Home

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)। ଏନେଇ…

ସଫ୍ଟଓ୍ବେର ଚିହ୍ନଟ କରିବ ଫୁସ୍‌ଫୁସ୍‌ କ୍ୟାନ୍‌ସର

ଏଣିକି ଫୁସ୍‌ଫୁସ୍‌ କ୍ୟାନ୍‌ସରକୁ ସହଜରେ ଚିହ୍ନଟ କରିହେବ। ଦୀର୍ଘବର୍ଷର ଗବେଷଣା ପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ବିଶେଷଜ୍ଞମାନେ ଏଥିରେ ସଫଳ ହୋଇଛନ୍ତି। ସେମାନେ ଏପରି ଏକ ସଫ୍ଟଓ୍ବେର ପ୍ରସ୍ତୁତ କରିଛନ୍ତି, ଯାହାକୁ ବ୍ୟବହାର କରି ଫୁସ୍‌ଫୁସ୍‌ କ୍ୟାନ୍‌ସର ସମ୍ପର୍କରେ ସୂଚନା ମିଳିପାରିବ।…

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ରାମଚବୁତରାଠାରେ ୧୮୮୫ଠାରୁ ପୂଜା କରାଯାଉଛି। ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ମିଳିଛି। ଏହାର ଉତ୍ତରରେ…

ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର

ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏହି ଗ୍ରାମର ସନିଆ ନାମକ ଜଣେ ବ୍ୟକ୍ତି…

ସ୍କୁଲ ଜମିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧ ମୃତ, ୫ ଆହତ

ବାଲେଶ୍ୱର ଅଫିସ/ବାଲିଆପାଳ, ୧୪।୧୦(ସ୍ବ.ପ୍ର.): ବାଲେଶ୍ବର ଜିଲା ବାଲିଆପାଳ ଥାନା ନୁଆଗାଁ ପଞ୍ଚାୟତ କଟ୍ରମହଲ ଗାଁରେ ସୋମବାର ସ୍କୁଲ ଜମି ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗ୍ରାମର…

ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ ମୁକୁଳିବାର ବାଟ ଖୋଜିଥାଆନ୍ତି। ମାନସିକତା ଯଦି ନକାରାତ୍ମକ ରହେ ତେବେ ଏହାର ପ୍ରଭାବ ଜୀବନଶୈଳୀ…

ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ

”ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ ଯେଉଁମାନେ ତୀବ୍ର ଷ୍ଟ୍ରୋକ୍‌ରେ ବଞ୍ଚିଛନ୍ତି ସେମାନେ ଚାଲିବା ପାଇଁ ସକ୍ଷମ ନୁହନ୍ତି ଓ କାର୍ଯ୍ୟକରିବା…

ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ପରାମର୍ଶ: ନରସିଂହ ରାଓ-ମନମୋହନଙ୍କ ଆର୍ଥିକ ନୀତିକୁ ଗ୍ରହଣ କରନ୍ତୁ ମୋଦି

ନୂଆଦିଲ୍ଲୀ,୧୪।୧୦: ଦେଶର ଆଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକର ଏକ ଇଂଲିଶ୍‌ ଖବର କାଗଜରେ ପ୍ରକାଶିତ ଲେଖାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପୂର୍ବତନ…

ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ ଏହା ବିିଭିନ୍ନ ତଥ୍ୟରେ ପରିପୂର୍ଣ୍ଣ ଏବଂ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ। ଏହାର ସୁପ୍ରଭାବ…

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ ହାଇଟେକ୍‌ ସୋଫା ପ୍ରସ୍ତୁତ କରିଛି। ଏହାକୁ ‘ବ୍ଲଡ୍‌ ସର୍କୁଲେଟୋରି ମେଶିନ’ (ବିସିଏମ୍‌) ନାମରେ ନାମିତ…

୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍‌ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ

ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍‌ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍‌ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ କରାଯାଇଛି। ଏନେଇ ଏନ୍‌ଆଇଏ ଆଇଜି ଅଶୋକ ମିତ୍ତଲ ସୂଚନା ଦେଇଛନ୍ତି। ସର୍ବାଧିକ ୩୩ ସନ୍ଦିଗ୍ଧଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri