ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ
ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ ହେଉ ପଛେ ଏଭଳି ପଦକ୍ଷେପ ଦ୍ୱାରା ଘରୋଇ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା...
ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ
ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନକୁ ଆଗାମୀ ୨ ବର୍ଷ ମଧ୍ୟରେ ମେମୁ ଟ୍ରେନରେ ରୂପାନ୍ତରିତ କରାଯିବାକୁ...
ରଥରେ ଯାନ୍ତି ଗନ୍ଧର୍ବ, ଯକ୍ଷ ଓ ଅପ୍ସରା
ପୁରୀ ଅଫିସ, ୨୩ା୬: ବିଶ୍ୱବ୍ରହ୍ମାଣ୍ଡର ହିତ ନିମନ୍ତେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଏଥିପାଇଁ ପ୍ରତିବର୍ଷ ତିନିଗୋଟି ରଥ ନିର୍ମିତ ହୋଇଥାଏ। ଏହି ରଥରେ ଚତୁର୍ଦ୍ଧାବିଗ୍ରହଙ୍କ ସହିତ ରାମ, କୃଷ୍ଣ ଓ ମଦନମୋହନ ଯାଇଥାନ୍ତି। ଏଥିସହିତ ଗନ୍ଧର୍ବ,...
ଓଷୁଅ ଲାଗି ହେଲେ ଠାକୁର
ପୁରୀ ଅଫିସ, ୨୩ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ। ଜ୍ୱରରୁ ଉପଶମ ପାଇବା ପାଇଁ ଅଣସର ଘରେ ଚତୁର୍ଦ୍ଧାବିଗ୍ରହଙ୍କର ଚାଲିଛି ଗୁପ୍ତ ସେବା। ଭିତର ଅଣସର ପିଣ୍ଡିରେ...
ବିବାହର ୧୫ ଦିନ ପରେ ସ୍ବାମୀକୁ ଲୁଟି ସ୍ତ୍ରୀ ଫେରାର
ରୋହତକ, ୨୩।୬: ବେଳେବେଳେ ଅଜବ ଖବର ଲୋକଲୋଚନକୁ ଆସିଥାଏ, ଯାହା ଶୁଣିଲେ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। କିନ୍ତୁ ଘଟଣା ସତ୍ୟ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ଜିନ୍ଦ୍ ଜିଲାରେ। ନିଜ ସ୍ବାମୀଙ୍କୁ ଲୁଟି ଫେରାର ହୋଇ...
ଅଣ-ଗାନ୍ଧୀ ପରିବାର ବ୍ୟକ୍ତିଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯାଉ: ମଣିଶଙ୍କର
ନୂଆଦିଲ୍ଲୀ, ୨୩।୬: କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀ ରହିବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଣ-ଗାନ୍ଧୀ ପରିବାର ବ୍ୟକ୍ତିଙ୍କୁ...
ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…
ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ। ନୀଳାଚଳକୁ...
‘ରାମକଥା’ ଉତ୍ସବ ଚାଲିଥିବାବେଳେ ଭୁଶୁଡିଲା ମଞ୍ଚ: ୧୪ ମୃତ
ଜୟପୁର, ୨୩।୬: ରାଜସ୍ଥାନର ବାରମେରରେ ‘ରାମକଥା’ ଉତ୍ସବ ଚାଲିଥିଲାବେଳେ ମଞ୍ଚ ଭୁଶୁଡି ପଡିଛି। ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୫ଜଣ ଆହତ ହୋଇଛନ୍ତି। ହଠାତ୍ ବର୍ଷା ପବନ ଆସିବାରୁ ପେଣ୍ଡାଲ ଭୁଶୁଡି ପଡିଥିଲା ବୋଲି ଜଣାପଡିଛି। ମଞ୍ଚ ଉପରେ ‘ରାମକଥା’...
ବିବାହ ସାରି ଭାରତ ଫେରିଲେ ନୁସରତ ଜହାଁ
ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍ପି ନୁସରତ ଜହାଁ ବିବାହ ସାରି ଭାରତ ଫେରିଛନ୍ତି। ସ୍ବାମୀ ନିଖିଲ ଜୈନଙ୍କ ସହ ବିମାନ ବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଗତ ୧୯ ତାରିଖରେ ବିବାହ...
ଭିନ୍ନକ୍ଷମ କଇଁଛ ପାଇଁ ସ୍ବତନ୍ତ୍ର ହ୍ବିଲ୍ ଚେୟାର୍
ଲୁସିୟାନା, ୨୩।୬:ସାଧାରଣତଃ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହ୍ବିଲ୍ ଚେୟାର୍ ନିର୍ମାଣ କରାଯାଉଥିବା ଦେଖାଯାଏ। କିନ୍ତୁ ଲୁସିୟାନା ଷ୍ଟେଟ ୟୁନିଭରସିଟିର ଛାତ୍ର ଏବଂ ଡାକ୍ତରମାନେ ମିଶି ଏକ ଭିନ୍ନକ୍ଷମ କଇଁଛ ପାଇଁ ହ୍ବିଲ୍ ଚେୟାର୍ ନିର୍ମାଣ କରିଛନ୍ତି। ୧୫ ବର୍ଷ ବୟସ୍କ...
ଏହି ସ୍ମାର୍ଟଫୋନ ବ୍ୟବହାର କରନ୍ତି ମୋଦି, ଶାହ
ନୂଆଦିଲ୍ଲୀ, ୨୩।୬: ଆଜିକାଲି ସ୍ମାର୍ଟଫୋନ ଧରିବା ଅଛି ସମସ୍ତଙ୍କର ସଉକ। ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ବିଭିନ୍ନ ସଦସ୍ୟ କେଉଁ ସ୍ମାର୍ଟ ଫୋନ୍ ବ୍ୟବହାର କରନ୍ତି, ତାହା ଜାଣିବାକୁ...
୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ
ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା ଥିବାବେଳେ କୋର୍ଟ ତାଙ୍କ ଖୁସିରେ ପାଣି ପକାଇଦେଇଛନ୍ତି। ଜିତିଥିବା ରାଶିର ଅଧା ଅଂଶକୁ...
Archives


