ବ୍ରହ୍ମପୁରରେ ସୁଧୁରିନି ପାଣି ସମସ୍ୟା : ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ନିର୍ଦ୍ଦେଶ
ଛତ୍ରପୁର,୨୦ା୧୦(ଡି.ଏନ.ଏ)-ବ୍ରହ୍ମପୁର ମହାନଗର ନିଗମରେ ପାଣି ସମସ୍ୟା ଦୂର କରିବା ପାଇଁ ବ୍ୟୟ ବହୁଳ ଜାନିବିଲି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଏହି ପ୍ରକଳ୍ପ ଉଦ୍ଘାଟନ ହୋଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନି। ଏପରିକି ପାଇପ୍ ବିଛା କାମଠାରୁ ଆରମ୍ଭ କରି…
ଜଙ୍ଗଲ ଜମି ଅଧିକାର କର୍ମଶାଳା
ଆସିକା,୨୦ା୧୦(ଡି.ଏନ୍.ଏ.) -ରାଜ୍ୟର ବିଭିନ୍ନ ଜଙ୍ଗଲରେ ବସବାସ କରୁଥିବା ବନବାସୀ ପରିବାରର ସାମଗ୍ରୀକ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଏହି ପରିବାର ମାନଙ୍କର ସାମଗ୍ରୀକ ସ୍ବାର୍ଥ ରକ୍ଷା ହାସଲ କରିବା ଦିଗରେ ଦାୟିତ୍ୱରେ ଥିବା…
୯ ଗୋଟି କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି – ୨୦୧୯
ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ୧୧ଗୋଟି କ୍ଲଷ୍ଟର ମଧ୍ୟରୁ କଣ୍ଟିଲୋ ଓ ରାଣୀଛେଲ୍ଲୀକୁ ବାଦ ଦେଇ ଅବଶିଷ୍ଟ ୯ଟି କ୍ଲଷ୍ଟରରେ ଶନିବାର ଶିଶୁ ମହୋତ୍ସବ ସୁରଭି – ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ବ୍ଲକ…
ଆଇଆଇଏମ୍ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’
ଢେଙ୍କାନାଳ ଅଫିସ, ୨୦ା୧୦ ଢେଙ୍କାନାଳସ୍ଥିତ ଆଇଆଇଏମ୍ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍ଷ୍ଟିଚ୍ୟୁଟ୍ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ବକ୍ତାଭାବେ ଯୋଗଦେଇ କହିଲେ, ସହଯୋଗ ମିଳିଲେ…
ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ
ହାଟଡିହୀ, ୨୦।୧୦(ଡି.ଏନ୍.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମର ଦେହୁରୀସାହିର ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଇ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଦୀର୍ଘ ବର୍ଷ ହେବ ସମସ୍ୟାର ସମାଧାନ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରଶାସନର ଦ୍ୱାରସ୍ଥ…
ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା ଦିଗରେ ସରକାର ଅଧିକ ପଦକ୍ଷେପ ନେବେ। ଏ ନେଇ ଯୋଜନା ରହିଥିବା ସରକାରଙ୍କ ମୁଖ୍ୟ…
ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍
ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପୟିନଶିପ୍ ଉଦ୍ଘାଟିତ ହୋଇଯାଇଛି। ଜିଲା ଆସୋସିଏଶନର ସମ୍ପାଦକ ମନୋରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି…
ବାଂଲାଦେଶ ଟି୨୦ ସିରିଜ୍: କୋହଲିଙ୍କୁ ଦିଆଯାଇପାରେ ବିଶ୍ରାମ
ନୂଆଦିଲ୍ଲୀ,୨୦।୧୦(ପି.ଟି.)- ଆସନ୍ତା ନଭେମ୍ବର ୩ ତାରିଖରୁ ବାଂଲାଦେଶ ଓ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ। ଏହି ସିରିଜ୍ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଗତବର୍ଷ ଅକ୍ଟୋବରଠାରୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ୫୬…
ମହିଳା ବିବିଏଲ: ପଡ଼ିଆରେ ମହିଳା କ୍ରିକେଟରଙ୍କୁ ବିବାହ ନିବେଦନ
ଆଡିଲେଡ୍,୨୦।୧୦- ଚଳିତ ମହିଳା ବିଗ୍ ବାଶ ଲିଗ୍ (ବିବିଏଲ)ରେ ଶନିବାର ମେଲବୋର୍ନ ରେନେଗାଡେସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ଜିତିବା ପରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଲେଗ୍ ସ୍ପିନର ଆମାଣ୍ଡା ଜାଡେ ଓ୍ବେଲିଂଟନ ଦଳୀୟ ଖେଳାଳିଙ୍କ ସହ ଫଟୋ ନେଉଥିବାବେଳେ ତାଙ୍କୁ ଆଶ୍ଚର୍ଯ୍ୟ କଲା…
ଭାରତ ରନର୍ସ ଅପ୍
ଜୋହର ବାହରୁ (ମାଲେସିଆ), ୨୦ା୧୦- ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଚାଲିଥିବା ୯ମ ସୁଲ୍ତାନ ଅଫ୍ ଜୋହର କପ୍ ଟୁର୍ନାମେଣ୍ଟର ଫାଇନାଲରେ ହାରିଯାଇଛି। ଗ୍ରେଟ୍ ବ୍ରିଟେନ ୨-୧ ଗୋଲରେ ବିଜୟ ଲାଭ କରି ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା…
ଶୀତଦିନେ ପିଅନ୍ତୁ ଏହି ଚା’…
ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ମିସିଗାନ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଲବଙ୍ଗରେ…
ଏହି ପତ୍ରର ରହିଛି ଅନେକ ଔଷଧୀୟ ଗୁଣ
ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ଏଥିରେ ଥିବା ଭିଟାମିନ୍ ଏ, ବି, ସି, କ୍ୟାଲସିୟମ,…
Archives


