Home

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ ଅନେକେ ଆହତ

ଇସଲାମାବାଦ,୨୧।୧୧: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳେ ପଞ୍ଜାବ ପ୍ରଦେଶର ଏକ ରାସାୟନିକ କାରଖାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଅତ୍ୟାଧୁନିକ ଶୁଖୁଆ ମାର୍କେଟ୍‌ ବିଲ୍ଡିଂ ଶୁଭାରମ୍ଭ କଲେ ମନ୍ତ୍ରୀ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ହୁମା ହାଟ ପଡ଼ିଆଠାରେ ଥିବା ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଶୁକ୍ରବାର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ…

କଂଗ୍ରେସରେ ଫାଟ! ଇସ୍ତଫା ଦେଲେ ବିହାର ମହିଳା କଂଗ୍ରେସ ଅଧ୍ୟକ୍ଷା

ପାଟନା,୨୧।୧୧: ବିହାରରେ ନୂଆ ସରକାର ଗଠନ ହେବା ପରେ, ବିହାର କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ରାଜ୍ୟ ମହିଳା କଂଗ୍ରେସ ସଭାପତି ସରୱତ ଜାହାନ ଫାତିମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରରେ, ଫାତିମା…

ସମସ୍ତ ସମ୍ପତ୍ତି ଜନସୁରାଜକୁ ଦାନ କରିବେ ପ୍ରଶାନ୍ତ କିଶୋର

ପ. ଚମ୍ପାରନ,୨୧।୧୧: ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଶୁକ୍ରବାର ଭିତିହାରୱା ଗାନ୍ଧୀ ଆଶ୍ରମରେ ତାଙ୍କର ଏକ ଦିନିଆ ନୀରବ ଅନଶନ ସମାପ୍ତ କରିଛନ୍ତି। ଅନଶନ ଭାଙ୍ଗିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ, ସେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ…

ଏଠାରେ ୬୪ ଦିନ ହେବ ଅନ୍ଧାର, ସୂର୍ଯ୍ୟୋଦୟ ଦେଖିପାରିବେନି ଲୋକେ

ଏମିତି ଏକ ସ୍ଥାନ ଅଛି, ଯେଉଁଠି ଆଗାମୀ ୬୪ ଦିନ ପାଇଁ ସୂର୍ଯ୍ୟ ଦିଗନ୍ତ ତଳେ ରହିବ। ଅର୍ଥାତ୍‌ ସୂର୍ଯ୍ୟ ଉଦୟ ଦେଖିପାରିବେନି ଲୋକେ। ଆମେରିକାର ଉତ୍ତରତମ ଅଞ୍ଚଳ ଆଲାସ୍କାର ଉଟକିଆଗଭିକ୍‌ରେ ପୋଲାର ନାଇଟ୍‌ ହେବ। ଏହାର ଅର୍ଥ ହେଉଛି ଉଟକିଆଗଭିକର…

ଶେଷ ଥର ପାଇଁ କୋର୍ଟରେ ବସିଲେ ମୁଖ୍ୟ ବିଚାରପତି ଗଭଇ, କହିଲେ ‘ପ୍ରତ୍ୟେକ ପଦବୀ ଦେଶ ସେବା କରିବାର ଏକ ସୁଯୋଗ’

ନୂଆଦିଲ୍ଲୀ,୨୧।୧୧: ‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି ଏବଂ ଏବେ ମୁଁ ନ୍ୟାୟର ଛାତ୍ର ଭାବରେ ବିଦାୟ ନେଉଛି। ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ପଦବୀ ହେଉଛି ଦେଶ ସେବା କରିବାର ଏକ ସୁଯୋଗ। ମୁଁ ଏହା କରିବାକୁ…

ଏହି ପ୍ରଶ୍ନର ଉତ୍ତର ଦେଇ ମିସ ୟୁନିଭର୍ସ ହୋଇଗଲେ ଫାତିମା: ଜାଣନ୍ତୁ ମିଳିବ କେତେ ଟଙ୍କା

ମେକ୍ସିକାନ ମଡେଲ ଏବଂ ମିସ ମେକ୍ସିକୋ ଫାତିମା ବୋଶ ଥାଇଲାଣ୍ଡରେ ଅନୁଷ୍ଠିତ ମିସ ୟୁନିଭର୍ସ ୨୦୨୫ ଫାଇନାଲ୍‌ରେ ୧୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ମୁକୁଟ ବିଜୟୀ ହୋଇଛନ୍ତି। ସମାରୋହ ସମୟରେ ଫାତିମା ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ଏହା…

ସ୍ମୃତି ମନ୍ଧାନାଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଲେ ପଲାଶ: ଜୀବନରେ କେବେ ଭୁଲି ପାରିବେନି ପ୍ରେମିକା: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ…

ଏସ୍‌ଏସ୍‌ବି ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୧ା୧୧: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା।…

ଲାଇଭ୍‌ ମ୍ୟାଚ୍‌ବେଳେ ଆସିଲା ଭୂକମ୍ପ: ଜୀବନ ବଞ୍ଚାଇବାପାଇଁ ଖେଳାଳି କଲେ ଏମିତି କାମ

ମୀରପୁର,୨୧।୧୧: ଟେଷ୍ଟ କ୍ରିକେଟ ଇତିହାସରେ ବିଭିନ୍ନ କାରଣରୁ ମ୍ୟାଚ ବନ୍ଦ ହୋଇଥିବା ଅନେକ ଘଟଣା ଘଟିଛି। କ୍ରିକେଟ ମ୍ୟାଚ୍‌ରେ ବର୍ଷା ପ୍ରାୟତଃ ବାଧା ସୃଷ୍ଟି କରିବାର ସବୁଠାରୁ ସାଧାରଣ କାରଣ। ମୀରପୁରର ଶେର-ଏ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ…

ପୂର୍ବ ଶତ୍ରୁତାରୁ ରାତିରେ ଘର ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ତିହିଡ଼ି,୨୧ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୨ପରିବାରର ୩ବଖରା ଗୃହକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ…

ଟ୍ରମ୍ପଙ୍କ କଥାରେ ପଡ଼ି ମଝି ସମୁଦ୍ରରେ ପହଞ୍ଚିଲାଣି ପାକିସ୍ତାନ! କରୁଛି ଏମିତି କାମ ବିଶ୍ୱ ଆଶ୍ଚର୍ଯ୍ୟ

ଇସଲାମାବାଦ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବେବି ଡ୍ରିଲ’ ଆମେରିକାରେ ପ୍ରସିଦ୍ଧ ହୋଇଥିଲା, କିନ୍ତୁ ତାଙ୍କର ସାମ୍ପ୍ରତିକ ବକ୍ତବ୍ୟ ପାକିସ୍ତାନରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନରେ ବିପୁଳ ସମୁଦ୍ର ତୈଳ ସଂରକ୍ଷଣ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?