Home

ହେଲିକପ୍ଟରରେ ନୂଆପଡ଼ା ଯିବେ ପୋଲିଂ ପାର୍ଟି

ନୂଆପଡ଼ା,୧୦ା୧୧(ମକାରୁ ବେମାଲ): ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର ଗୋତମା…

ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ମେଡିକାଲ କଲେଜରୁ ୨ AK-47 ରାଇଫଲ ଜବତ

ଫରିଦାବାଦ,୧୦।୧୧: ହରିୟାଣାର ଫରିଦାବାଦ ଜିଲାର ଏକ ମେଡିକାଲ କଲେଜରୁ ଦୁଇଟି AK-47 ରାଇଫଲ ଏବଂ ପ୍ରାୟ ୩୫୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଏହି ଜବତ କରିଛି। ମେଡିକାଲ କଲେଜ ମାମଲାରେ ଗିରଫ ହୋଇଥିବା ଆଉ ଜଣେ ଡାକ୍ତରଙ୍କ…

ମୁଁ କୁରାନ ଛୁଇଁ କହୁଛି…ଭାଜପା ସହ ମେଣ୍ଟକୁ ନେଇ ଓମାର ଅବଦୁଲ୍ଲା କଲେ ଚାଞ୍ଚଲ୍ୟକର ଖୁଲାସା

ଶ୍ରୀନଗର,୧୦।୧୧: ନଭେମ୍ବର ୧୧ ତାରିଖରେ ବଡଗାମ ଏବଂ ନାଗ୍ରୋଟା ବିଧାନସଭା ଆସନରେ ଉପନିର୍ବାଚନ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ ଭାଜପା ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଭାଜପା ନେତା…

ସର୍ପଦେବୀ ରୂପେ ପୂଜା ପାଆନ୍ତି ମା’ ମନସା: ଧର୍ମନିକିତିରେ ଏଠି ଓଜନ ହୁଅନ୍ତି ଶିଶୁ, କାରଣ ଜାଣିଲେ…

ମହାକାଳପଡ଼ା,୧୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପିତାପାଟ ଗାଁରେ ପୂଜା ପାଆନ୍ତି ଅକାଳ ବୋଧନ ସର୍ପ ଦେବୀ ମା’ ମନସା। ୨୯ ବର୍ଷ ପୂର୍ବେ କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨ ପରିବାରରେ ଦିନେ ଦୁଇ…

୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୧୦।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ, ସେ…

ଖସୁଛି ପାରଦ: ଥରୁଛି ଦାରିଙ୍ଗବାଡ଼ି, ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଥରୁଛି ଦାରିଙ୍ଗବାଡ଼ି। ସୋମବାର ଭୋର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଶୀତ ବିଳମ୍ବରେ ଆସିଥିଲେ ମଧ୍ୟ ଗତ ୩ ଦିନ ହେଲା ତାପମାତ୍ରା ତଳମୁହାଁ ହୋଇଛି। ବିଳମ୍ବିତ ରାତିଠାରୁ ଘନ କୁହୁଡ଼ି…

ବାପାଙ୍କୁ ପେଟେ ମଦ ପିଆଇ ୫ ବର୍ଷର ଝିଅ ସହ ଏମିତି କାମ କଲେ ସାଙ୍ଗ: ଅବସ୍ଥା ଖରାପ ହେବାରୁ…

ନୂଆଦିଲ୍ଲୀ,୧୦।୧୧: ଉତ୍ତର ପ୍ରଦେଶର ଆମ୍ବେଦକର ନଗରର ଏକ ଗାଁରେ ଜଣେ ପାଞ୍ଚ ବର୍ଷର ଝିଅକୁ ତାଙ୍କ ବାପାଙ୍କ ବନ୍ଧୁ ବଳାତ୍କାର କରିଛନ୍ତି। ଝିଅଟିର ଅବସ୍ଥା ଖରାପ ହେବା ପରେ ଅଭିଯୁକ୍ତ ତାଙ୍କୁ ଘର ବାହାରେ ଛାଡି ପଳାଇ ଯାଇଥିଲା। ନିର୍ଦ୍ଦୋଷ ଝିଅଟି…

ବଡ଼ ଘୋଷଣା କଲେ ଟ୍ରମ୍ପ: ହୋଇଯିବେ ମାଲାମାଲ

ଓ୍ବାଶିଂଟନ୍‌,୧୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ (ଧନୀ ବ୍ୟକ୍ତି ବ୍ୟତୀତ) ୨,୦୦୦ ଡଲାର ପେମେଣ୍ଟ ପାଇବେ। ଏହି…

ବିହାର ଭୋଟ: ମହିଳା ନେବେ ନିର୍ଣ୍ଣାୟକ ଭୂମିକା

ପାଟନା/ନୂଆଦିଲ୍ଲୀ,୧୦ା୧୧(ପି.ଟି./ଏଜେନ୍ସି):ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହାତରେ ମାତ୍ର ୨ ଦିନ ଥିବାରୁ ସବୁ ଦଳ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶେଷକରି ମହିଳା ଭୋଟରଙ୍କୁ…

ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରି ବାଇକ୍‌ ଜାଳିଦେଲେ ଆଉ ଜଣେ ବାଇକ୍‌ ଚାଳକ

ଭଞ୍ଜନଗର,୧୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନାରେ କାର୍ଯ୍ୟରତ ଥିବା ହୋମ୍‌ଗାର୍ଡ ଗଜେନ୍ଦ୍ର ନାୟକଙ୍କୁ ରବିବାର ତାଙ୍କ ଗ୍ରାମର ଜିତୁ ନାୟକ ଆକ୍ରମଣ କରିଥିଲେ। ଏହାପରେ ଗଜେନ୍ଦ୍ରଙ୍କ ବାଇକ୍‌କୁ ଜିତୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା…

ଆମେରିକାରେ ଓଡ଼ିଆ ପୋଷ୍ୟକନ୍ୟାଙ୍କୁ ନିର୍ଯାତନା: ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ

ଭୁବନେଶ୍ୱର,୧୦ା୧୧(ସତ୍ୟଜିତ ରାଉତ):ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ। ଆମେରିକୀୟ ମା’, ବାପାଙ୍କୁ ପାଇ ନୂଆ ଜୀବନ ଜିଇବାକୁ…

ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୦ା୧୧(ବନ୍ଦନା ସେଠୀ):ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭ ଡିଗ୍ରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?