Home

ବିଶ୍ୱରେ ସବୁଠାରୁ ଅଧିକ ଏହି ଦେଶର ଲୋକେ ଛାଡୁଛନ୍ତି ଇସଲାମ ଧର୍ମ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨।୪: ଇସଲାମ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ଧର୍ମ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ମୁସଲମାନଙ୍କ ଜନସଂଖ୍ୟା ୨୦୦ କୋଟିରୁ ଅଧିକ। ତଥାପି, ଏହା ସତ୍ତ୍ୱେ, ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ଇସଲାମ ଧର୍ମ ପରିତ୍ୟାଗ କରୁଛନ୍ତି। ପ୍ୟୁ…

ଖଡ଼ିଛୁଆଁର ଶୁଭାରମ୍ଭ କଲେ ବିଧାୟକ, କହିଲେ ପିଲା କିପରି ଉତ୍ତମ ଶିକ୍ଷା ଲାଭ କରିବେ ଆମ ସରକାର…

ଭଞ୍ଜନଗର,୨ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ତିଲିସିଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିଶୁ ବାଟିକା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ବାଲ…

Myanmar Earthquake: ଚମତ୍କାର! ୫ ଦିନ ପରେ ଭଙ୍ଗା ଘର ତଳୁ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ନାପିଦାଉ,୨।୪: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି ଏବେ ବି ଜାରି ରହିଛି। ଏହି କ୍ଷେତ୍ରରେ, ଉଦ୍ଧାରକାରୀମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମ୍ୟାନମାରରେ ଘଟିଥିବା ଭୟଙ୍କର ଭୂମିକମ୍ପର ୫ ଦିନ ପରେ ବୁଧବାର…

ଚାଇନାର ଅପରେଶନ ‘straight-thunder-2025 A’କୁ ନେଖି ଛାନିଆ ହେଲାଣି ବିଶ୍ୱ, ଜାଣନ୍ତୁ କେଉଁ ଦେଶ ବିରୋଧରେ….

ବେଜିଂ,୨।୪: ବୁଧବାର ଚାଇନା ସେନା ତାଇୱାନ ଚାରିପାଖରେ ଦ୍ୱିତୀୟ ଦିନର ସାମରିକ ଅଭ୍ୟାସ ଆରମ୍ଭ କରିଛି। ଏହି ଅଭ୍ୟାସକୁ ପ୍ରଥମ ଥର ପାଇଁ ଏକ କୋଡ ନାମ ଦିଆଯାଇଥିଲା – ‘ଷ୍ଟ୍ରେଟ ଥଣ୍ଡର-୨୦୨୫ଏ’। ଚାଇନା କହିଛି ଯେ ଏହି ଅଭ୍ୟାସ ତାଇୱାନକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବଙ୍କ ଦରମା କେତେ ଜାଣନ୍ତି

ନୂଆଦିଲ୍ଲୀ,୨।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଉଛନ୍ତି ଡକ୍ଟର ପ୍ରମୋଦ କୁମାର ମିଶ୍ର। ସେ ଭାରତୀୟ ପ୍ରଶାସନିକ ସେବା (IAS)ର ୧୯୭୨ ବ୍ୟାଚର ଗୁଜରାଟ କ୍ୟାଡରର ଜଣେ ଅବସରପ୍ରାପ୍ତ ଅଧିକାରୀ। ପ୍ରମୋଦ କୁମାର ସେପ୍ଟେମ୍ବର ୨୦୧୯ରେ ଏହି ପଦବୀର ଦାୟିତ୍ୱ ଗ୍ରହଣ…

ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି।…

କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୪: ଭୁବନେଶ୍ବରରେ ବୁଧବାର ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି। ନୂଆ…

ରୋଚକ ମୋଡ଼ ନେଉଛି କୁକୁଡ଼ାଖଣ୍ଡି ବ୍ଲକ ରାଜନୀତି

ବ୍ରହ୍ମପୁର,୨ା୪:ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ୨୦୨୪ ଜୁନ ୬ରେ ମୃତ୍ୟୁ ହୋଇଥିଲା। ଏହାପରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ସରକାରୀ ନିୟମ ଅନୁଯାୟୀ ୧୮୦ ଦିନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ…

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ ପିଏଲଏ ସୈନିକଙ୍କ ଦୁଃସାହସର ଉପଯୁକ୍ତ ଜବାବ ଦେଇଥିଲା। ଡ୍ରାଗନର ସୈନିକମାନଙ୍କ ମୃତଦେହ ଏଣେତେଣେ ପଡ଼ି…

ଯୁବକବି ସୁନୀଲଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ସଭା ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଉର୍ଦ୍ଧ୍ୱ…

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ ହେବ, ଯାହା ପାଇଁ ସମଗ୍ର ବିରୋଧୀ ଏକତ୍ରିତ ହୋଇଛନ୍ତି। ୱାକଫ (ସଂଶୋଧନ) ବିଲ ସମ୍ପର୍କରେ…

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ ଯୁକ୍ତ ୩ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri