Home

ଭାରତକୁ ଧମକାଇଲେ…ଟାରିଫ୍‌କୁ ନେଇ ଆମେରିକାକୁ ବଡ଼ ଚେତାବନୀ ଦେଲା ରୁଷିଆ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍‌ ସମ୍ପର୍କରେ ରୁଷିଆ ଏକ ବଡ଼ ବିବୃତ୍ତି ଜାରି କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ଏହି ଦୁଇଟି ପ୍ରାଚୀନ ସଭ୍ୟତା ଆମେରିକାର ଅଲ୍ଟିମେଟମ ଆଗରେ ମୁଣ୍ଡ ନୁଆଁଇବ ନାହିଁ।…

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍‌ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସେ ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ର…

ଶୋଇଥିଲେ ସ୍ତ୍ରୀ, ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ସ୍ବାମୀ: ତା’ପରେ ଥାନାକୁ ଯାଇ..

ଜଳେଶ୍ୱର,୧୯।୯(ନବୀନ ସାହୁ): ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିନ୍ତେି ଅଭିଯୁକ୍ତ ଚନ୍ଦ୍ର ମୋହନ ପାତ୍ର। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ…

ସ୍ତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଡାକିନେଲେ ସ୍ବାମୀ, ଆଉ ତା’ପରେ ଘଟଣାଇଲେ ଏମିତି କାଣ୍ଡ

ବାଲେଶ୍ୱର, ୧୯।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ। ଗାଁ ଲୋକେ ସ୍ବାମୀଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କଇଁଛ: ଟ୍ରେନ୍‌ରୁ ୧୭ କଇଁଛ ଜବତ, ୨ ଗିରଫ

ବାଲେଶ୍ୱର,୧୯।୯(ବାଞ୍ଛାନିଧି ଦେ): ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍‌ର ଆର୍‌ପିଏଫ୍‌ ସିଆଇବି (କ୍ରାଇମ୍‌ ଇଣ୍ଟେଲିଜେନ୍ସ ବ୍ରାଞ୍ଚ) ପକ୍ଷରୁ ଗୁରୁବାର ଏକ ଟ୍ରେନ୍‌ରେ ଚଢାଉ କରାଯାଇଥିଲା। ଭଦ୍ରକ-ଖଡଗପୁର ଡାଉନ ପାସେଞ୍ଜର ଟ୍ରେନ୍‌ରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ସିଆଇବିର ୩ଜଣିଆ ଟିମ୍‌ ବାଲେଶ୍ୱରେ…

୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଚକ-ଅଖ ସବୁ ଠପ୍‌

କଣ୍ଟାମାଳ,୧୯।୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍‌ଡିଭିଜନ, ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ଗାଡ଼ି…

ରୁଷିଆରେ ବଡ଼ଧରଣ ଭୂକମ୍ପ: ସୁନାମି ଆଲର୍ଟ ଜାରି

ମସ୍କା,୧୯।୯: ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ସତର୍କତା ଜାରି ହୋଇଛି। କାମଚଟକା ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପ ବାସିନ୍ଦାଙ୍କୁ ଭୟଭୀତ କରିଛି। ଭୂକମ୍ପର ଅନେକ ଭିଡିଓ…

ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼ କ୍ୱାର୍ଟରକୁ ସଂଯୋଗ କରୁଥିବା ରାସ୍ତା ସବୁଠି କ୍ଷତି ହୋଇଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁକୁ…

ବେଧଡକ ଗଛକଟା ଅଭିଯୋଗ: ତାତିଲେ ମହିଳା

ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାଶର୍‌ବରେ ଓ ସଂରକ୍ଷିତ ଜଙ୍ଗଲରେ କିଛି ବର୍ଷ ଆଗରୁ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷଗୁଡ଼ିକ ବଡ ହେବାପରେ…

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା…

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ ରାଉତ ଅତି ଚତୁରତାର ସହ ଏହି କାଣ୍ଡ ଭିଆଇଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri