ନ୍ୟୁୟର୍କରେ ବିସ୍ଫୋରଣ: ୪ ମୃତ, ୩ ଆହତ
ନ୍ୟୁୟର୍କ,୧୨।୧୦: ଆମେରିକାର ନ୍ୟୁୟର୍କରେ ଥିବା ଏକ ପ୍ରାଇଭେଟ କ୍ଲବରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଶନିବାର ସକାଳ ୭ ସମୟରେ ବ୍ରୁକ୍ଲିନ୍ରେ ଏଭଳି…
ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍’: ଜଣେ ମୃତ, ୭୦ ଆହତ
ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା ପରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇପଡିଛି। ବାତ୍ୟା ପ୍ରଭାବରେ ପ୍ରବଳ…
ଏହି ଉପହାର ନେଇ ସ୍ବଦେଶ ଫେରିଲେ ଚାଇନା ରାଷ୍ଟ୍ରପତି
ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ଜି. ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବାବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ…
ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ
ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ ପରମେଶ୍ୱରଙ୍କ ୩୦ଟି ଠିକଣା ଉପରେ ଚଢାଉ କରିଥିଲା। ଏହି ଭୟରେ ରମେଶ ଗଣଭାରତୀ ଅଞ୍ଚଳରେ…
ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ
ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ସମ୍ପୂର୍ଣ୍ଣ ସଚେତନ। ଯାହାକୁ ମଣିଷ ଅଣଦେଖା କରି ଚାଲି ଯାଉଛନ୍ତି ସାମାନ୍ୟ ପଶୁଟିଏ…
ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…
ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସ୍ରୁ ଦୂରେଇ ରଖିବା ସହିତ ରକ୍ତରେ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରେ।…
ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ
ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ ଠାକ୍ରେ। କିନ୍ତୁ ସ୍କୁଲରେ ପଢ଼ିବାବେଳେ ତାଙ୍କ ନାଁ ଠାକ୍ରେରୁ ମର୍ଚ୍ଚାଣ୍ଟ କରାଯାଇଥିଲା। ତାଙ୍କୁ ଭାରତ…
ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମୀଷା ପଟେଲ
ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏକ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଅମୀଷା ଏବଂ ତାଙ୍କ ବନ୍ଧୁ କୁନାଲ ଘୁମର ରାଞ୍ଚିର ଫିଲ୍ମ ନିର୍ମାତା ଅଜୟଙ୍କୁ ୩ କୋଟି ଟଙ୍କାର ଏକ ଚେକ୍…
ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ
ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ମାନିବାକୁ ନାରାଜ। ଦେଶର ମାନ୍ଦା ଅର୍ଥନୀତିକୁ ଫିଲ୍ମ ଆୟ ସହ ତୁଳନା କରି ଫସିଯାଇଛନ୍ତି…
ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ପାଇଛି ସ୍ଥାନ
ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି। ‘ନିଶିୟାମା ଓନ୍ସେନ କ୍ୟୁନାକାନ୍’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ ପୁରାତନ।…
ଆଇତିପୁର ପଞ୍ଚାୟତ ହାଇସ୍କୁଲ ବିବାଦ ବଢୁଛି, ଜିଲାପାଳଙ୍କଠାରେ ଫେରାଦ ହେଲେ ଲୋକେ
ହାଟଡିହୀ,୧୨।୧୦(ଡି.ଏନ୍.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ହାଇସ୍କୁଲକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ, ପଞ୍ଚାୟତ ମଧ୍ୟ ଇଂରାଜୀ ବିଦ୍ୟାଳୟ…
ଟ୍ରକ୍ ଚୋରି ଉଦ୍ୟମ : ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ପିଟିଲେ ଲୋକେ
ଯୋଡ଼ା,୧୨।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ହାଟପଦାଠାରେ ଟ୍ରକ ଚୋରି ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ମାଡ଼ ମାରିବା ସହିତ ପୋଲିସରେ ଜିମା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଜୁରୁଡିସ୍ଥିତ ହାଟପଦାଠାରେ ୧୨ ଚକିଆ…
Archives


