Home

ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ…

ଏମିତି ପତ୍ରରେ ଖାଇଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ବତନ୍ତ୍ରତା ଜାଣିଲେ…

ତ୍ରିନିଦାଦ ଏବଂ ଟୋବାଗୋ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି…

ଐଶ୍ୱର୍ଯ୍ୟାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଅଭିଷେକ: କହୁ କହୁ କହିଦେଲେ….

ବଲିଉଡ୍‌ର ସ୍ମାର୍ଟ କପଲ୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା କିଛିଦିନ ହେବ ଜୋର ଧରିଥିଲା। ଯଦିଓ ଉଭୟ ଏନେଇ କୌଣସି ମତ ରଖି ନ ଥିଲେ, କିନ୍ତୁ ସୋସିଆଲ ମିଡିଆରେ ଏନେଇ ଅନେକ ଆଲୋଚନା ଚାଲିଥିଲା।…

୨୦ ବର୍ଷ ପରେ ଆଜି ଏକାଠି ହେବେ ୨ ଭାଇ: ବଦଳିଯିବ ରାଜନୈତିକ ସମୀକରଣ

ପୁନେ,୫।୭: ମହାରାଷ୍ଟ୍ର ରାଜନୀତିରେ ୨୦ ବର୍ଷ ପୂର୍ବେ ଅଲଗା ହୋଇଥିବା ଦୁଇ ଭାଇ ରାଜ ଏବଂ ଉଦ୍ଧବ ଠାକରେଙ୍କୁ ଆଜି ମରାଠୀ ପ୍ରସଙ୍ଗରେ ଏକାଠି ଦେଖିବାକୁ ମିଳିବ। ଗତ କିଛି ବର୍ଷ ମଧ୍ୟରେ ମହାରାଷ୍ଟ୍ର ଅନେକ ରାଜନୈତିକ ସମୀକରଣ ଦେଖିଛି। ଏବେ…

ଭାରତ କହିଲେ ଆମେ ମାସୁଦ ଆଝାରଙ୍କୁ ଗିରଫ କରିବୁ: ଏମିତି ମିଛ କହିଲେ ବିଲାୱଲ ଭୁଟ୍ଟୋ, ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁଣ୍ଡରେ ଦେବେ ହାତ

ଇସଲାମାବାଦ୍‌,୫।୭: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ବିଷୟରେ ଏକ ବିଭ୍ରାନ୍ତିକର ବୟାନ ଦେଇଛନ୍ତି। ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ମୁଣ୍ଡରେ ହାତ ଦେବେ। ଭାରତ ଅନେକ ଥର ପ୍ରମାଣ…

ସର୍ଭାଇକାଲ ଯନ୍ତ୍ରଣା କାହିଁକି ହୁଏ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ଆଜିକାଲି ସର୍ଭାଇକାଲ ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ବେକ ହାଡ଼, ମାଂସପେଶୀ, ସ୍ନାୟୁରେ ହୋଇଥାଏ। ବେକର ମେରୁଦଣ୍ଡ, ଯାହାକୁ ‘ସର୍ଭିକାଲ ସ୍ପାଇନ’ କୁହାଯାଏ, ଯାହା ଆମ ମୁଣ୍ଡକୁ ସପର୍ଟୋ ଏବଂ ଘୂର୍ଣ୍ଣନ କାମ…

ବିଦେଶରେ ବି ଲୋକପ୍ରିୟ ମୋଦି: ଏହି ଦେଶ ପକ୍ଷରୁ ସର୍ବୋଚ୍ଚ ନାଗରିକ ସମ୍ମାନ

ତ୍ରିନିଦାଦ ଏବଂ ଟୋବାଗୋ,୫।୭:୨୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତ୍ରିନିଦାଦ ଏବଂ ଟୋବାଗୋ ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ ଦି ରିପବ୍ଲିକ ଅଫ ତ୍ରିନିଦାଦ ଏବଂ ଟୋବାଗୋ’ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସେଠାକାର ସରକାର ଏବଂ ଲୋକଙ୍କ…

ବିଦେଶରେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ

ହିଞ୍ଜିଳିକାଟୁ,୫ା୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି…

ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ

ଜଗନ୍ନାଥପ୍ରସାଦ,୫।୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାତ୍ର ଗତ ଜୁନ ୧୬ରେ ଚିଠି ନଂ. ୫୭୮୬ରେ ତାଙ୍କ ଇସ୍ତଫା ପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାର ସତ୍ୟତାକୁ…

ଭାରତକୁ ଚେତାବନୀ ଦେଲା ଚାଇନା: ସତର୍କତାର ସହ କାମ କର ନଚେତ୍‌…

ବେଜିଂ,୫ା୭:ଦଲାଇଲାମା କେବଳ ତାଙ୍କ ଉତ୍ତରାଧିକାର ଚୟନ କରିବାକୁ ଅଧିକୃତ ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଗୁରୁବାର କହିଥିଲାବେଳେ ଚାଇନା ଏହାର ପ୍ରତିବାଦ କରିଛି। ତିବ୍ବତ ମାମଲାରେ ଭାରତ ସତର୍କତାର ସହ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତିରେ ତାହା ଯେପରି…

ବର୍ଷା ୪ ମାସରେ ରାସ୍ତାରେ ଗଡ଼େନା ଆମ୍ବୁଲାନ୍ସ

ମହାକାଳପଡ଼ା,୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗହଳି ବିକାଶ ପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ବରାଦ କରାଯାଇଛି। ବର୍ଷା ପାଣିରେ ରାସ୍ତା କାଦୁଅ ଯୋଗୁ ପଡ଼ାକୁ ପଶି ପାରେନା ୧୦୮ ଆମ୍ବୁଲାନ୍ସ। ଫଳରେ…

ଡାକ୍ତରୀ ଶିକ୍ଷାରେ ବଡ଼ ଦୁର୍ନୀତି: ଲାଞ୍ଚ ନେଇ ଘରୋଇ ମେଡିକାଲ କଲେଜ ପାଇଁ ଉଦ୍ଦିଷ୍ଟ ନିୟମରେ ସାଲିସ

ନୂଆଦିଲ୍ଲୀ,୫ା୭:ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ପର୍ଦ୍ଦାଫାଶ କରିବା ସହ ମୋଟ ୩୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri