ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ
କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ସଦର ଓ ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ସହରର ସୁନାପୁର ଓ ସଦର ଥାନା ଅନ୍ତର୍ଗତ ଅପରକୋଲାବ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ୧୬ ଜୁଆଡିଙ୍କୁ ଗିରଫ କରାଯାଇଥିବା…
ଭୁଶୁଡ଼ିଲା ଘର କାନ୍ଥ : ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ମା’ପୁଅ
ନିମାପଡ଼ା,୧୪ା୧୦(ଡି.ଏନ୍.ଏ.):ନିମାପଡ଼ା ଏନ୍ଏସି ଅଫିସର ୩ଶହ ମିଟର ଦୂରରେ ଥିବା ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦିବ୍ୟାଙ୍ଗ ମା’ପୁଅ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରେ ଦିବ୍ୟାଙ୍ଗ…
ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ
କଟକ ରୋଡ,୧୪ା୧୦(ଡି.ଏନ୍.ଏ.): ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ରମାକାନ୍ତ ନନ୍ଦ। ପୋଲିସ ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମରେ କ୍ୟାପିଟାଲ ଥାନାରେ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ, ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ଶିଶୁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ…
ଉପକାରୀ ସାଲାଡ
ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ ଖାଇବାକୁ କିଏ ବା ଭଲ ନ ପାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ବ୍ରେକ୍ଫାଷ୍ଟ ତାଲିକାରେ ସାମିଲ କରିଛନ୍ତି। କୌଣସି ଭୋଜିରେ ସାଲାଡକୁ ଏପରି ସଜାଇ ରଖାଯାଇଥାଏ ଯେ,…
ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ଅମ୍ଳଜାନର ପରିମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ
”ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁ ଦିନ ଧରି ଅଜଣା ରହି ଆସିଥିଲା ।…
ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼
ପୁରୀ ଅଫିସ,୧୪।୧୦: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷିଆଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି।…
ଆଇଆର୍ସିଟିସି ଶେୟାର ଦାମ୍ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍
ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେଶନ୍ (ଆଇଆର୍ସିଟିସି)ର ଶେୟାର ଦାମ୍ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍ ତୁଳନାରେ ଦୁଇଗୁଣାରୁ ଅଧିକ ହୋଇଯାଇଛି। ଏହାର ଇସ୍ୟୁ ଦାମ୍ ଶେୟାର ପିଛା ୩୨୦ଟଙ୍କା ଥିଲା।…
ଆର୍ମି ରାଲି ପାଇଁ ଟ୍ରେନ୍ରେ ବିନା ଟିକେଟରେ ଆସି ଗଣ୍ଡଗୋଳ : ସଂରକ୍ଷିତ ଯାତ୍ରୀଙ୍କୁ ହଇରାଣ, ମହିଳାଙ୍କୁ ଦୁର୍ବ୍ୟବହାର
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ପଡିଆରେ ସୋମବାର ଆର୍ମି ନିଯୁକ୍ତି ରାଲି ହେବ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପିଲାମାନେ ଟ୍ରେନ୍ରେ ରାଜଧାନୀକୁ ଆସୁଛନ୍ତି। ତେବେ ଏମାନେ ବିନା ଟିକେଟରେ ଟ୍ରେନ୍ରେ ଯାତ୍ରା କରିବା ସହ ମନଇଚ୍ଛା ବଗିରେ ପଶି…
କୁମାରପୂର୍ଣ୍ଣିମାରେ ଅଘଟଣ : ନୂଆ ଡ୍ରେସ୍ ନ ମିଳିବାରୁ ନାବାଳିକାଙ୍କ ଆତ୍ମହତ୍ୟା
ବାଳକାଟୀ,୧୪ା୧୦(ଡି.ଏନ.ଏ) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ରବିବାର କୁମାର ପୂର୍ଣ୍ଣିମା ଉତ୍ସବ…
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ପ୍ରଥମ ସ୍ନିପର ରାଇଫଲ୍
ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍ଏସ୍ଏସ୍ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ ନିର୍ମିତ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କମ୍ପାନୀର ପରିଚାଳନା…
ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ବିଶ୍ୱ ଦରବାରରେ ଖରାପ କରୁଛି। ଗୋଟିଏ ପଟେ ପର୍ଯ୍ୟଟକଙ୍କ ଆଗମନ…
Archives


