ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ
ବେଜିଂ,୯।୪: ଉତ୍ତର ଚାଇନାର ହେବେଇ ପ୍ରଦେଶରୁ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଚେଙ୍ଗଡେ ସହରର ଲୋଙ୍ଗହୁଆ କାଉଣ୍ଟିରେ ଅଗ୍ନିକାଣ୍ଡ ଘଟିଥିଲା।…
କେବେ ଖାଇଛନ୍ତି ସୁନାର ଆଇସ୍କ୍ରିମ୍, ଏହାର ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ଆଜିକାଲି ସୁନାର ଦାମ୍ ୯୦୦୦୦ ଉପରେ ଥିବାବେଳେ ସୋସିଆଲ ମିଡିଆରେ ଏକ ସୁନା ଆଇସ୍କ୍ରିମ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହାକୁ ହାଇଦ୍ରାବାଦର ‘ହୁବର ଆଣ୍ଡ ହଲି’ ନାମକ ଏକ ରେଷ୍ଟୁରାଣ୍ଟ ଦ୍ୱାରା ତିଆରି କରାଯାଇଛି, ଯାହାକୁ ଲୋକେ ସୋସିଆଲ ମିଡିଆରେ…
ସୋଫାରେ ବସିଲେ ସୋନିଆ-ରାହୁଲ, ହେଲେ ଖାର୍ଗେଙ୍କୁ ମିଳିଲାନି ସ୍ଥାନ, ଭାଜପା କହିଲା…
ଅହମଦାବାଦ,୯।୪: ଭାଜପା ପୁଣି ଥରେ କଂଗ୍ରେସ ଏବଂ ଏହାର ହାଇକମାଣ୍ଡଙ୍କ ଉପରେ ଦଳିତ ବିରୋଧୀ ରାଜନୀତି କରିବାର ଅଭିଯୋଗ ଆଣିଛି। ପ୍ରକୃତରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅହମଦାବାଦରେ ଚାଲିଛି। ଏ ସମ୍ପର୍କିତ ଏକ ଭିଡିଓ ଭାଜପା ନେତା ଅମିତ ମାଲବିୟ…
ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଜଣେ କର୍ମଚାରୀ ଗୁରୁତର
ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନାରେ ବୁଧବାର ରାସାୟନିକ ଦ୍ରବ୍ୟ ମିଶ୍ରଣ ବେଳେ ବିସ୍ଫୋରଣ ଘଟି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର କର୍ମଚାରୀ ଶିବ ପ୍ରସାଦ ଭୋଇଙ୍କୁ ରାଉରକେଲା…
ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ: ପୁଣି ଏକାଠି ହେଲେ ପୂର୍ବତନ ବିଧାୟକଙ୍କ ପୁଅ, ଆଜି ନବୀନଙ୍କୁ ଦେବେ ଦାବିପତ୍ର
ଭୁବନେଶ୍ୱର, ୯ା୪(ସୁନିତ୍ ମିଶ୍ର):ଓ୍ବକ୍ଫ ବିଲ୍ ପ୍ରସଙ୍ଗରେ ବିଜେଡି ଭାଗ ହୋଇଯାଉଥିବା ଦେଖିବାକୁ ମିଳୁଛି। ପାଣ୍ଡିଆନ୍ଙ୍କୁ ସୁରକ୍ଷା ଦେବାକୁ ଗୋଟିଏ ଗୋଷ୍ଠୀ ଲାଗିପଡ଼ିଛନ୍ତି। ଅନ୍ୟପଟେ ପାଣ୍ଡିଆନ୍ଙ୍କ ହାତରୁ ବିଜେଡି ସାଙ୍ଗଠନିକ ଦାୟିତ୍ୱ ରଖେଇ ନ ଦେବା ଲାଗି ତୃଣମୂଳସ୍ତରରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ…
ପାରୋଲ ମିଳିବା ପରେ ସିଧା ଡେରା ପହଞ୍ଚିଲେ ରାମ ରହିମ, ମହିଳା ଭକ୍ତ କହିଲେ ବାପା ଆସିଲେ
ସିରସା,୯।୪: ହରିୟାଣା ସିରସାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ୧୩ତମ ଥର ପାଇଁ ପାରୋଲ ପାଇ ଜେଲରୁ ବାହାରି ଆସିଛନ୍ତି। ବାବାଙ୍କୁ ୨୧ ଦିନର ଛୁଟି ଦିଆଯାଇଛି। ପାରୋଲରେ ଆସିବା ପରେ ରାମ ରହିମ ସିରସା ଡେରାରେ…
କୁପୋଷଣ ଚିହ୍ନଟରେ ଏଆଇ ବ୍ୟବହାର: ଓଡ଼ିଶା ଦେଶରେ ପ୍ରଥମ
