Home

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ସମୟ ସୀମା ସକାଳ…

ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍‌ ଖାଁ ଅଞ୍ଚଳରେ ଥିବା ଶ୍ମଶାନ ଜମି…

ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ

ଇସ୍‌ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ ଅସୁବିଧା…

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୫…

୫ ବର୍ଷର ବାଳକ ତାଏକୋଣ୍ଡୋରେ କଲେ ଗିନିଜ୍‌ ରେକର୍ଡ

ହାଇଦ୍ରାବାଦ୍‌,୧୪।୧: ବୟସ ୫ ବର୍ଷ। ମାତ୍ର ତାଏକୋଣ୍ଡୋରେ ୧୨ଶହ ଥର ନନ୍‌ ଷ୍ଟପ୍‌ ନି ଷ୍ଟ୍ରାଇକ୍‌ କରିବାର ଗିନିଜ୍‌ ରେକର୍ଡ ତାଙ୍କ ନାମରେ ରହିଛି। ସେ ହେଉଛନ୍ତି ହାଇଦ୍ରାବାଦ୍‌ର ଅଶମନ୍‌ ତନେଜା। ଲଗାତାର ଏକ ଘଣ୍ଟା ଧରି ସେ ଏଭଳି କରିଛନ୍ତି।…

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ ମଧ୍ୟରେ…

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର ଖବର…

୫୫ରେ ପାଦ ଥାପିଲେ ସୀମା ବିଶ୍ୱାସ: ବ୍ୟାଣ୍ଡିଟ୍‌ କୁଇନ୍‌ ଫିଲ୍ମର ଶୁଟିଂ ପରେ ସାରା ରାତି କାନ୍ଦିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୧୪ରେ ଆସାମର ନଲବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍‌ କୁଇନ୍‌ରେ ସୀମା ଡାକୁରାଣୀ ଫୁଲନ ଦେବୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ…

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବକୁ ବିଧାନସଭାରେ ପାସ୍‌ କରିସାରିଛି। ଏବେ ଏହା ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟ ଯାଇଥିବା…

ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ପାଗଳ ପାକିସ୍ତାନର ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌

କରାଚି, ୧୪।୧: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଯେତେବେଳେ ପଡିଆରେ ବ୍ୟାଟିଂ କରୁଥାନ୍ତି ସେତେବେଳେ ଟିଭି ଆଗରୁ ଉଠି ନ ଥାଏ ବୋଲି କହିଛନ୍ତି ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର୍‌ ଜାହିର ଆବ୍ବାସ। ଭାରତୀୟ କ୍ରିକେଟର ପ୍ରଦର୍ଶନ ଉପରେ ଆଲୋଚନା କରି…

ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଅନୁଚ୍ଛେଦ-୩୭୦ ନେଇ ଭୟଭୀତ ଥିଲେ ଆତଙ୍କବାଦୀ: ଦିଲ୍ଲୀ-ପଞ୍ଜାବରେ ଆକ୍ରମଣ ପାଇଁ ଦାବିନ୍ଦରଙ୍କ ସହିତ ରଚିଥିଲେ ଷଡ଼ଯନ୍ତ୍ର

ଶ୍ରୀନଗର,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖିବା ଥିବା ଅଭିଯୋଗରେ ଗିରଫ ହୋଇଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟର ପର୍ଦ୍ଦାଫାଶ୍‌ ହେବାରେ ଲାଗିଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଜମ୍ମୁ-କଶ୍ମୀରରେ…

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି ଘୋଷଣା କରିଛନ୍ତି। ନିକଟରେ କଂଗ୍ରେସ ଶାସିତ କିଛି ରାଜ୍ୟ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?