ୍ର ଆୟୋଜନ
ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଆଜି ମହାଷ୍ଟମୀ। ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପୂଜା ବୁଲା ପାଇଁ ଛୋଟଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଉତ୍କଣ୍ଠାର ସହ ଯୋଜନା ରଖିଛନ୍ତି। ଶନିବାର ମା’ଙ୍କ ମହାସପ୍ତମୀ ପୂଜା ସରିଛି। ନୀତିକାନ୍ତି ଅନୁଯାୟୀ ପ୍ରଥମେ କଳସଯାତ୍ରା…
ଆଇଏନ୍ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ
ନୂଆଦିଲ୍ଲୀ,୬ା୧୦: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଉଦ୍ଯୋଗୀ ଓ ସଚ୍ଚୋଟ…
ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ
ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ…
ଇସ୍ରୋ ବୈଜ୍ଞାନିକଙ୍କ ହତ୍ୟାକାରୀ ଗିରଫ: ସମଲିଙ୍ଗୀ ସମ୍ପର୍କ କାଳ ହେଲା
ହାଇଦ୍ରାବାଦ, ୬ା୧୦ : ଇସ୍ରୋ ବୈଜ୍ଞାନିକ ଏସ୍. ସୁରେଶ କୁମାରଙ୍କ ହତ୍ୟାକାରୀ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଛି। ଦୁହିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମଲିଙ୍ଗୀ ସମ୍ପର୍କ ଓ ଅର୍ଥ କାରବାର ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। କେରଳର ସୁରେଶ ଇସ୍ରୋର…
ଟ୍ରାଫିକ୍ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ
ନୂଆଦିଲ୍ଲୀ,୬ା୧୦(ଆଇଏଏନ୍ଏସ୍): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ମୋଟର ଯାନ ଆଇନ (ଏମ୍ଭିଏ)ରେ ମୋକଦ୍ଦମା ଚାଲିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୋଟରଯାନ…
ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା
ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର ବିଭିନ୍ନ ସହରକୁ ମଧ୍ୟ ବିକ୍ଷୋଭ ବ୍ୟାପିଲାଣି। ପ୍ରଧାନମନ୍ତ୍ରୀ ଆଦେଲ୍ ଅବ୍ଦେଲ ମହଦିଙ୍କ ଇସ୍ତଫା ଦାବି…
ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରୁ ସେ…
‘ଦେଶବ୍ୟାପୀ ଲାଗୁ ହେବ ଏକ ଟୋଲଦେୟ ବ୍ୟବସ୍ଥା’
ଭୁବନେଶ୍ୱର,୫।୧୦(ବ୍ୟୁରୋ)-ଦେଶର ଜାତୀୟ ରାଜପଥରେ ଯାଉଥିବା ଯାନବାହନ ଏଣିକି ଏକ ପ୍ରକାରର ଟୋଲ ଦେବେ। ଏ ନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପଦକ୍ଷେପ ଆରମ୍ଭ କରିଛନ୍ତିି। ରେଡିଓ ଫ୍ରିକ୍ୱେନ୍ସିଂ ଆଇଡେଣ୍ଟିିଫିକେଶନ୍ (ଆର୍ଏଫ୍ଆଇଡି) ତଥା ଫାସ ଟ୍ୟାଗ୍ ଜାତୀୟ ଇଲେକଟ୍ରୋନିକ୍ସ କଲେକ୍ସନ…
ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ
ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି। ହେଲେ ଅନେକ ସ୍ଥାନରେ…
Archives