ଭୁବନେଶ୍ୱର,୯।୪(ରବିନାରାୟଣ ଜେନା):କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଏବେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ଆନ୍ଥ୍ରୋପୋମେଟ୍ରି ତଥା ଓଜନ ଏବଂ ଉଚ୍ଚତା ମାପ କରାଯିବା ସହ କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ। ଯଦ୍ଦ୍ବାରା ଶିଶୁଙ୍କ ଓଜନ ଏବଂ ଉଚ୍ଚତା…
ନବଜାତ କନ୍ୟାକୁ ଫିଙ୍ଗିଦେଲେ, ନର୍ସରୀ ନିକଟରୁ ଉଦ୍ଧାର କରି…
ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନେଗୀପାଲି ନର୍ସରୀ ନିକଟରେ କେହି ଫିଙ୍ଗି ଦେଇଥିବା ନବଜାତ କନ୍ୟା ସନ୍ତାନକୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ପ୍ରଥମେ ଲୋଇସିଂହା ସିଏଚ୍ସି ଓ ପରେ ବଲାଙ୍ଗୀର ଭୀମଭୋଇ…
ପ୍ରଥମେ ନିର୍ଦ୍ଦୋଷ, ଏବେ ଆଜୀବନ କାରାଦଣ୍ଡ, ଜେଡିୟୁ କର୍ମୀଙ୍କ ହତ୍ୟା ମାମଲାରେ RSS-BJP ନେତାଙ୍କୁ ଆଜୀବନ କାରାଦଣ୍ଡ
ଥିରୁଭାନନ୍ତପୁରମ,୯।୪: କେରଳ ହାଇକୋର୍ଟ ମଙ୍ଗଳବାର ତ୍ରିସୁର ଜିଲାର ପାଝୁଭିଲରେ ଜନତା ଦଳ-ୟୁନାଇଟେଡ (ଜେଡିୟୁ)ର ଜଣେ କର୍ମୀଙ୍କ ହତ୍ୟା ମାମଲାରେ ପାଞ୍ଚ ଜଣ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ-ଭାଜପା କର୍ମୀଙ୍କ ଦୋଷମୁକ୍ତିକୁ ରଦ୍ଦ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଷ୍ଟିସ ପି.ବି. ବିଚାରପତି…
ଦେଶର ସମ୍ପତ୍ତି ବିକ୍ରି କରି ମୋଦି ଜୀ ପଳାଇବେ: ଖାର୍ଗେଙ୍କ କଟାକ୍ଷ
ଅହମଦାବାଦ,୯।୪: କଂଗ୍ରେସ ଦଳର ୮୪ତମ ଅଧିବେଶନ ଗୁଜରାଟର ଅହମଦାବାଦରେ ଚାଲିଛି। ଏହି ଅବସରରେ ସାରା ଦେଶରୁ ୧୭୦୦ରୁ ଅଧିକ କଂଗ୍ରେସ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଅଧିବେଶନର ଦ୍ୱିତୀୟ ଦିନରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।…
ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି
ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡ଼ିରେ ବସିଥିବା ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ି ଜବତ ମହୁଲ…
ଆଜିଠାରୁ ଭାରତ ଉପରେ ଲାଗୁ ହେବ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ
ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳୁ ଭାରତ ଉପରେ ସମ୍ପୂର୍ଣ୍ଣ ଭାବରେ ୨୬% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପ ୩ ଏପ୍ରିଲରେ ହ୍ବାଇଟ ହାଉସ ରୋଜ ଗାର୍ଡେନ୍ରୁ ‘ଲିବରେସନ ଡେ’ ଘୋଷଣା ସମୟରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି…
Archives


