ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍ ଚୋରି
ଜାପାନ: ୧୫୯ ସାଇକେଲର ସିଟ୍ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ ଆକିୟୋ ହାତୋଡ଼ି। ତେବେ କେବଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ୧୫୯ଟି ସାଇକେଲ୍ର ସିଟ୍…
ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍ ସ୍ବାମୀ
ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ ଭାଜପା ଏମ୍ପି ସୁବ୍ରମଣ୍ୟମ୍ ସ୍ବାମୀ ସୂଚନା ଦେଇଛନ୍ତି। ଭାରତରେ ମୁସଲମାନ ଶାସକଙ୍କ ଦ୍ୱାରା ୪୦…
ମାତ୍ର ୫୧ ଟଙ୍କା
ବଲିଉଡ୍ର ହି-ମ୍ୟାନ୍ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ସତେଜ ହୋଇ ରହିଛି। ଧର୍ମେନ୍ଦ୍ରଙ୍କ ଅଭିନୟ କେତେ ଜୀବନ୍ତ ତାହା ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ…
ମେନ୍ୟୁ କାର୍ଡ ମେଶିନ୍ କହିଥାଏ ଗ୍ରାହକଙ୍କ ପସନ୍ଦ
ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନା ନାହିଁ ସେ ନେଇ ଗ୍ରାହକ ଅଜଣା ରହିଥାନ୍ତି। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ…
ନଟି ବରୁଣ
ବଲିଉଡ୍ର ୟଙ୍ଗ ସେନସେଶନ ବରୁଣ ଧାଓ୍ବନ। ଆଗଧାଡିର ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ପୁଅ ହେଲେ ମଧ୍ୟ ଅଭିନେତା ଭାବରେ ସେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପସନ୍ଦ କରନ୍ତି। ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ। ସ୍କୁଲରେ ପଢ଼ିବା ସମୟରେ…
ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା ଆସନ ମଧ୍ୟରୁ ୧୬୪ରେ ଭାଜପା ପ୍ରାର୍ଥୀ ଦେଇଥିବାବେଳେ ୧୨୪ ଆସନରେ ଶିବସେନା ପ୍ରାର୍ଥୀ ନିର୍ବାଚନ…
ବିଜେପୁର ଉପନିର୍ବାଚନ: ରୋଡ୍ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ…
ମଲ୍ଲିକା, ଚାଲ ଯିବା ଚିଲିକା
‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍ କଲିଣି, ଗଡ୍ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ ପାଇଁ ଟିକେ ନେବି ବୋଲି, ପୁଚି ପୁଚି ମୁଚି ଲୁଚି ଲୁଚିକା(କୋଉଠି ନବୁ ଏ…
ରାଜଧାନୀରେ ଲୋକେ ଅଣନିଃଶ୍ୱାସୀ
ନୂଆଦିଲ୍ଲୀ,୧୭।୧୦: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏବେଠାରୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଥିବା ଅଭିଯୋଗ ଆସିଲାଣି। ଆଗକୁ ଏହା ଆହୁରି ବଢିବ ବୋଲି କୁହାଯାଇଛି। ସେଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ…
ପାକିସ୍ତାନକୁ ପ୍ରିନ୍ସ ଓ୍ବିଲିୟମ୍ ଓ କେଟ୍ ମିଡିଲଟନ୍ଙ୍କ ରାଜକୀୟ ଯାତ୍ରା
ଇସ୍ଲମାବାଦ : ପାକିସ୍ତାନକୁ ୫ ଦିନିଆ ଗସ୍ତ କରିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ଓ ସ୍ତ୍ରୀ କେଟ୍ ମିଡିଲଟନ୍। ସେଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ରାଷ୍ଟ୍ରପତି ଆରିଫ୍ ଆଲ୍ଭିଙ୍କୁ ସାକ୍ଷାତ କରିଛନ୍ତି। ଏହି ରାଜକୀୟ ଯାତ୍ରା ଲାଗି…
ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା
ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍ଆର୍ ନେତନ୍ନା ନେସ୍ତାମ୍ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।…
ଘାରିଛି ଅଭିନୟ ନିଶା
ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍ଅପ୍ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ ଅଭିନୟ ସହଜ କଥା ନୁହେଁ। ହେଲେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଅପେରା…
Archives


