ସିଦ୍ଧରମୈୟାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, MUDA ମାମଲାରେ ମିଳିଲା ନାହିଁ କୌଣସି ପ୍ରମାଣ
ବେଙ୍ଗାଲୁରୁ,୧୯।୨: MUDA ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି। ଲୋକାୟୁକ୍ତ ପୋଲିସ କହିଛି ଯେ ଏହି ମାମଲାରେ ସିଦ୍ଧରମୈୟା, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ। ଲୋକାୟୁକ୍ତ ପୋଲିସର କହିବା…
୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ…
କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବର୍ନିମିତ ଆଶ୍ରମକୁ ଶନିବାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲ କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ…
ଭିକ୍କି କୌଶଲଙ୍କ ପିଲ୍ମ ଦେଖିଥିବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି
ବେଙ୍ଗାଲୁରୁ,୧୯।୨: ଦର୍ଶକେ ବଡ଼ ପରଦାରେ ସିନେମା ଦେଖିବାକୁ ସିନେମା ହଲ ଯାଆନ୍ତି କିନ୍ତୁ ବର୍ତ୍ତମାନ ସିନେମା ଦେଖିବା ସମୟରେ ସେମାନଙ୍କୁ ଲମ୍ବା ବିଜ୍ଞାପନ ମଧ୍ୟ ଦେଖିବାକୁ ପଡ଼ୁଛି। ମୁଭିର ଅବଧି କମ କିନ୍ତୁ ଏହି ବିଜ୍ଞାପନ ଯୋଗୁଁ ସମୟ ବୃଦ୍ଧି ପାଇଯାଉଛି।…
Teslaରେ ଚାକିରି ଲାଗି ଅନ୍ଲାଇନ୍ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…
ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍ଲା କାର୍ ଭାରତରେ ପ୍ରବେଶ କରିବାକୁ ଯାଉଛି। ମସ୍କଙ୍କ କମ୍ପାନୀ ଟେସଲା ମୋଟର୍ସ ଭାରତୀୟ ଲୋକଙ୍କ ପାଇଁ…
ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…
ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ…
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କଲେ ଉଦୟନିଧି
ନୂଆଦିଲ୍ଲୀ,୧୯।୨: ସନାତନ ଧର୍ମକୁ ବିରୋଧ କରୁଥିବା ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏବେ ହିନ୍ଦୀ ଭାଷା ବିରୁଦ୍ଧରେ ବିଷ ଓଗାଳିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ହିନ୍ଦୀ ଯୋଗୁଁ ତାମିଲ ଭାଷା ଲୋପ ପାଇଯିବ। ମଙ୍ଗଳବାର…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗୁଟ୍ଖା-ପାନ ମସଲା ଉପରେ ଲାଗିଲା ବ୍ୟାନ୍, ଖାଇଲେ କିମ୍ବା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ
ରାଞ୍ଚି,୧୯।୨: ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁଟ୍ଖା- ପାନ ମସଲା ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ ଲଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିଫିକେଶନ ଜାରି କରାଯାଇଛି। ଏଭଳି ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ବଜାରରେ…
ଚାଇନା ସହଯୋଗରେ ଏମିତି ଏକ ବଡ଼ କାମ କରିବାକୁ ଯାଉଛି ପାକିସ୍ତାନ, ୨୦୨୮ ସୁଦ୍ଧା…
ଇସଲାମାବାଦ/ବେଜିଂ,୧୯।୨: ପାକିସ୍ତାନର ମହାକାଶ ସଂସ୍ଥା ସୁପାରକୋ(SUPARCO) ଘୋଷଣା କରିଛି ଯେ ପାକିସ୍ତାନର ପ୍ରଥମ ଚନ୍ଦ୍ରମା ରୋଭର ମିଶନ ୨୦୨୮ରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଏବଂ ଚାଇନା ମଧ୍ୟରେ ମହାକାଶ ସହଯୋଗ ଅଧୀନରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି। ଏହି ମିଶନ…
ହଠାତ୍ ଶୋ’ ଛାଡ଼ି ଚମକାଇଲେ Dipika Kakar
ମୁମ୍ବାଇ: ଟେଲିଭିଜନର ଚର୍ଚ୍ଚିତ ଶୋ’ ‘ସେଲିବ୍ରିଟି ମାଷ୍ଟରଶେଫ୍’ ଦର୍ଶକଙ୍କ ହୃଦୟ ଜିତୁଛି। ଅଭିନେତା ଗୌରବ ଖନ୍ନାଙ୍କଠାରୁ ଆରମ୍ଭ କରି ତେଜସ୍ବୀ ପ୍ରକାଶଙ୍କ ଭଳି କଳାକାର ନିଜର କୁକିଂ ସ୍କିଲ୍କୁ ପ୍ରମାଣିତ କରୁଛନ୍ତି। ଶୋ’ରେ ଅନ୍ୟତମ ପ୍ରତିଯୋଗୀ ତଥା ଅଭିନେତ୍ରୀ ଦୀପିକା କକ୍କଡ…
କିସ୍ମିସ୍ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା
ଦୀର୍ଘଦିନ ଧରି କିସ୍ମିସ୍ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍ମିସ୍ ଖାଇବାର ସଠିକ୍ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍ମିସ୍ ଖାଇବାର ଫାଇଦା ବିଷୟରେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିସ୍ମିସ୍କୁ ଭିଜାଇ ଖାଇଲେ ଏହାର ଦୁଇଗୁଣ ଫାଇଦା ବା…
KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍ ନ ହେଲେ…ଓଡ଼ିଶାରେ ଚହଳ
ଭୁବନେଶ୍ୱର,୧୯।୨: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ…
ଏଠି ମାଗଣାରେ ମିଳିବ ମଦ, ହ୍ୟାଙ୍ଗଓଭର ପାଇଁ ବି ଛୁଟି, କର୍ମଚାରୀଙ୍କୁ ଖୁସି କରିବାକୁ…
ଟୋକିଓ: ଜାପାନରେ କର୍ମଚାରୀ ସଂଖ୍ୟା ହ୍ରାସ ପାଉଥିବାରୁ, କମ୍ପାନୀଗୁଡ଼ିକ ଯୁବ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ସୁନ୍ଦର ଉପାୟ ଖୋଜୁଛନ୍ତି। ରିପୋର୍ଟ ଅନୁଯାୟୀ, ବଡ଼ ବଡ଼ କମ୍ପାନୀଗୁଡ଼ିକ ଲୋକଙ୍କ ଦରମା ବୃଦ୍ଧି କରୁଥିବା ବେଳେ, ସେହି ଦରମା ସହିତ ମେଳ…
Archives


